ମା’ ଭଉଣୀଙ୍କ ସିନ୍ଦୁର ପୋଛିଥିଲେ, ମାଟିରେ ମିଶାଇ ଦେଲୁ: ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ‘ଅପରେଶନ ସିନ୍ଦୂର’ କେବଳ ଏକ ନାମ ନୁହେଁ, ବରଂ ଏହା କୋଟି କୋଟି ଭାରତୀୟଙ୍କ ଭାବନା ଓ ଆକ୍ରୋଶର ପ୍ରତିଫଳନ। ଏପ୍ରିଲ ୨୨ରେ ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ...
Operation Sindoor: ଭାରତର ଉନ୍ନତ ଯୁଦ୍ଧ କୌଶଳ ଦେଖି କିପରି ପାକିସ୍ତାନ ମାଟି କାମୁଡ଼ିଲା, ଜାଣନ୍ତୁ
ନୂଆଦିଲ୍ଲୀ,୧୨।୫: ପହଲଗାମ ଆକ୍ରମଣ ପରେ, ଭାରତ ବିଶ୍ୱକୁ ସ୍ପଷ୍ଟ ଭାବେ ଜଣାଇଦେଇଥିଲା ଯେ ପାକିସ୍ତାନରେ ଆତଙ୍କବାଦୀ ଶିବିର ବିରୁଦ୍ଧରେ ଏହାର ପ୍ରତିକ୍ରିୟା କୌଣସି ଭୁଲ ବୁଝାମଣା ପାଇଁ ସ୍ଥାନ ଛାଡିବ ନାହିଁ। ଏଥର ଭାରତ କେବଳ ସାଧାରଣ ଆତଙ୍କବାଦୀମାନଙ୍କୁ ଟାର୍ଗେଟ...
ଅପରେସନ ସିନ୍ଦୂର: ରାତି ୮ଟାରେ ଦେଶକୁ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧୨ା୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାତି ୮ଟାରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ। ଯେଉଁଥିରେ ସେ ସମ୍ଭବତଃ ଅପରେସନ ସିନ୍ଦୁର ଏବଂ ଏହାର ପରିଣାମ ସମ୍ପର୍କରେ ଆଲୋଚନା କରିବେ। ଏହି ଅପରେସନ, ଯାହା ମେ ୭ ତାରିଖରେ ଆରମ୍ଭ ହୋଇଥିଲା,...
ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପରେ ଆସିଲା ଭଲ ଖବର: ଚାଇନା-ପାକିସ୍ତାନ ବିଚଳିତ
ନୂଆଦିଲ୍ଲୀ,୧୨।୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପାଇଁ ଭାରତ ପାକିସ୍ତାନକୁ ଉଚିତ ଜବାବ ଦେଇଛି। ୨୨ ଏପ୍ରିଲରେ ପହଲଗାମ ଆକ୍ରମଣ ପରେ, ଭାରତ ୭ ମଇରେ ମିଳିତ ଅପରେସନ ସହିତ ପାକିସ୍ତାନର ଗର୍ବକୁ ସମ୍ପୂର୍ଣ୍ଣ ଭାଙ୍ଗି ଦେଇଛି। ଏସବୁ ମଧ୍ୟରେ, ଘରୋଇ...
ପୁଣି ଭାରତ ବିରୋଧରେ ବିଷ ଓଗାଳିଲେ ଶାହିଦ ଆଫ୍ରିଦି: ମୋଦି ଏବେ…
ଇସଲାମାବାଦ୍,୧୨।୫: ଭାରତୀୟ ସେନା ଅପରେଶନ ସିନ୍ଦୂର ମାଧ୍ୟମରେ ପାକିସ୍ତାନକୁ ଏକ ଶିକ୍ଷା ଦେଇଥିଲା। କିନ୍ତୁ ପାକିସ୍ତାନ ଏବେ ବି ତାର ପରାଜୟକୁ ହଜମ କରିପାରୁନାହିଁ। ପୁଣିଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଶାହିଦ ଆଫ୍ରିଦି ଭାରତ ବିରୋଧରେ ଗୋଟିଏ ପରେ ଗୋଟିଏ...
ଭାରତର ଅନେକ ସହରରେ ଡ୍ରୋନର ବ୍ୟାପକ ଆକ୍ରମଣ ହୋଇଥିଲା: ବାୟୁସେନା
ନୂଆଦିଲ୍ଲୀ,୧୧।୫: ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଏକ ଆତଙ୍କବାଦୀ ଆକ୍ରମଣର ଜବାବରେ ମଇ ୭ ତାରିଖ ସକାଳେ ପାକିସ୍ତାନର ଆତଙ୍କବାଦୀ ଅଡ୍ଡା ବିରୁଦ୍ଧରେ ‘ଅପରେସନ ସିନ୍ଦୂର’ ଆରମ୍ଭ ହୋଇଥିଲା। ଏହା ପରେ ଇସଲାମାବାଦ ଭାରତୀୟ ସହରଗୁଡ଼ିକ ଉପରେ “ଡ୍ରୋନର...
