ପାକିସ୍ତାନ ପାଇଁ ଭଣ୍ଡାର ଖୋଲିଦେଲା ଚାଇନା: କଲା ଟଙ୍କା ବର୍ଷା ବେଜିଂ,୩୧।୫: ସାରା ବିଶ୍ୱ ପାକିସ୍ତାନର ଆର୍ଥିକ ଅବସ୍ଥା ବିଷୟରେ ଅବଗତ। ଏହାର ଅର୍ଥନୀତିକୁ ଟାଣ କରିବା ପାଇଁ ଚାଇନା ଆସନ୍ତା ମାସରେ ପାକିସ୍ତାନକୁ ୩୧୬୬୦୪୦୦୫୦୦୦ ଟଙ୍କା (୩.୭ ବିଲିୟନ ଡଲାର) ଋଣ ଦେବାକୁ ପ୍ରତିଶ୍ରୁତି ଦେଇଛି। ଚାଇନାଠାରୁ ଏହି ସାହାଯ୍ୟ...