ପାକିସ୍ତାନରେ ଅବୈଧ ଭାବେ ଥିବା ପ୍ରବାସୀଙ୍କୁ ଫେରାଇବାକୁ ଯୋଜନା ଶେଷ ପର୍ଯ୍ୟାୟରେ, କିଛି ସ୍ଥାନରେ ଖୋଲିଲା ହୋଲଡିଂ ସେଣ୍ଟର ଇସଲାମାବାଦ,୨୬।୧୦: ପାକିସ୍ତାନ ସରକାର ଗୁରୁବାର କହିଛନ୍ତି ଯେ ସମଗ୍ର ଦେଶରେ ‘ହୋଲଡିଂ ସେଣ୍ଟର’ ସ୍ଥାପନ କରାଯାଇଛି ଏବଂ ଅକ୍ଟୋବର ୩୧ ସୁଦ୍ଧା ଆନୁମାନିକ ୧.୭ ମିଲିୟନ ଆଫଗାନିସ୍ତାନ ସମେତ ବେଆଇନ ପ୍ରବାସୀ ଭାରତୀୟଙ୍କୁ ଦେଶରୁ ବିତାଡିତ କରିବାର ଯୋଜନା ଚୂଡାନ୍ତ...