ନିର୍ବାଚନ ପୂର୍ବରୁ ବଡ଼ ଘୋଷଣା, ମହିଳାଙ୍କୁ ମିଳିବ ୪୦ ହଜାର ପେନ୍ସନ୍!
ଲକ୍ଷ୍ନୌ, ୨୬।୧୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ୨୦୨୭ ପୂର୍ବରୁ ନିଜର ନିର୍ବାଚନୀ ରଣନୀତିକୁ ଆଗକୁ ବଢ଼ାଇଛି ସମାଜବାଦୀ ପାର୍ଟି (ସପା)। ସମ୍ବିଧାନ ଦିବସ ଅବସରରେ ଗୁରୁବାର ଦଳ ନିଜର ଘୋଷଣାପତ୍ର ଜାରି କରିବ। ଲକ୍ଷ୍ନୌରେ ଅପରାହ୍ନ ପ୍ରାୟ ୪ଟାରେ ଦଳର ମୁଖ୍ୟ…

