ତୁର୍କୀରୁ ଏସବୁ ଜିନିଷ ଆମଦାନୀ କରେ ଭାରତ: ସମ୍ପର୍କ ଖରାପ ହେଲେ ଜାଣନ୍ତୁ ବଜାରରେ କ’ଣ ପଡ଼ିବ ପ୍ରଭାବ ନୂଆଦିଲ୍ଲୀ,୧୫।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ହୋଇଛ। କିନ୍ତୁ ଏହି ସମୟ ମଧ୍ୟରେ ବିଶ୍ୱରେ କିଏ ଆମର ବନ୍ଧୁ ଏବଂ କିଏ ଆମର ଶତ୍ରୁ ଭାରତ ଜାଣିପାରିଛି। ତୁର୍କୀରେ ଭୂମିକମ୍ପ ପରେ ଭାରତ ଯେପରି ତୁରନ୍ତ ସାହାଯ୍ୟର ହାତ...