Tag Archives: Paris Olympics

ପ୍ରଥମ ଗୋଲ୍ଡ ମେଡାଲ୍‌ ଜିତିବା ପରେ କୋଚ୍‌ଙ୍କୁ ହୋଇଥିଲା ହାର୍ଟ ଆଟାକ୍‌, ମିଳିଲା ୪ ସ଼୍ବର୍ଣ୍ଣ ପଦକ

ନୂଆଦିଲ୍ଲୀ, ୧୧।୦୮: ପ୍ୟାରିସ୍‌ରେ ଚାଲିଥିବା ଅଲିମ୍ପିକ୍ସର ଆଜି ଶେଷ ଦିନ। ବିଶ଼୍ବର ବିଭିନ୍ନ ଦେଶର କ୍ରୀଡ଼ାବିତ୍‌ ଏହି ଅଲିମ୍ପିକ୍ସରେ ଭାଗନେଇ ସ଼୍ବର୍ଣ୍ଣ,ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ହାସଲ କରିବା ସହ ରେକର୍ଡ ମଧ୍ୟ କରିଛନ୍ତି । ଏହି ଅଲିମ୍ପିକ୍ସରେ ଏକ ରୋଚକ…

ଭିନେଶଙ୍କ ଅବସର ଘୋଷଣା ପରେ ଶଶି ଥରୁର କହିଲେ ଲଢୁ ଲଢୁ ଝିଅ…

ନୂଆଦିଲ୍ଲୀ,୮ା୮: ଭାରତର ଷ୍ଟାର୍‌ ରେସଲର ଭିନେଶ ଫୋଗଟ ଅବସର ଘୋଷଣା କରିଛନ୍ତି। ବର୍ତ୍ତମାନ କଂଗ୍ରେସ ଏମ୍‌ପି ଶଶି ଥରୁର ଭିନେଶଙ୍କ ଅବସରକୁ ନେଇ ପ୍ରତିକ୍ରିୟା ରଖିଛନ୍ତି। ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ‘ଝିଅଟି ସିଷ୍ଟମ ଦ୍ୱାରା ରନ୍ଧା ଯାଇଛି’। ଏଥିସହିତ ସେ…

”ଆମେରିକାରେ ମଧ୍ୟ ଏତିକି ସୁବିଧା ନାହିଁ”; ଲକ୍ଷ୍ୟ ସେନଙ୍କ ସମେତ ଭାରତୀୟ ଆଥଲେଟଙ୍କ ଉପରେ ବର୍ଷିଲେ ପ୍ରକାଶ ପାଦୁକନ

ନୂଆଦିଲ୍ଲୀ,୫।୮: ଭାରତୀୟ ବ୍ୟାଡମିଣ୍ଟନ ତଥା ଅନ୍ୟ ଖେଳାଳିମାନେ ପ୍ୟାରିସ ଅଲମ୍ପିକ୍ସରେ ଏପର୍ଯ୍ୟନ୍ତ କୌଣସି ଖାସ ପ୍ରଦର୍ଶନ କରି ପାରି ନାହାନ୍ତି। ଖେଳାଳି ମାନଙ୍କର ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ ପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ପ୍ରକାଶ ପାଦୁକୋନ। ଅଲମ୍ପିକ୍ସ ଆରମ୍ଭର ୧୦ ଦିନ…

ପ୍ୟାରିସ୍‌ ଅଲିମ୍ପିକ୍ସ: ଚାଇନାକୁ ପ୍ରଥମ ସ୍ବର୍ଣ୍ଣ ପଦକ

ପ୍ୟାରିସ୍‌, ୨୭।୭: ପ୍ୟାରିସ୍‌ ଅଲିମ୍ପିକ୍ସ-୨୦୨୪ର ପଦକ ଇଭେଣ୍ଟ ଶନିବାର ଆରମ୍ଭ ହୋଇଛି। ପ୍ରଥମ ସ୍ବର୍ଣ୍ଣ ପଦକ ହାସଲ କରିଛି ଚାଇନା। ଚାଟେଉରକ୍ସଠାରେ ଅନୁଷ୍ଠିତ ୧୦ ମିଟର ଏୟାର ରାଇଫଲ ମିକ୍ସଡ ଟିମ୍‌ ଫାଇନାଲରେ ଦକ୍ଷିଣ କୋରିଆକୁ ୧୬-୧୨ ପଏଣ୍ଟରେ ପରାସ୍ତ କରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri