କାନ୍ସରେ ଭାରତର ଐତିହାସିକ ଶୋ’: ପାୟଲ କାପାଡିଆଙ୍କୁ ଗ୍ରାଣ୍ଡପ୍ରିକ୍ସ ପୁରସ୍କାର ନୂଆଦିଲ୍ଲୀ,୨୭।୫: ୭୭ତମ କାନ୍ସ ଫିଲ୍ମ ସମାରୋହରେ ଭାରତର ପ୍ରଦର୍ଶନ ଅଭୂତପୂର୍ବ ରହିଛି, ଯେଉଁଥିରେ ୨ ଜଣ ଚଳଚ୍ଚିତ୍ର ନିର୍ମାତା, ଜଣେ ଅଭିନେତ୍ରୀ ଏବଂ ଜଣେ ସିନେମାଟୋଗ୍ରାଫର ବିଶ୍ୱର ଅଗ୍ରଣୀ ଚଳଚ୍ଚିତ୍ର ମହୋତ୍ସବରେ ଶୀର୍ଷ ପୁରସ୍କାର ଜିତିଛନ୍ତି । ସମୃଦ୍ଧ ଫିଲ୍ମ...