Operation Sindoor: ଫେଲ୍ ମାରିଲା ଚାଇନା ମାଲ! ଫାଇଟର ଜେଟ JF-17 କୁ ଉଡାଇଦେଲା ଭାରତ
ନୂଆଦିଲ୍ଲୀ/ଇସଲାମାବାଦ,୭।୫: କଶ୍ମୀରରେ ଭାରତୀୟ ଏୟାର ଡିଫେନ୍ସ ଦ୍ୱାରା ଖସାଇ ଦିଆଯାଇଥିବା ପାକିସ୍ତାନୀ ଯୁଦ୍ଧ ବିମାନଟି ଏକ ପାକିସ୍ତାନୀ (ଚାଇନିଜ JF-17) ଯୁଦ୍ଧ ବିମାନ। ସୂଚନାଯୋଗ୍ୟ, ଚାଇନିଜ F-17 ଥଣ୍ଡର୍ ହେଉଛି ଏକ ହାଲୁକା, ଏକକ ଇଞ୍ଜିନ ବିଶିଷ୍ଟ ମଲ୍ଟି ରୋଲ...
Operation Sindoor: କିଏ ସେହି ମୋଦିଙ୍କ ‘ହନୁମାନ’ ଯିଏ ଜଳାଇଦେଲେ ଆତଙ୍କବାଦୀଙ୍କ ଲଙ୍କା, କିଏ ଦେଲେ ‘ଅପରେଶନ ସିନ୍ଦୂର’ର ନାମ? ଜାଣନ୍ତୁ…
ନୂଆଦିଲ୍ଲୀ,୭।୫: ଅଧା ରାତିରେ ହଜିଛି ପାକିସ୍ତାନର ନିଦ। ଭାରତ ମଧ୍ୟରାତ୍ରିରେ ପାକିସ୍ତାନ ଉପରେ କରିଥିବା ଏୟାର ଷ୍ଟ୍ରାଇକୁ ନେଇ ଏବେ ସବୁଆଡେ ଚର୍ଚ୍ଚା। ରାତି ପ୍ରାୟ ୧ଟାରେ ଭାରତ ପାକିସ୍ତାନ ଉପରେ କ୍ଷେପଣାସ୍ତ୍ର ବର୍ଷା କରିଥିଲା ଏବଂ ଆତଙ୍କବାଦୀଙ୍କ ମୃତ୍ୟୁ...
Operation Sindoor: ‘ମିଶନର ନାଁ ଶୁଣି ଭାବୁକ ହୋଇଯାଇଥିଲି’, ହୃଦୟର କଥା କହିଲେ ପହଲଗାମ ପୀଡ଼ିତଙ୍କ ଝିଅ
ନୂଆଦିଲ୍ଲୀ,୭।୫: ପାକିସ୍ତାନ ଏବଂ ପିଓକେରେ ଆତଙ୍କବାଦୀ ଆଡ୍ଡା ଉପରେ ଭାରତୀୟ ସଶସ୍ତ୍ର ବାହିନୀର ଆକ୍ରମଣ ସମୟରେ ବିସ୍ଫୋରଣରେ ଆକାଶ ଲାଲ ହୋଇଯାଇଥିଲା। ଏହା ପରେ, ଯେତେବେଳେ ଆକାଶର ଲାଲ ରଙ୍ଗ ଚାଲିଗଲା, ଅନ୍ଧାରରେ ଝଲସୁଥିବା ଆଲୋକ ମଧ୍ୟରେ ପୁଣି ଥରେ...
Operation Sindoor: ‘କ୍ଷଣିକ ଆନନ୍ଦ’, ପାକିସ୍ତାନ କହିଲା, ନେବି ‘ଅପରେସନ ସିନ୍ଦୂର’ ର ପ୍ରତିଶୋଧ
ଇସଲାମାବାଦ,୭।୫: ପାକିସ୍ତାନର ଇଣ୍ଟର-ସର୍ଭିସେସ ପବ୍ଲିକ ରିଲେସନ୍ସ (ISPR) ନିର୍ଦ୍ଦେଶକ ଜେନେରାଲ ଭାରତର ଆତଙ୍କବାଦୀ ଟାର୍ଗେଟ ଉପରେ ଆକ୍ରମଣର ପ୍ରତିକ୍ରିୟା ଦେଇ ଏକ ବିବୃତ୍ତିରେ କହିଛନ୍ତି ଯେ ଭାରତର ‘କ୍ଷଣିକ ଆନନ୍ଦ ସ୍ଥାୟୀ ଦୁଃଖରେ ପରିବର୍ତ୍ତିତ ହେବ’। ପାକିସ୍ତାନ ନିଜ ପସନ୍ଦର...
