Nepal Violence: ବାଂଲାଦେଶ-ଶ୍ରୀଲଙ୍କା ଆଉ ପାକିସ୍ତାନ ପରେ ଏବେ ପାଳି ନେପାଳର, ହେବକି ପରିବର୍ତ୍ତନ
କାଠମାଣ୍ଡୁ,୮।୯: ନେପାଳର ରାଜଧାନୀ କାଠମାଣ୍ଡୁରୁ ସୋମବାର ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାହା ଯେକୌଣସି ଗଣତାନ୍ତ୍ରିକ ଦେଶ ପାଇଁ ଏକ ସତର୍କ ଘଣ୍ଟି। ସଂସଦ ଭବନର କାନ୍ଥ ଚଢ଼ି ଯୁବକମାନେ, ପୋଲିସ ସହିତ ସଂଘର୍ଷ, କର୍ଫ୍ୟୁ, ପୋଡ଼ାଜଳା ଏବଂ ମୃତାହତଙ୍କ ସଂଖ୍ୟା…
ପାକିସ୍ତାନକୁ ଲାଗିଲା ଶକ୍ତ ଧକ୍କା, ରାଗିଯାଇ ଏମିତି କଲେ ୩୩ ବର୍ଷୀୟ ଷ୍ଟାର କ୍ରିକେଟର
ଇସଲାମାବାଦ,୨।୯: ପାକିସ୍ତାନର ବ୍ୟାଟ୍ସମ୍ୟାନ ଆସିଫ ଅଲି ସୋମବାର ଅନ୍ତର୍ଜାତୀୟ କ୍ରିକେଟକୁ ବିଦାୟ ଦେଇଛନ୍ତି। ୩୩ ବର୍ଷୀୟ ଆସିଫ ୨୧ ଟି ଦିନିକିଆ ଏବଂ ୫୮ ଟି୨୦ ମ୍ୟାଚ ଖେଳିଛନ୍ତି, ମୁଖ୍ୟତଃ ମଧ୍ୟକ୍ରମରେ ଫିନିସର ଭାବରେ। ଜଣେ ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ, ତାଙ୍କର ସବୁଠାରୁ…
‘ପାକିସ୍ତାନ ପାଇଁ ଭାରତ ସହ ଆମେରିକାର ସମ୍ପର୍କ ହେଲା ଖରାପ’, ଏତେବଡ଼ ଅଭିଯୋଗ ଆଣି ଚର୍ଚ୍ଚାକୁ ଆସିଲେ ପୂର୍ବତନ NSA
ଓ୍ବାଶିଂଟନ,୨।୯: ଆମେରିକାର ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଏବଂ ଓକିଲ ଜ୍ୟାକ ସୁଲିଭାନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ସୁଲିଭାନ କହିଛନ୍ତି ଯେ ଟ୍ରମ୍ପ ପାକିସ୍ତାନରେ ତାଙ୍କ ପରିବାରର ବ୍ୟବସାୟିକ ଚୁକ୍ତି ଯୋଗୁ ଭାରତ-ଆମେରିକା ସମ୍ପର୍କକୁ…
ସର୍ବସମ୍ମୁଖରେ ପୁଣି ବେଇଜ୍ଜତ ହେଲା ପାକିସ୍ତାନ, କଥା ହେବା ସମୟରେ ସାମ୍ନାରେ ଚାଲିଗଲେ ମୋଦି-ପୁଟିନ
ବେଜିଂ,୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ଦୁଇ ଦିନିଆ ଚାଇନା ଗସ୍ତରେ ଅଛନ୍ତି। ସୋମବାର ପ୍ରଧାନମନ୍ତ୍ରୀ ମୋଦି SCO ସମ୍ମିଳନୀରେ ଯୋଗ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଆଜି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଛନ୍ତି। ମୋଦି, ରୁଷିଆ ରାଷ୍ଟ୍ରପତି ଏବଂ ଚାଇନା…
‘ଭାରତ ପାଣି ଛାଡିଲା ବୋଲି ଭାସି ଆସିଲା ମୃତଦେହ…’, ବୁଡ଼ିଯିବା ପରେ ବି ପୁରୁଣା ପ୍ରକୃତି ଛାଡୁନାହିଁ ପାକିସ୍ତାନ
ଇସଲାମାବାଦ,୨୯।୮: ପାକିସ୍ତାନର ପଞ୍ଜାବ, ସିଆଲକୋଟ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ଭୟଙ୍କର ବନ୍ୟା ଜୀବନଯାତ୍ରାକୁ ବିପର୍ଯ୍ୟସ୍ତ କରିଦେଇଛି। ଏପର୍ଯ୍ୟନ୍ତ ୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ୧୨ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ୨.୫ ଲକ୍ଷ ଲୋକ ବାସଚ୍ୟୁତ ହୋଇଛନ୍ତି। ପ୍ରାୟ…
ବାଂଲାଦେଶର ପିଛା ଛାଡୁନାହିଁ ୧୯୭୧ର ପାପ, ବାଂଲାଦେଶ ପୁଣି କଲା ଏମିତି ଦାବି
ଢାକା,୨୬।୮: ଦୀର୍ଘ ୩ବର୍ଷର ବ୍ୟବଧାନ ପରେ, ପାକିସ୍ତାନର ଉପ-ପ୍ରଧାନମନ୍ତ୍ରୀ ଏବଂ ବୈଦେଶିକ ମନ୍ତ୍ରୀ ଇସାକ ଡାରଙ୍କ ବାଂଲାଦେଶ ଗସ୍ତ ପୁଣି ଥରେ ୧୯୭୧ର କ୍ଷତ ଖୋଲିଦେଲା। ଏହି ଗସ୍ତକୁ ନେଇ ପାକିସ୍ତାନରେ ବହୁତ ଆଶା ଥିଲା ଯେ ଏହା ଦୁଇ ଦେଶ…
