ଆର୍ବିଆଇର କାର୍ଯ୍ୟାନୁଷ୍ଠାନ ପରେ ପେଟିଏମ୍ ପେମେଣ୍ଟ ବ୍ୟାଙ୍କ, ଓ୍ବାଲେଟ୍ର କ’ଣ ହେବ; ଜାଣନ୍ତୁ ସମସ୍ତ ପ୍ରଶ୍ନର ଉତ୍ତର… ନୂଆଦିଲ୍ଲୀ,୧।୨: ପେଟିଏମ୍ ପେମେଣ୍ଟସ୍ ବ୍ୟାଙ୍କ ଲିମିଟେଡ୍(ପିପିବିଏଲ୍) ବିରୋଧରେ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଫଳସ୍ବରୂପ ୨୦୨୪ ଫେବୃଆରୀ ୨୯ ପରଠାରୁ ପେଟିଏମ୍ କୌଣସି ଗ୍ରାହକଙ୍କ ଆକାଉଣ୍ଟ, ପ୍ରିପେଡ୍ ଇନ୍ଷ୍ଟୁମେଣ୍ଟ, ଓ୍ବାଲେଟ୍ ଏବଂ ଫାସ୍ଟ୍ୟାଗ୍ ମାଧ୍ୟମରେ କୌଣସି...