Operation Sindoor: ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ ପରେ ବନ୍ଦ ହେଲା ବିମାନ ଉଡାଣ, ଜାଣି ନିଅନ୍ତୁ କେମିତି କରିବେ ଯାତ୍ରା
ନୂଆଦିଲ୍ଲୀ,୭।୫: ସମୟ ରାତି ପ୍ରାୟ ୧ଟା ୫୪। ଭାରତର ଆରମ୍ଭ କଲା ‘ଅପେରସନ ସିନ୍ଦୂର’ । ପାକିସ୍ତାନ ଭିତରେ ଆତଙ୍କବାଦୀଙ୍କ ଶିବିର ଉପରେ ବର୍ଷିଲା ବୋମା । ଘନ ଘନ ମିଶାଇଲ ମାଡରେ ଧ୍ୱଂସ ହୋଇଗଲା ଆତଙ୍କୀ ଗଡ଼ ।...
Operation Sindoor: ରାତି ସାରା ‘ଅପରେସନ ସିନ୍ଦୂର’ ଉପରେ ନଜର ରଖିଥିଲେ ମୋଦି
ନୂଆଦିଲ୍ଲୀ,୭।୫: ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନରେ ପ୍ରବେଶ କରି ଏୟାର ଷ୍ଟ୍ରାଇକ କରିଛି। ଏହି ଆକ୍ରମଣର ନାଁ ଦିଆଯାଇଛି ‘ଅପରେସନ ସିନ୍ଦୂର’। ଏହି ମିଶନରେ ପ୍ରଧାନମନ୍ତ୍ରୀ ମୋଦି ରାତିସାରା ନଜର ରଖିଥିଲେ। ପହଲଗାମ ହତ୍ୟାକାଣ୍ଡର ପ୍ରତିଶୋଧ ନେବା...
Operation Sindoor: ମିଶନ ପାଇଁ କାହିଁକି ବଛାଗଲା ‘ଅପରେସନ ସିନ୍ଦୂର’ ନାମ, ପହଲଗାମ ପୀଡ଼ିତଙ୍କୁ ଏମିତି ମିଳିଲା ନ୍ୟାୟ
ନୂଆଦିଲ୍ଲୀ,୭।୫: ୨୨ ଏପ୍ରିଲରେ ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ଆତଙ୍କବାଦୀମାନେ କେବଳ ପୁରୁଷମାନଙ୍କୁ ସେମାନଙ୍କର ଧର୍ମ ପଚାରି ହତ୍ୟା କରିଥିଲେ। ଏହି ଆତଙ୍କବାଦୀ ଆକ୍ରମଣରେ ଅନେକ ମହିଳା ସେମାନଙ୍କର ସ୍ବାମୀଙ୍କୁ ହରାଇଛନ୍ତି। ଏହି ନୃଶଂସ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବା...
ପ୍ରତିଶୋଧ ନେଲା ଭାରତ ‘ଅପରେସନ ସିନ୍ଦୂର’ ରେ ଦେଲା କଡ଼ା ଜବାବ
ନୂଆଦିଲ୍ଲୀ,୭।୫: ପାକିସ୍ତାନ ଓ ପାକ ଅଧିକୃତ କଶ୍ମୀର ଉପରେ ଥିବା ଆତଙ୍କୀ ଆଡ୍ଡା ଉପରେ ଭାରତର ମଧ୍ୟରାତି ଆକ୍ରମଣ। ବ୍ରହ୍ମୋସ ମିଶାଇଲ ମାଡ଼ କରି ଧ୍ୱଂସ କଲା ଆତଙ୍କବାଦୀଙ୍କଆଡ୍ଡା ସ୍ଥଳ। ପାକିସ୍ତାନ ଉପରେ ଏହି ଏୟାର ଷ୍ଟ୍ରାଇକ ପରେ ଦେଶରେ...
Archives


