ପାକିସ୍ତାନକୁ ଆଉ ଏକ ପଣଡୁବୀ ଜାହାଜ ହସ୍ତାନ୍ତର କଲା ଚାଇନା, ଭାରତ ମହାସାଗରରେ ବୃଦ୍ଧି ପାଇଲା ଶତ୍ରୁର ଶକ୍ତି
ନୂଆଦିଲ୍ଲୀ,୧୭।୮: ଚାଇନା ପାକିସ୍ତାନକୁ ଆଠଟି ହଙ୍ଗୋର ଶ୍ରେଣୀ ପଣଡୁବୀ ମଧ୍ୟରୁ ତୃତୀୟଟି ହସ୍ତାନ୍ତର କରିଛି, ଯାହା ଭାରତର ନିକଟବର୍ତ୍ତୀ ହିନ୍ଦୁ ମହାସାଗରରେ ପାକିସ୍ତାନ ନୌସେନାର ଉପସ୍ଥିତି ବୃଦ୍ଧି କରିବାରେ ସହାୟକ ହେବ। ଚାଇନାର ସରକାରୀ ଖବରକାଗଜ ‘ଗ୍ଲୋବାଲ ଟାଇମ୍ସ’ ଅନୁସାରେ, ଏହି…
ଏସିଆ କପ୍ ୨୦୨୫ ପାଇଁ ପାକିସ୍ତାନ ଦଳ ଘୋଷଣା: ବାବର ଆଜମ, ମହମ୍ମଦ ରିଜୱାନ ବାଦ୍
ନୂଆଦିଲ୍ଲୀ,୧୭।୮: ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏସିଆ କପ୍ ୨୦୨୫ ଓ ଆଫଗାନିସ୍ତାନ ତଥା ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ସହିତ ତ୍ରି-ଦେଶୀୟ ସିରିଜ ପାଇଁ ୧୭ ଜଣିଆ ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ ଭାବେ ଷ୍ଟାର ଖେଳାଳି ବାବର ଆଜମ…
ବେଇମାନ ଚାଇନା: ଭାରତକୁ କେବଳ ବନ୍ଧୁତ୍ୱର ହାତ ବଢାଇଲା, ହେଲେ ପାକିସ୍ତାନକୁ କରୁଛି ଆବଶ୍ୟକତାଠାରୁ ଅଧିକ ସାହାଯ୍ୟ
ବେଜିଂ/ନୂଆଦିଲ୍ଲୀ,୧୬।୮: ଚାଇନା ପାକିସ୍ତାନକୁ ତୃତୀୟ ଆଧୁନିକ ହାଙ୍ଗର ଶ୍ରେଣୀର ବୁଡ଼ାଜାହାଜ ହସ୍ତାନ୍ତର କରିଛି। ଏହା ଚାଇନା ଦ୍ୱାରା ପାକିସ୍ତାନକୁ ଦିଆଯାଇଥିବା ଆଠଟି ହାଙ୍ଗର ଶ୍ରେଣୀର ବୁଡ଼ାଜାହାଜ ମଧ୍ୟରୁ ତୃତୀୟ। ବିଶ୍ୱାସ କରାଯାଏ ଯେ ଏହି ବୁଡ଼ାଜାହାଜ ଦେଇ ଚାଇନା ଭାରତ ମହାସାଗରରେ…
ମୃତଦେହ ଗଣୁଛନ୍ତି ମୁନିରଙ୍କ ସେନା, ପ୍ରଥମେ ଏୟାରପୋର୍ଟ ପରେ ଫାଇଟର ଜେଟ ଆଉ ଏବେ…
ଇସଲାମାବାଦ/ନୂଆଦିଲ୍ଲୀ,୧୬।୮: ପାକିସ୍ତାନ ଏବେ ବି ଭାରତର ଅପରେଶନ ସିନ୍ଦୂରର କ୍ଷତରେ ପୀଡିତ। ଏବେ ପାକିସ୍ତାନ ସ୍ବୀକାର କରିଛି ଯେ ୯-୧୦ ମେ’ରେ ହୋଇଥିବା ଏୟାର ଷ୍ଟ୍ରାଇକରେ ଏହାର ଭାରୀ କ୍ଷତି ହୋଇଛି। ଗଣମାଧ୍ୟମ କହିଛନ୍ତି ଯେ ଭାରତୀୟ ସେନାର ଏହି ଆକ୍ରମଣରେ…
ପାକିସ୍ତାନରେ ହେଲିକପ୍ଟର କ୍ରାଶ୍, ବଢୁଛି ମୃତ୍ୟୁସଂଖ୍ୟା
ଇସଲାମବାଦ,୧୫।୮: ଉତ୍ତର ପାକିସ୍ତାନରେ ବର୍ଷା ପ୍ରଭାବିତ ଉଦ୍ଧାର କାର୍ଯ୍ୟ କରୁଥିବା ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି, ଯେଉଁଥିରେ ୫ ଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ପଖତୁନଖୱା ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ବୟାନକୁ ଉଦ୍ଧୃତ କରି ଏଏଫ୍ପି ଏହି ସୂଚନା ଦେଇଛି। ପଖତୁନଖୱା…
ଭାରତର ଶକ୍ତି ଦେଖି ଦୋହଲିଗଲାଣି ପାକିସ୍ତାନର କଲିଜା, ସେନାଠାରୁ ବଞ୍ଚିବାକୁ ଗଠନ କଲାଣି ନୂଆ ଫୋର୍ସ
ନୂଆଦିଲ୍ଲୀ/ଇସଲାମାବାଦ,୧୪।୮: ଭାରତର ବ୍ରହ୍ମୋସ କ୍ଷେପଣାସ୍ତ୍ର ଏବଂ S-400 ପ୍ରତିରକ୍ଷା ପ୍ରଣାଳୀର ଶକ୍ତି ଦେଖି ପାକିସ୍ତାନୀ ସେନାର ମନରେ କୋକୁଆ ଭୟ ସୃଷ୍ଟି ହୋଇଛି ଯେ ଏବେ ଏହା ଏକ ନୂତନ ରକେଟ ବାହିନୀ ଗଠନ କରିବାକୁ ଯାଉଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ…
ପାକିସ୍ତାନରେ ଘର ଛାଡିଲେ ୫୫ ହଜାର ଲୋକ, ୨୭ ସ୍ଥାନରେ ୭୨ ଘଣ୍ଟାର କର୍ଫ୍ୟୁ, କ’ଣ ଏହା ପଛର କାରଣ ଜାଣନ୍ତୁ
ଇସଲାମାବାଦ,୧୩।୮: ପାକିସ୍ତାନର ଖାଇବର ପଖତୁନଖୱା ପ୍ରଦେଶର ବାଜୌର ଜିଲାରେ ତେହେରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି) ବିରୁଦ୍ଧରେ ପାକିସ୍ତାନୀ ସେନା ଏକ ବଡ଼ ଧରଣର ଅପରେଶନ ସରବାକାଫ ଆରମ୍ଭ କରିଛି। ଏହି ଅପରେଶନ ମୁଖ୍ୟତଃ ଲୋଇ ମାମୁଣ୍ଡ ଏବଂ ୱାର ମାମୁଣ୍ଡ ତହସିଲରେ ଚାଲିଛି,…
ଅପରେସନ ସିନ୍ଦୂର ପରେ ପାକିସ୍ତାନର ହୀନ ବ୍ୟବହାର: ଭାରତୀୟ କୂଟନୀତିଜ୍ଞଙ୍କୁ ଖବରକାଗଜ, ଗ୍ୟାସ ଓ ପାଣି ଯୋଗାଣ ବନ୍ଦ
ନୂଆଦିଲ୍ଲୀ,୧୧।୮: ପାକିସ୍ତାନ ଅପରେସନ ସିନ୍ଦୂର ପରେ ଇସଲାମାବାଦରେ ଥିବା ଭାରତୀୟ କୂଟନୀତିଜ୍ଞଙ୍କ ଉପରେ ଉତ୍ପୀଡ଼ନକୁ ତୀବ୍ର କରିଛି। ଏହି ଅପରେସନରେ ୯ଟି ଆତଙ୍କବାଦୀ ଶିବିରକୁ ଟାର୍ଗେଟ କରାଯାଇ ୧୦୦ରୁ ଅଧିକ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା। ସୋମବାର ଅଧିକାରୀଙ୍କ ସୂଚନା ଅନୁସାରେ, ଭାରତୀୟ…
ପୁଣି ମୁହାଁମୁହିଁ ଭାରତ-ପାକିସ୍ତାନ: ଆଜିଠାରୁ ଯୁଦ୍ଧାଭ୍ୟାସ
ନୂଆଦିଲ୍ଲୀ,୧୧ା୮:ଭାରତୀୟ ନୌସେନାର ଯୁଦ୍ଧଜାହାଜଗୁଡ଼ିକ ମଙ୍ଗଳବାର ଓ ବୁଧବାର ଆରବ ସାଗରରେ ସମରାଭ୍ୟାସ ପାଇଁ କାର୍ଯ୍ୟକ୍ରମ ସ୍ଥିର କରିଥିବାବେଳେ ପାକ୍ ନୌସେନା ମଧ୍ୟ ସେହି ସମୟରେ ଯୁଦ୍ଧାଭ୍ୟାସ କରିବାକୁ ଘୋଷଣା କରିଛି। ସାମୁଦ୍ରିକ ବାଣିଜ୍ୟର ମୁଖ୍ୟ ମାର୍ଗ ଏବଂ ଆଞ୍ଚଳିକ ସୁରକ୍ଷା ପାଇଁ…
ଆରବ ମହାସାଗରରେ ମୁହାଁମୁହିଁ ହେବେ ଭାରତ, ପାକିସ୍ତାନ ନୌସେନା; ଦେଖାଇବେ ଶକ୍ତି
ନୂଆଦିଲ୍ଲୀ,୧୦ା୮: ଭାରତ ଓ ପାକିସ୍ତାନ ଅଗଷ୍ଟ ୧୧ ଓ ୧୨ ତାରିଖରେ ଆରବ ସାଗରରେ ପୃଥକ ନୌସେନା ଅଭ୍ୟାସ କରିବେ, ଯାହା ପରସ୍ପରର ସାମୁଦ୍ରିକ ଅଞ୍ଚଳ ନିକଟରେ ହେବ। ଏହି ଅଭ୍ୟାସ ପରସ୍ପରଠାରୁ ପ୍ରାୟ ୬୦ ନଟିକାଲ ମାଇଲ ଦୂରରେ ହେବ,…
ଶହବାଜ ସରିଫ-ଅସୀମ ମୁନିରଙ୍କ ପୋଲ୍ ଖୋଲିଲେ ଭାରତୀୟ ସେନା ମୁଖ୍ୟ
ନୂଆଦିଲ୍ଲୀ,୯।୮: ଅପରେଶନ ସିନ୍ଦୂର ସମୟରେ ପାଞ୍ଚଟି ପାକିସ୍ତାନୀ ଲଢୁଆ ବିମାନ ନଷ୍ଟ କରାଯାଇଥିଲା। ଏହା ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶାଲ ଏପି ସିଂହ ବେଙ୍ଗାଲୁରୁରେ ପ୍ରକାଶ କରିଥିଲେ। ସେ କହିଛନ୍ତି ଯେ ପାଞ୍ଚଟି ଲଢ଼ୁଆ ବିମାନ ସହିତ ଏକ…
ଭାରତ ଉପରେ ଟାରିଫ୍ ଲାଗିବା ପରେ ପାକିସ୍ତାନର ଲାଗିଗଲା ଲଟେରୀ, ହେଲା ବଡ଼ ଫାଇଦା
ୱାଶିଂଟନ,୯।୮: ଆମେରିକା ଭାରତ ଉପରେ ଟାରିଫ୍ ଲାଗୁ କରିଛି। ଏହି ଟାରିଫ୍ ଯୋଗୁଁ ଭାରତର ବ୍ୟବସାୟୀମାନେ ଚିନ୍ତିତ ଥିବା ବେଳେ, ପାକିସ୍ତାନ ବଲ୍ଲେ ବଲ୍ଲେ ହୋଇଯାଇଛି। ପଞ୍ଜାବ ଏବଂ ହରିୟାଣାର ବାସୁମତୀ ଚାଷୀ ଏବଂ ରପ୍ତାନିକାରୀମାନେ ଏବେ ଗଭୀର ସମସ୍ୟାରେ ଅଛନ୍ତି।…
Archives


