ବଦଳିବ ପୁରୁଣା ସରକାରୀ ଗାଡ଼ି, ମୁଖ୍ୟମନ୍ତ୍ରୀଙ୍କ ପାଇଁ ଯୋଗାଇ ଦିଆଯିବ ବୁଲେଟ୍ପ୍ରୁଫ୍ ଗାଡ଼ି ମୁମ୍ବାଇ,୧୦ା୫: ନୂଆଦିଲ୍ଲୀର ମହାରାଷ୍ଟ୍ର ସଦନରେ ବ୍ୟବହୃତ ପୁରୁଣା ସରକାରୀ ଗାଡ଼ି ବଦଳାଯିବା ସହ ନୂତନ ଗାଡ଼ି କିଣାକୁ ମହାରାଷ୍ଟ୍ର ସରକାର ଅନୁମୋଦନ କରିଛନ୍ତି। ସରକାରୀ ନିର୍ଦ୍ଦେଶ ଅନୁଯାୟୀ, ମହାରାଷ୍ଟ୍ର ସଦନରେ ବର୍ତ୍ତମାନ ବ୍ୟବହାର ହେଉଥିବା ତିନୋଟି ଗାଡ଼ି ନିଲାମ କରାଯାଇ ତିନୋଟି…