“ସମସ୍ତ ଭାରତୀୟ ପାଇଲଟ ଘରକୁ ଫେରିଛନ୍ତି”: ଅପରେସନ ସିନ୍ଦୂର ଉପରେ ବାୟୁସେନାର ବଡ ବୟାନ
ନୂଆଦିଲ୍ଲୀ,୧୧।୫: ଭାରତୀୟ ସେନା ରବିବାର ଏକ ପ୍ରେସ ବ୍ରିଫିଂରେ କହିଛି ଯେ, ଅପରେସନ ସିନ୍ଦୂରରେ ସାମିଲ ହୋଇଥିବା ସମସ୍ତ ପାଇଲଟ ଘରକୁ ଫେରିଛନ୍ତି। ଏହି ଅପରେସନର ଲକ୍ଷ୍ୟ ସଫଳତାର ସହ ପୂରଣ ହୋଇଥିବା ବାୟୁସେନା ଦାବି କରିଛି। ଭାରତୀୟ ସେନାର...
ଅପରେସନ ସିନ୍ଦୂରରେ ୫ ସୈନିକଙ୍କୁ ହରାଇଛି ଭାରତୀୟ ସେନା
ନୂଆଦିଲ୍ଲୀ,୧୧।୫: ଭାରତୀୟ ସେନାର ଅପରେସନ ସିନ୍ଦୂରରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର (ପିଓକେ)ରେ ଆତଙ୍କବାଦୀ ଅଡ୍ଡାଗୁଡ଼ିକୁ ଧ୍ୱଂସ କରାଯାଇଥିବା ବେଳେ ଏହି ଅଭିଯାନରେ ଭାରତର ୫ ଜଣ ବୀର ଯବାନ ସହିଦ ହୋଇଛନ୍ତି। ଡାଇରେକ୍ଟର ଜେନେରାଲ ଅଫ ମିଲିଟାରୀ...
ରାଗିଗଲେ ମୋଦି, କହିଲେ ଆମେ କାହାର ମଧ୍ୟସ୍ଥତା ଆବଶ୍ୟକ କରୁନୁ
ନୂଆଦିଲ୍ଲୀ,୧୧ା୫: କଶ୍ମୀରକୁ ନେଇ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଯଦି ଆତଙ୍କବାଦୀଙ୍କୁ ଆମ ହାତକୁ ଦେବେ ତେବେ PoK ଭାରତକୁ ଫେରିବା ନେଇ କଥା ହୋଇପାରିବୁ। ଏହା ବ୍ୟତୀତ ଅନ୍ୟ କୌଣସି ପ୍ରସଙ୍ଗରେ ଆଲୋଚନା କରିବୁନି ବୋଲି...
‘ଅପରେଶନ ସିନ୍ଦୂର’ଠାରୁ ଯୁଦ୍ଧବିରତି ପର୍ଯ୍ୟନ୍ତ, ଭାରତ ପାଇଲା କ’ଣ ପାକିସ୍ତାନ ହରାଇଲା କ’ଣ ଜାଣନ୍ତୁ…
ନୂଆଦିଲ୍ଲୀ,୧୧ା୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ବିରୋଧରେ ଅପରେଶନ ସିନ୍ଦୂରରେ, ଭାରତୀୟ ସେନା ପାକିସ୍ତାନ ଏବଂ ପିଓକେର ଅନେକ ସ୍ଥାନକୁ ଟାର୍ଗେଟ କରିଥିଲା, ଯାହା ଫଳରେ ଆତଙ୍କବାଦୀମାନଙ୍କୁ ବହୁତ କ୍ଷତି ହୋଇଥିଲା। ଏହି କାର୍ଯ୍ୟ ଭାରତର ବର୍ଦ୍ଧିତ ସାମରିକ ଶକ୍ତି ଏବଂ...
ଏବେ ବି ଜାରି ରହିଛି ‘ଅପରେଶନ ସିନ୍ଦୂର’: ବାୟୁସେନା
ନୂଆଦିଲ୍ଲୀ,୧୧ା୫: ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ଉତ୍ତେଜନାରେ ଯୁଦ୍ଧବିରତି ଘୋଷଣା କରାଯାଇଥିଲେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବୈଠକ ପରେ ବାୟୁସେନା ସ୍ପଷ୍ଟ ଭାବରେ କହିଛି ଯେ, ‘ଅପରେଶନ ସିନ୍ଦୂର’ ଏବେ ବି ଜାରି ରହିଛି। ତେଣୁ ସମୟ ଅନୁସାରେ...
ଭାରତର ବଡ଼ ପ୍ଲାନ! ଥରହର ପାକିସ୍ତାନ
ନୂଆଦିଲ୍ଲୀ,୧୧।୫: ଜମ୍ମୁ ଏବଂ କଶ୍ମୀରର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଏସ ପି ବୈଦ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ନେଇ ବହୁତ ଉତ୍ସାହିତ ଥିବା ପରି ମନେ ହେଉନାହିଁ। ସେ କହିଛନ୍ତି ଯେ, ଭାରତୀୟ ସେନାକୁ ଅତି କମରେ...
Archives