ବଡ଼ ଦୃଦୟ ଦେଖାଇଲା ଭାରତ: ପାକିସ୍ତାନକୁ କହିଲା…
ନୂଆଦିଲ୍ଲୀ,୨୫।୮: ଜମ୍ମୁରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ପାକିସ୍ତାନକୁ ଚେତାବନୀ ଦେଇଛି। ଏହି ପଦକ୍ଷେପ ଏପରି ସମୟରେ ନିଆଯାଇଛି ଯେତେବେଳେ ଦୁଇ ଦେଶ ମଧ୍ୟରେ ସିନ୍ଧୁ ଜଳ ଚୁକ୍ତି ଶୀତଳଭଣ୍ଡାରରେ ଅଛି। ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ କହୁଛି ଯେ…
ଅପରେଶନ ସିନ୍ଦୂର ପରେ ପ୍ରଥମଥର ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କୁ ସାମ୍ନା କରିବେ ମୋଦି
ନୂଆଦିଲ୍ଲୀ/ଇସଲାମାବାଦ,୨୫।୮: ଭାରତ ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖୁବ୍ ଉତ୍ତେଜନା ଦେଖାଦେଇଛି। ଏହି ସମୟରେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ମିଳିତ ଜାତିସଂଘର ମଞ୍ଚରେ ଗୋଟିଏ…
ବାଂଲାଦେଶରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀକୁ ଅପମାନ, କହିଲେ ପ୍ରଥମେ କ୍ଷମା ମାଗନ୍ତୁ…
ଢାକା,୨୫।୮: ଦକ୍ଷିଣ ଏସିଆରେ ବିଚ୍ଛିନ୍ନ ହୋଇଥିବା ପାକିସ୍ତାନ ଏବେ ବାଂଲାଦେଶ ଆଡକୁ ବନ୍ଧୁତାର ହାତ ବଢ଼ାଉଛି। କିନ୍ତୁ ବାଂଲାଦେଶ ସ୍ପଷ୍ଟ କରିଛି ଯେ କୌଣସି ଚୁକ୍ତି ପୂର୍ବରୁ ପାକିସ୍ତାନକୁ ୧୯୭୧ ମସିହାର ଗଣହତ୍ୟା ପାଇଁ କ୍ଷମା ମାଗିବାକୁ ପଡିବ। ବାଂଲାଦେଶ ୧୯୭୧…
ଅପରେଶନ ସିନ୍ଦୂର ପରେ ପାକିସ୍ତାନକୁ ଏତେବଡ଼ ସାହାଯ୍ୟ କଲା ଭାରତ, ଲଜ୍ଜାରେ ମୁଣ୍ଡ ନୁଆଁଇବେ ମୁନିର
ନୂଆଦିଲ୍ଲୀ/ଇସଲାମାବାଦ,୨୫।୮: ପାକିସ୍ତାନର ଫିଲ୍ଡ ମାର୍ଶାଲ ଅସୀମ ମୁନିର ଏବଂ ପୂର୍ବତନ ବୈଦେଶିକ ମନ୍ତ୍ରୀ ବିଲାୱଲ ଭୁଟ୍ଟୋ ଭାରତକୁ ପରମାଣୁ ବୋମା ଆକ୍ରମଣର ଧମକ ଦେଇ ଚାଲିଛନ୍ତି। ଏହି ଧମକ ସତ୍ତ୍ୱେ, ଭାରତ ଅପରେଶନ ସିନ୍ଦୂର ପରେ ପ୍ରଥମ ଥର ପାଇଁ ପାକିସ୍ତାନକୁ…
ଭାରତ ବିରୋଧରେ ହେଉଛି ବଡ଼ ଷଡଯନ୍ତ୍ର! ବାଂଲାଦେଶ ପହଞ୍ଚିଲେ ପାକ ବୈଦେଶିକ ମନ୍ତ୍ରୀ
ଢାକା,୨୪।୮: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ବାଂଲାଦେଶ ଗସ୍ତରେ ଆସିଛନ୍ତି। ଗତ ବର୍ଷ ଛାତ୍ର ନେତୃତ୍ୱାଧୀନ ଆନ୍ଦୋଳନ ପରେ ଶେଖ ହସିନାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇ ଦିଆଯାଇଥିବା ସମୟରେ ସେ ପଡ଼ୋଶୀ ଦେଶକୁ ଆସିଛନ୍ତି। ଦାର ଏକ ସ୍ବତନ୍ତ୍ର ବିମାନ…
କାହାକୁ ନ ଜଣାଇ ପାକିସ୍ତାନକୁ ୮୬ କୋଟି ଟଙ୍କା ଦେଇଥିଲେ ନେହେରୁ: ସାଂଘାତିକ କଥା କହିଦେଲେ ମୋଦି
ନୂଆଦିଲ୍ଲୀ,୧୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଏନଡିଏ ସଂସଦୀୟ ଦଳ ବୈଠକରେ ଅଂଶଗ୍ରହଣ କରିଛନ୍ତି। ସେ ଉପରାଷ୍ଟ୍ରପତି ପ୍ରାର୍ଥୀ ସିପି ରାଧାକୃଷ୍ଣନଙ୍କୁ ଶାଲ ପ୍ରଦାନ କରି ସମ୍ମାନିତ କରିଛନ୍ତି। ସଂସଦର ପାଠାଗାର ଭବନରେ ଅନୁଷ୍ଠିତ ଏହି ବୈଠକରେ ଏମ୍ପିମାନେ ସିପି ରାଧାକୃଷ୍ଣନଙ୍କୁ…
Archives


