Tag Archives: PAKISTAN

ପୁଣି ମୁହାଁମୁହିଁ ଭାରତ-ପାକିସ୍ତାନ: ଆଜିଠାରୁ ଯୁଦ୍ଧାଭ୍ୟାସ

ନୂଆଦିଲ୍ଲୀ,୧୧ା୮:ଭାରତୀୟ ନୌସେନାର ଯୁଦ୍ଧଜାହାଜଗୁଡ଼ିକ ମଙ୍ଗଳବାର ଓ ବୁଧବାର ଆରବ ସାଗରରେ ସମରାଭ୍ୟାସ ପାଇଁ କାର୍ଯ୍ୟକ୍ରମ ସ୍ଥିର କରିଥିବାବେଳେ ପାକ୍‌ ନୌସେନା ମଧ୍ୟ ସେହି ସମୟରେ ଯୁଦ୍ଧାଭ୍ୟାସ କରିବାକୁ ଘୋଷଣା କରିଛି। ସାମୁଦ୍ରିକ ବାଣିଜ୍ୟର ମୁଖ୍ୟ ମାର୍ଗ ଏବଂ ଆଞ୍ଚଳିକ ସୁରକ୍ଷା...

ଆରବ ମହାସାଗରରେ ମୁହାଁମୁହିଁ ହେବେ ଭାରତ, ପାକିସ୍ତାନ ନୌସେନା; ଦେଖାଇବେ ଶକ୍ତି

ନୂଆଦିଲ୍ଲୀ,୧୦ା୮: ଭାରତ ଓ ପାକିସ୍ତାନ ଅଗଷ୍ଟ ୧୧ ଓ ୧୨ ତାରିଖରେ ଆରବ ସାଗରରେ ପୃଥକ ନୌସେନା ଅଭ୍ୟାସ କରିବେ, ଯାହା ପରସ୍ପରର ସାମୁଦ୍ରିକ ଅଞ୍ଚଳ ନିକଟରେ ହେବ। ଏହି ଅଭ୍ୟାସ ପରସ୍ପରଠାରୁ ପ୍ରାୟ ୬୦ ନଟିକାଲ ମାଇଲ ଦୂରରେ...

ଶହବାଜ ସରିଫ-ଅସୀମ ମୁନିରଙ୍କ ପୋଲ୍‌ ଖୋଲିଲେ ଭାରତୀୟ ସେନା ମୁଖ୍ୟ

ନୂଆଦିଲ୍ଲୀ,୯।୮: ଅପରେଶନ ସିନ୍ଦୂର ସମୟରେ ପାଞ୍ଚଟି ପାକିସ୍ତାନୀ ଲଢୁଆ ବିମାନ ନଷ୍ଟ କରାଯାଇଥିଲା। ଏହା ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶାଲ ଏପି ସିଂହ ବେଙ୍ଗାଲୁରୁରେ ପ୍ରକାଶ କରିଥିଲେ। ସେ କହିଛନ୍ତି ଯେ ପାଞ୍ଚଟି ଲଢ଼ୁଆ ବିମାନ ସହିତ...

ଭାରତ ଉପରେ ଟାରିଫ୍‌ ଲାଗିବା ପରେ ପାକିସ୍ତାନର ଲାଗିଗଲା ଲଟେରୀ, ହେଲା ବଡ଼ ଫାଇଦା

ୱାଶିଂଟନ,୯।୮: ଆମେରିକା ଭାରତ ଉପରେ ଟାରିଫ୍‌ ଲାଗୁ କରିଛି। ଏହି ଟାରିଫ୍‌ ଯୋଗୁଁ ଭାରତର ବ୍ୟବସାୟୀମାନେ ଚିନ୍ତିତ ଥିବା ବେଳେ, ପାକିସ୍ତାନ ବଲ୍ଲେ ବଲ୍ଲେ ହୋଇଯାଇଛି। ପଞ୍ଜାବ ଏବଂ ହରିୟାଣାର ବାସୁମତୀ ଚାଷୀ ଏବଂ ରପ୍ତାନିକାରୀମାନେ ଏବେ ଗଭୀର ସମସ୍ୟାରେ...

