ASO ଚୟନରେ ହୋଇନାହିଁ କୌଣସି ତ୍ରୁଟି, ମେରିଟ୍ ଲିଷ୍ଟ କାଏମ୍ ରଖିଲେ ହାଇକୋର୍ଟ କଟକ, ୨୨।୧୨: ବହୁ ଚର୍ଚ୍ଚିତ ଏଏସଓ ମେରିଟ୍ ଲିଷ୍ଟ କାଏମ୍ ରଖିଛନ୍ତି ଓଡ଼ିଶା ହାଇକୋର୍ଟ। ଓଡ଼ିଶା ଲୋକସେବା ଆୟୋଗ(ଓପିଏସସି) ପକ୍ଷରୁ ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ହୋଇନାହିଁ ବୋଲି କୋର୍ଟ କହିଛନ୍ତି। ଜଣକିଆ ଖଣ୍ଡପୀଠଙ୍କ ରାୟକୁ ଖାରଜ କରି ୨...