ପୁଟିନ୍ଙ୍କ ଭାରତ ଗସ୍ତ ପୂର୍ବରୁ ରୁଷିଆରୁ ଆସିଲା ଗୁଡ୍ନ୍ୟୁଜ୍, ଶୁଶିଲେ ପାକିସ୍ତାନକୁ ଲାଗିବ ଝଟକା
ନୂଆଦିଲ୍ଲୀ,୩।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଗୁରୁବାର ଏବଂ ଶୁକ୍ରବାର (ଡିସେମ୍ବର ୪-୫, ୨୦୨୫) ଦୁଇ ଦିନିଆ ଭାରତ ଗସ୍ତରେ ନୂଆଦିଲ୍ଲୀ ଆସୁଛନ୍ତି। ତଥାପି, ପୁଟିନ୍ଙ୍କ ଗସ୍ତ ପୂର୍ବରୁ, ରୁଷିଆ ସଂସଦ (ଡୁମା) ମଙ୍ଗଳବାର (ଡିସେମ୍ବର ୨, ୨୦୨୫) ଭାରତ ସହିତ…
ପାକିସ୍ତାନରେ ବଢୁଛି ମହିଳାଙ୍କ ଉପରେ ନିର୍ଯ୍ୟାତନା! ବଳାତ୍କାରୀଙ୍କୁ ମିଳୁନି ଦଣ୍ଡ, ଡରାଉଛି ସଂଖ୍ୟା
ଇସଲାମାବାଦ,୩।୧୨: ପାକିସ୍ତାନରେ ମହିଳାମାନଙ୍କ ଅବସ୍ଥା ଅତ୍ୟନ୍ତ ଭୟଙ୍କର ରହିଛି। ମହିଳାମାନଙ୍କ ବିରୁଦ୍ଧରେ ହିଂସା ନିରନ୍ତର ବୃଦ୍ଧି ପାଉଛି। ସାହିଲ ନାମକ ଏକ ସଂଗଠନ ଏହାର ରିପୋର୍ଟରେ ଦାବି କରିଛି ଯେ ୨୦୨୫ ର ପ୍ରଥମ ୧୧ ମାସରେ ମହିଳାମାନଙ୍କ ବିରୁଦ୍ଧରେ ଅପରାଧ…
ଶ୍ରୀଲଙ୍କାକୁ ଏକ୍ସପାଏରି ରିଲିଫ୍ ସାମଗ୍ରୀ ପଠାଇ ପାକିସ୍ତାନ ନିନ୍ଦିତ, ଭାଇରାଲ ହେଲା ଫଟୋ
ନୂଆଦିଲ୍ଲୀ,୨।୧୨: ବନ୍ୟା ପ୍ରଭାବିତ ଶ୍ରୀଲଙ୍କାକୁ ସହାୟତା ପଠାଇବାର ପାକିସ୍ତାନର ଉଦ୍ୟମ ବଡ଼ ଧରଣର ଲଜ୍ଜାର କାରଣ ହୋଇଛି। ପାକିସ୍ତାନର ହାଇ କମିଶନଙ୍କ ଦ୍ୱାରା ସୋସିଆଲ ମିଡିଆରେ ପୋଷ୍ଟ କରାଯାଇଥିବା ରିଲିଫ୍ ପ୍ୟାକେଜ୍ର ଫଟୋରେ ସାମଗ୍ରୀର ଏକ୍ସପାଏରି ତାରିଖ ପୂର୍ବରୁ ସରିଯାଇଥିବା ଦେଖିବାକୁ…
ଇମ୍ରାନଙ୍କୁ ନେଇ ପାକିସ୍ତାନରେ ହଙ୍ଗାମା! ରାଓ୍ବଲପିଣ୍ଡିରେ ୧୪୪ ଧାରା ଜାରି
ଇସଲାମାବାଦ,୨।୧୨: ପାକିସ୍ତାନ ସରକାର ରାୱଲପିଣ୍ଡି ଜିଲାରେ ଧାରା ୧୪୪ ଲାଗୁ କରିବାକୁ ଘୋଷଣା କରିଥିଲେ। ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ବାସ୍ଥ୍ୟ ଏବଂ ଉପସ୍ଥିତି ବିଷୟରେ ଗୁଜବ ତୀବ୍ର ହେବା ପରେ ଏହି ପଦକ୍ଷେପ ନିଆଯାଇଛି। ପ୍ରଶାସନ ଭୟ କରିଥିଲା ଯେ…
ଆତ୍ମଘାତୀ ଆକ୍ରମଣରେ ଥରି ଉଠିଲା ପାକିସ୍ତାନ, BLF ର ସାମରିକ ଘାଟିକୁ ଟାର୍ଗେଟ
ଇସଲାମାବାଦ,୧।୧୨: ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶର ନୋକୁଣ୍ଡି ଅଞ୍ଚଳରେ ଫ୍ରଣ୍ଟିୟର୍ କର୍ପସ (FC) ମୁଖ୍ୟାଳୟ ନିକଟରେ ଏକ ଆତ୍ମଘାତୀ ଆକ୍ରମଣ ହୋଇଛି। ରେକୋ ଡିକ ଏବଂ ସନ୍ଦକ ଖଣି ପ୍ରକଳ୍ପ ସହିତ ଜଡିତ ବିଦେଶୀ ବିଶେଷଜ୍ଞ, ଇଞ୍ଜିନିୟର ଏବଂ କର୍ମଚାରୀଙ୍କ କାର୍ଯ୍ୟ ଏବଂ…
ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତାକୁ ଦେଖି ଭୟ କରୁଛି ପାକିସ୍ତାନ, କାହିଁକି ଏମିତି କହିଲେ ପିଟିଆଇ ସାଂସଦ? ଜାଣନ୍ତୁ ଏହାର କାରଣ…
ଇସଲାମାବାଦ,୩୦।୧୧: ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ହତ୍ୟା ସମ୍ପର୍କରେ ସୋସିଆଲ ମିଡିଆରେ ବିଭିନ୍ନ ଦାବି କରାଯାଉଛି। ଏହି ସମୟରେ, ତାଙ୍କ ଦଳର ଜଣେ ସଦସ୍ୟ ଦାବି କରିଛନ୍ତି ଯେ ଇମ୍ରାନ ଖାନ ଏବେ ବି ଜୀବିତ ଏବଂ ବର୍ତ୍ତମାନ ଆଦିଆଲା…
ପୁଣି କଟିଲା ପାକିସ୍ତାନର ନାକ, ଅକ୍ସଫୋର୍ଡରେ ଡିବେଟ ପୂର୍ବରୁ ପଳାଇଗଲା
ଓ୍ବେଲିଙ୍ଗଟନ,୨୯।୧୧: ଭାରତ-ପାକିସ୍ତାନ ବିତର୍କ ପୁଣି ଥରେ ଅଭିଯୋଗ ଏବଂ ପ୍ରତିଆରୋପର ଏକ ଧାରାବାହିକରେ ଉଭା ହୋଇଛି। ଏଥର, କାରଣ ଥିଲା ବ୍ରିଟେନରେ ଅକ୍ସଫୋର୍ଡ ୟୁନିଅନ ବିତର୍କ ବାତିଲ। ବିତର୍କ ଭାରତ-ପାକିସ୍ତାନ ନୀତି ଉପରେ କେନ୍ଦ୍ରିତ ହେବାର ଥିଲା, ଯେଉଁଥିରେ ପାକିସ୍ତାନ ଏବଂ…
ଆଫଗାନିସ୍ତାନ ସହ ଭାରତର ୧୦୦ ମିଲିୟନ ଡଲାର ବାଣିଜ୍ୟ ଚୁକ୍ତି
ନୂଆଦିଲ୍ଲୀ,୨୮ା୧୧: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଅର୍ଥନୈତିକ ସହଯୋଗର ଏକ ନୂତନ ପର୍ଯ୍ୟାୟ ଆରମ୍ଭ କରି, ଦୁଇ ଦେଶର ପ୍ରମୁଖ ଫାର୍ମାସ୍ୟୁଟିକାଲ୍ କମ୍ପାନୀଗୁଡ଼ିକ ମଧ୍ୟରେ ୧୦୦ ମିଲିୟନ ଡଲାରର ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତି ପାକିସ୍ତାନର ଆଞ୍ଚଳିକ ବାଣିଜ୍ୟ…
Pakistan Nostradamus: ୨୦୨୫ରେ ଧ୍ୱଂସ ହେବ ପୃଥିବୀ? ପାକସ୍ତାନୀ ନୋଷ୍ଟ୍ରାଡାମସଙ୍କୁ ନେଇ ଲୋକେ ଭୟଭୀତ! ଜାଣନ୍ତୁ କ’ଣ କହୁଛି ନାସା
ନୂଆଦିଲ୍ଲୀ,୨୭।୧୧: ବିଶ୍ୱପ୍ରସିଦ୍ଧ ରହସ୍ୟବାଦୀ ରିଆଜ ଅହମ୍ମଦ ଗୌହର ଶାହୀଙ୍କ ନାମରେ ଏକ ପୁରୁଣା ଭବିଷ୍ୟବାଣୀ ଆଜିକାଲି ସୋସିଆଲ ମିଡିଆରେ ଦ୍ରୁତ ଗତିରେ ପ୍ରସାରିତ ହେଉଛି। ଦାବି କରାଯାଉଛି ଯେ ସେ ପ୍ରାୟ ୨୦-୨୫ ବର୍ଷ ପୂର୍ବରୁ ସତର୍କ କରାଇଥିଲେ ଯେ ୨୦୨୫…
‘ରାମ ମନ୍ଦିର ଉପରେ ମନ୍ତବ୍ୟ ଦେଇ ପାକିସ୍ତାନ ନିଜର ମୃତ୍ୟୁକୁ ନିମନ୍ତ୍ରଣ କରୁଛି’, ମୁନିର-ଶହବାଜଙ୍କୁ କଡ଼ା ଟାର୍ଗେଟ କଲେ ଏହି ନେତା
ନୂଆଦିଲ୍ଲୀ,୨୭।୧୧: କଂଗ୍ରେସ ନେତା ସୁରେନ୍ଦ୍ର ରାଜପୁତ ଅଯୋଧ୍ୟା ରାମ ମନ୍ଦିର ପତାକା ଉତ୍ତୋଳନ ସମ୍ପର୍କରେ ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟର ବିବୃତ୍ତିକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନକୁ ତାର ସୀମା ମଧ୍ୟରେ ରହିବା ଉଚିତ, କାରଣ ଭାରତ ତା’ର…
ଟି-୨୦ ବିଶ୍ୱକପ୍ ୨୦୨୬ କାର୍ଯ୍ୟସୂଚୀ ଘୋଷଣା; ଏହିଦିନ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ
ମୁମ୍ବାଇ,୨୫।୧୧: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଟି-୨୦ ବିଶ୍ୱକପ୍ ୨୦୨୬ ର ସମ୍ପୂର୍ଣ୍ଣ ସୂଚୀ ଘୋଷଣା କରିଛି। ଆୟୋଜକ ତଥା ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ ଏବଂ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ଗୋଟିଏ ଗ୍ରୁପ୍ରେ ରଖାଯାଇଛି। ବିଶ୍ୱକପ୍ ଫେବୃଆରୀ ୭, ୨୦୨୬ ରେ…
ଜହ୍ଲାଦ ପାଲଟିଲା ପାକିସ୍ତାନ! ଶୋଇଥିବା ପିଲାଙ୍କ ଉପରେ ଏମିତି କଲା ଆକ୍ରମଣ ୯ ଶିଶୁଙ୍କ ସମେତ ୧୦ ମୃତ
କାବୁଲ,୨୫।୧୧: ପାକିସ୍ତାନ ଦ୍ୱାରା ଆଫଗାନିସ୍ତାନରେ ପୁଣି ବୋମା ମାଡ଼ କରାଯାଇଛି। ବିମାନ ଆକ୍ରମଣ ପାଇଁ ପାକିସ୍ତାନ ଏମିତି ସମୟ ବାଛିଥିଲା ଯେତେବେଳେ ଲୋକମାନେ ଘରେ ଶୋବାକୁ ଯାଇଥିଲେ। ଆଫଗାନିସ୍ତାନ ମୁଖପାତ୍ର ଜାବିହୁଲ୍ଲାହ କହିଛନ୍ତି ଯେ ପାକିସ୍ତାନୀ ବିମାନ ଆକ୍ରମଣ ପ୍ରାୟ ମଧ୍ୟରାତ୍ରିରେ…
Archives