Asia Cupରେ ରଦ୍ଦ ହୋଇପାରିବନି ଭାରତ-ପାକିସ୍ତାନ ମ୍ୟାଚ, ଜାଣନ୍ତୁ ବିରୋଧ ସତ୍ତ୍ୱେ କାହିଁକି ହେବ ଟକ୍କର

ନୂଆଦିଲ୍ଲୀ ,୭।୮: ସେପ୍ଟେମ୍ବର ୮ରୁ ଆରମ୍ଭ ହେବାକୁ ଥିବା ଏସିଆ କପରେ, ଚିର ପ୍ରତିଦ୍ୱନ୍ଦ୍ୱୀ ଭାରତ ଏବଂ ପାକିସ୍ତାନ ୧୪ ତାରିଖରେ ମୁହାଁମୁହିଁ ହେବାର କାର୍ଯ୍ୟକ୍ରମ ରହିଛି। ଟୁର୍ଣ୍ଣାମେଣ୍ଟ ସୂଚୀ ପ୍ରକାଶ ପାଇବା ପରଠାରୁ, ପାକିସ୍ତାନ ସହିତ ମ୍ୟାଚ ବର୍ଜନ...

ପାକିସ୍ତାନକୁ ଆମେରିକାର ସମର୍ଥନ ପରେ କଟାକ୍ଷ ଭାରତୀୟ ସେନା, ମନେ ପକାଇଦେଲା ୧୯୭୧ କଥା

ନୂଆଦିଲ୍ଲୀ,୫।୮: ଭାରତୀୟ ସେନାର ପୂର୍ବାଞ୍ଚଳ କମାଣ୍ଡ ମଙ୍ଗଳବାର ଏକ ୧୯୭୧ ମସିହାର ଖବରକାଗଜ କ୍ଲିପ୍ ସେୟାର କରି ଆମେରିକାର ପାକିସ୍ତାନ ପ୍ରତି ଦଶନ୍ଧି ଧରି ଚାଲିଆସୁଥିବା ସମର୍ଥନ ଉପରେ କଟାକ୍ଷ କରିଛି। ଏହି ପୋଷ୍ଟ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ...

କାହିଁକି ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଜ୍ୟୋତି ମାଲହୋତ୍ରାଙ୍କ ପିତା, କହିଲେ ‘ଆଉ କେବେ ପାକିସ୍ତାନ ଯିବନି ଝିଅ’

ନୂଆଦିଲ୍ଲୀ,୫।୮: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଜେଲରେ ଥିବା YouTuber ଜ୍ୟୋତି ମାଲହୋତ୍ରାଙ୍କୁ ସୋମବାର (୪ ଅଗଷ୍ଟ, ୨୦୨୫) ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ଜ୍ୟୋତିଙ୍କ ନ୍ୟାୟିକ ହାଜତକୁ ୧୪ ଦିନ ପାଇଁ ବୃଦ୍ଧି କରିଛନ୍ତି।...

ଉବୁଟୁବୁ ହେଉଛି ପାକିସ୍ତାନ-ଚାଇନା! ଗଲାଣି ଶହ ଶହ ଲୋକଙ୍କ ଜୀବନ

ଇସଲାମାବାଦ/ବେଜିଂ,୪।୮: ବର୍ଷା ଯୋଗୁ ସବୁଠି ସାଧାରଣ ଜୀବନ ଯାତ୍ରା ବ୍ୟାହତ ହୋଇଛି। ଗୋଟିଏ ପଟେ ଭାରତର ବିଭିନ୍ନ ଅଞ୍ଚଳ ପାଣିରେ ବୁଡ଼ି ରହିଥିବା ବେଳେ ପଡ଼ୋଶୀ ଦେଶ ପାକିସ୍ତାନରେ ବନ୍ୟା ତାଣ୍ଡବ ସୃଷ୍ଟି କରିଛି। ଚାଇନା ମଧ୍ୟ ବନ୍ୟା ଯୋଗୁ...

ଆମେରିକାକୁ ଧୋକା ଦେଲା ପାକିସ୍ତାନ? ଇରାନ ନ୍ୟୁକ୍ଲିୟର ପ୍ରୋଗ୍ରାମକୁ ସପୋର୍ଟ କଲେ ଶହବାଜ

ଇସଲାମାବାଦ,୪।୮: ଆମେରିକା ସମ୍ପ୍ରତି ଇରାନର ଫୋର୍ଡୋ ଏବଂ ଇସଫାହାନ ପରମାଣୁ ସ୍ଥାନ ଉପରେ ଆକ୍ରମଣ କରିଥିଲା। ଏହା B-2 ବୋମାବର୍ଷୀ ବିମାନରୁ ବିଧ୍ୱଂସକାରୀ ବୋମା ପକାଇଥିଲା। ପାକିସ୍ତାନ ଏବେ ସେହି ଉଦ୍ଦେଶ୍ୟ ବିରୋଧରେ ଠିଆ ହୋଇଛି ଯେଉଁ ଉଦ୍ଦେଶ୍ୟରେ ଆମେରିକା...

୨୪ ଘଣ୍ଟାରେ ୨ଥର ଭୂକମ୍ପ, ଭୟରେ ରାତିସାରା ବାହାରେ ରହିଲେ ଲୋକେ

ଇସଲାମାବାଦ,୩।୮: ପାକିସ୍ତାନର ଅନେକ ସ୍ଥାନରେ ରବିବାର (ଅଗଷ୍ଟ ୩, ୨୦୨୫) ଭୂମିକମ୍ପର ପ୍ରବଳ ଝଟକା ଅନୁଭୂତ ହୋଇଥିଲା। ପାକିସ୍ତାନର ଜାତୀୟ ଭୂକମ୍ପ ମନିଟରିଂ ସେଣ୍ଟର (NSMC) ଅନୁଯାୟୀ, ଏହି ଭୂମିକମ୍ପର ତୀବ୍ରତା ୫.୧ ମାପ କରାଯାଇଥିଲା। ଭୂମିକମ୍ପର କେନ୍ଦ୍ରସ୍ଥଳ ରାୱତରୁ...

ବଡ଼ କାରନାମା ହାସଲ କଲା ପାକିସ୍ତାନ: ଚାଇନା ସହ ମିଶି…

ଇସଲାମାବାଦ୍‌,୩୧।୭: ଚାଇନା ସହାୟତାରେ ପାକିସ୍ତାନ ଏକ ବଡ଼ ସଫଳତା ହାସଲ କରିଛି। ଏହା ଏକ ରିମୋଟ ସେନ୍ସିଂ ସାଟେଲାଇଟ (PRSS-01) ଉତକ୍ଷେପଣ କରିଛି। ଏହାକୁ ଚାଇନାର ଜିଚାଙ୍ଗ ସାଟେଲାଇଟ ଲଞ୍ଚିଂ ସେଣ୍ଟର୍ରୁ ଉତକ୍ଷେପଣ କରାଯାଇଥିଲା। ପାକିସ୍ତାନର ବୈଦେଶିକ ମନ୍ତ୍ରଣାଳୟ ଗୁରୁବାର...

ଉତ୍‌ଫୁଲିତ ହୋଇପଡ଼ିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ: ଟ୍ରମ୍ପଙ୍କୁ କହିଲେ, ଧନ୍ୟବାଦ

ଓ୍ବାଶିଂଟନ୍‌,୩୧।୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସମ୍ପ୍ରତି ପାକିସ୍ତାନ ସହିତ ଏକ ଐତିହାସିକ ଟ୍ରେଡ୍‌ ଡିଲ୍‌ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ଅନ୍ୟପକ୍ଷରେ ସେ ଭାରତ ଉପରେ ୨୫% ଟାରିଫ୍‌ ଏବଂ ଅତିରିକ୍ତ ଟାରିଫ୍‌ ଲାଗୁ କରିବା ବିଷୟରେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri