Tag Archives: PAKISTAN

ବେପାରୀ ଟ୍ରମ୍ପଙ୍କ ସମର୍ଥନ ହାସଲ ପାଇଁ ଚାଇନାକୁ ଧୋକା ଦେବ ପାକିସ୍ତାନ, ଦୁର୍ଲଭ ଖଣିଜ ପଦାର୍ଥ ଧରି ପହଞ୍ଚିଲେ ଅସିମ୍‌ ମୁନୀର

ନୂଆଦିଲ୍ଲୀ,୨୮।୯: ପାକିସ୍ତାନ ଆମେରିକାର ସମର୍ଥନ ହାସଲ କରିବା ପାଇଁ ନୂଆ ରଣନୀତି ଆପଣାଇଛି। ଗତ ସପ୍ତାହରେ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ୍‌ ଅସିମ୍‌ ମୁନୀର ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ କାଠ ବାକ୍ସରେ ଦୁର୍ଲଭ ଖଣିଜ ପଦାର୍ଥ ଉପସ୍ଥାପନ...

ଫାଇନାଲ ମ୍ୟାଚ ପୂର୍ବରୁ ପାକିସ୍ତାନକୁ ଚେତାବନୀ ଦେଲେ ଏହି ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୨୮।୯: ଏସିଆ କପ ୨୦୨୫ର ଫାଇନାଲ ପୂର୍ବରୁ, ପୂର୍ବତନ ଭାରତୀୟ ଅଧିନାୟକ ଏବଂ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସୁନୀଲ ଗାଭାସ୍କର ପାକିସ୍ତାନକୁ ଏକ ବଡ଼ ଚେତାବନୀ ଦେଇଛନ୍ତି। ସେ ବିଶ୍ୱାସ କରନ୍ତି ଯେ ଭାରତୀୟ ଦଳର ବ୍ୟାଟିଂରେ ଏବେ ବି ପ୍ରଚୁର...

ଫାଇନାଲ ମ୍ୟାଚ ପୂର୍ବରୁ ବାବର ଆଜମଙ୍କୁ ଟିମ୍‌ରେ ସାମିଲ କରିବାକୁ ଚାହୁଁଥିଲା ପାକିସ୍ତାନ, ହେଲେ ଏମିତି ହେଲା ବେଇଜ୍ଜତ

ଇସଲାମାବାଦ,୨୭।୯: ଏସିଆ କପ ୨୦୨୫ର ଫାଇନାଲ ଆଉ କିଛି ଘଣ୍ଟା ପରେ ଆରମ୍ଭ ହେବ। ରବିବାର ଦୁବାଇ ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟାଇଟଲ ଲଢ଼େଇ ଅନୁଷ୍ଠିତ ହେବ। ମ୍ୟାଚ ରାତି ୮ଟାରେ ଆରମ୍ଭ ହେବ। ମ୍ୟାଚ ପୂର୍ବରୁ,...

ପାକିସ୍ତାନ ବିପକ୍ଷରେ ଇତିହାସ ଚରିବେ ହାର୍ଦ୍ଦିକ ପାଣ୍ଡ୍ୟା? ମାତ୍ର ଦୁଇ ପାଦ ପଛରେ ଅଛନ୍ତି…

ନୂଆଦିଲ୍ଲୀ,୨୭।୯: ୨୦୨୫ ଏସିଆ କପର ଫାଇନାଲ ମ୍ୟାଚ ରବିବାର, ସେପ୍ଟେମ୍ବର ୨୮ ତାରିଖରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ। ଏହି ମ୍ୟାଚରେ ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଖରେ ଏକ ଜବରଦସ୍ତ ଶତକ ପୂରଣ କରିବାର...

ପାକିସ୍ତାନର ଅସଲ ସ୍ଥାନ କେଉଁଠି ତାହା ଦେଖାଇଦେଲେ ଟ୍ରମ୍ପ, ଅପେକ୍ଷା କରାଇଲେ ହେଲେ…

ଓ୍ବାଶିଂଟନ,୨୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୱାଶିଂଟନର ଓଭାଲ ଅଫିସରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଏବଂ ସେନା ମୁଖ୍ୟ (COAS) ଅସୀମ ମୁନିରଙ୍କ ସହ ସାକ୍ଷାତ କରିଛନ୍ତି। ତଥାପି, ହ୍ବାଇଟ ହାଉସ ବୈଠକର କୌଣସି ସରକାରୀ ଫଟୋ କିମ୍ବା...

ନିଜ ଖେଳାଳିଙ୍କୁ ବେଇଜ୍ଜତ କରୁଛି ପାକିସ୍ତାନ, ସୋଏବ ଅଖତରଙ୍କ ବୟାନକୁ ନେଇ ବଢୁଛି ଚର୍ଚ୍ଚା

ଇସଲାମାବାଦ,୨୨।୯: ଏକପାଖିଆ ଏସିଆ କପ ସୁପର ୪ ମ୍ୟାଚ ରେ ଭାରତ ପାକିସ୍ତାନକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି, ସାହିବଜାଦା ଫରହାନଙ୍କ ପଚାଶ ରନ ପାଇଁ ଦଳ ୫ ୱିକେଟ ହରାଇ ୧୭୧ ରନ କରିଥିଲା। ପାକିସ୍ତାନ ଭାରତୀୟ...

ଗରମ ଦେଖାଇଲେ ପାକିସ୍ତାନୀ ବୋଲର; ଛକା, ଚୌକା ମାରି ଥଣ୍ଡା କରିଦେଲେ ଅଭିଷେକ ଶର୍ମା

ଦୁବାଇ,୨୧।୯: ଏସିଆ କପ୍ ୨୦୨୫ ସୁପର ଫୋର ମୁକାବିଲାରେ ରବିବାର ଭାରତୀୟ ଓପନର ଅଭିଷେକ ଶର୍ମା ଏବଂ ପାକିସ୍ତାନୀ ପେସର ହାରିସ ରାଉଫଙ୍କ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ବାକ୍ୟ ବିନିମୟ ଦେଖାଗଲା। ଭାରତର ରନ୍ ଚେଜ୍ ସମୟରେ ପଞ୍ଚମ ଓଭରରେ ଉଭୟଙ୍କ...

ପୁଣି ସୂର୍ଯ୍ୟକୁମାର ପାକିସ୍ତାନ ଅଧିନାୟକଙ୍କ ସହ ହ୍ୟାଣ୍ଡସେକ କଲେ ନାହିଁ, ତେଜିଲା ବିବାଦ

ଦୁବାଇ,୨୧।୯: ଏସିଆ କପ ୨୦୨୫ ସୁପର-୪ ମ୍ୟାଚରେ ଭାରତ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଓ ପାକିସ୍ତାନ ଅଧିନାୟକ ସଲମାନ ଆଲି ଆଘା ଟସ୍ ସମୟରେ ପୁନର୍ବାର ହ୍ୟାଣ୍ଡସେକ କରିନଥିଲେ। ଏହା ପୂର୍ବ ମ୍ୟାଚରେ ମଧ୍ୟ ଦେଖାଯାଇଥିଲା, ଯେତେବେଳେ ଭାରତୀୟ ଦଳ...

ଏସିଆ କପ: ପାକିସ୍ତାନ ବିପକ୍ଷ ଦ୍ୱିତୀୟ ମୁକାବିଲାରେ ଟସ୍ ଜିତି ଭାରତର ବୋଲିଂ ନିଷ୍ପତ୍ତି

ଆବୁଧାବି,୨୧।୯: ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନ ବିପକ୍ଷ ମ୍ୟାଚରେ ଟସ୍ ଜିଣି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଉଲ୍ଲେଖଯୋଗ୍ୟ, ସୂର୍ଯ୍ୟକୁମାର ଯାଦବ ପୁନର୍ବାର ପାକିସ୍ତାନ ଅଧିନାୟକ ସଲମାନଙ୍କ ସହ ପାରମ୍ପରିକ ହ୍ୟାଣ୍ଡସେକ କରିନଥିଲେ। ସୂର୍ଯ୍ୟକୁମାର କହିଛନ୍ତି, “ଆମେ...

ନିଜ ଦେଶ ସମ୍ଭାଳି ପାରୁନି ପାକିସ୍ତାନ, ହେଲେ ଅନ୍ୟକୁ ପରମାଣୁ ବୋମା ଦେବାକୁ ଦେଲାଣି ପ୍ରସ୍ତାବ

ଇସଲମାବାଦ,୨୦।୯: ପାକିସ୍ତାନ ଏବଂ ସାଉଦି ଆରବ ମଧ୍ୟରେ ଏକ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ ହୋଇଛି। ଏହି ସମୟରେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଆବଶ୍ୟକ ହେଲେ, ଦେଶର ପରମାଣୁ କାର୍ଯ୍ୟକ୍ରମ ସାଉଦି...

ଏସିଆ କପରେ ନିୟମ ଉଲ୍ଲଂଘନ ପାଇଁ ପାକିସ୍ତାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରେ ICC: ରିପୋର୍ଟ

ଦୁବାଇ,୧୮ା୯: ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ବିରୋଧରେ ଏସିଆ କପରେ ଏକାଧିକ ନିୟମ ଉଲ୍ଲଂଘନ ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ବିଚାର କରୁଛି। ବୁଧବାର ପାକିସ୍ତାନ ଓ ୟୁଏଇ ମଧ୍ୟରେ ମ୍ୟାଚ ପୂର୍ବରୁ ପିସିବି ମ୍ୟାଚ ରେଫରୀ...

ମୁଇଜୁଙ୍କ ଉପରେ ସୁନା କଳସ ଢାଲିଲା ଭାରତ, କଲା ଏମିତି କାମ ପାକିସ୍ତାନକୁ ଲାଗିବ ଜୋରଦାର ଝଟକା

ନୂଆଦିଲ୍ଲୀ,୧୮।୯: ଭାରତୀୟ ହାଇ କମିଶନ ଗୁରୁବାର (ସେପ୍ଟେମ୍ବର ୧୮, ୨୦୨୫)ରେ ଘୋଷଣା କରିଛନ୍ତି ଯେ ଭାରତ ଜରୁରୀକାଳୀନ ଆର୍ଥିକ ସହାୟତା ଭାବରେ ମାଳଦ୍ୱୀପର ୫୦ ନିୟୁତ ଆମେରିକୀୟ ଡଲାର ସରକାରୀ ବଣ୍ଡ (ଟି-ବିଲ)କୁ ଆଉ ଏକ ବର୍ଷ ପାଇଁ ବୃଦ୍ଧି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri