ଏ କ’ଣ ଘଟିଲା? ବାତ୍ୟା ମଝିରେ ହଠାତ୍ ସମୁଦ୍ରରେ ଫସିଲା…
ଛତ୍ରପୁର, ୨୭।୧୦ (ଦିଲ୍ଲୀପ ସାମଲ ) : ସୋମବାର ଅପରାହ୍ନରେ ଛତ୍ରପୁର ଉପକଣ୍ଠ ଆର୍ଯ୍ୟପଲ୍ଲୀ ସମୁଦ୍ର ନିକଟରେ ୪୦ରୁ ଅଧିକା ଟ୍ରଲର ଫସି ରହିଥିବା ଦେଖିବାକୁ ମିଳିଛି । ତୁରନ୍ତ ଏହି ସବୁ ଟ୍ରଲର ଗୁଡିକୁ ବନ୍ଦର ବର୍ଥରେ ସୁରକ୍ଷିତ ଭାବେ…
ଏହି ସମୟରେ ଲ୍ୟାଣ୍ଡଫଲ କରିବ ବାତ୍ୟା ‘ମୋନ୍ଥା’, ରେଡ୍ ଜୋନରେ ଓଡ଼ିଶାର ୮ ଜିଲା, ପ୍ରବଳ ବର୍ଷା ସହ…
ଭୁବନେଶ୍ୱର,୨୭।୧୦: ସମୁଦ୍ର ଭିତରେ ବଳ ଗୋଟାଉଛି ବାତ୍ୟା ମୋନ୍ଥା । ଆସନ୍ତାକାଲି ସକାଳୁ ନେବ ଭୀଷଣ ବାତ୍ୟାର ରୂପ । ଆନ୍ଧ୍ରପ୍ରଦେଶ କାକିନାଡ଼ା ପାଖାପାଖିରେ ବାତ୍ୟା ଲ୍ୟାଣ୍ଡଫଲ କରିବ । ଏହା ପୂର୍ବରୁ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାରେ ବାତ୍ୟାର ପ୍ରଭାବ ଦେଖିବାକୁ…
ବାତ୍ୟା ପାଇଁ ୨ ଦିନ ସ୍କୁଲ, ଅଙ୍ଗନଓ୍ବାଡ଼ି ଛୁଟି ଘୋଷଣା, ଜାଣନ୍ତୁ କେବେ ଖୋଲିବ
ଭୁବନେଶ୍ୱର,୨୭।୧୦: ବାତ୍ୟା ପାଇଁ ଖୋର୍ଦ୍ଧା ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା କରାଯାଇଛି। ସ୍କୁଲ ସହ ଅଙ୍ଗନଓ୍ବାଡ଼ି କେନ୍ଦ୍ର ୨୮, ୨୯ରେ ଛୁଟି ନେଇ ସୋମବାର ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଦକ୍ଷିଣ ଓଡ଼ିଶାର ୮ ଜିଲାରେ…
ପୁରୀରେ ହେବ ଅନ୍ତର୍ଜାତୀୟ କ୍ରୁଜ୍ ଟର୍ମିନାଲ, ୫୦୦ କୋଟି ଟଙ୍କାର ଚୁକ୍ତି
ମୁମ୍ବାଇ,୨୭।୧୦: ଇଣ୍ଡିଆ ମାରିଟାଇମ୍ ଉଇକ୍ ୨୦୨୫ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାକୁ ପୂର୍ବ ଉପକୂଳର ଉଦୀୟମାନ ସାମୁଦ୍ରିକ ହବ୍ ରୂପେ ଉପସ୍ଥାପନ କରି ପୋର୍ଟ-ଆଧାରିତ ଅର୍ଥନୀତି ଗଢ଼ିବାକୁ ପ୍ରତିଶ୍ରୁତି ଦେଇଛନ୍ତି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଉଦ୍ଘାଟନୀ ଅଧିବେଶନରେ…
ବାତ୍ୟା ପ୍ରଭାବରେ ଛେଚିଲା ବର୍ଷା, ଲ୍ୟାଣ୍ଡଫଲ ବେଳେ ପ୍ରଭାବିତ ଆଶଙ୍କା, ଜାଣନ୍ତୁ କ’ଣ କହିଲେ IMD ଡିଜି
ଗଞ୍ଜାମ, ୨୭।୧୦(ବିଦ୍ୟାଧର ସାହୁ ): ବାତ୍ୟା ‘ମୋନ୍ଥା’ର ପ୍ରଭାବରେ ସୋମବାର ସକାଳୁ ବର୍ଷା ଆରମ୍ଭ ହୋଇଯାଇଛି। ପ୍ରବଳ ବର୍ଷା ଯୋଗୁ ପବିତ୍ର କାର୍ତ୍ତିକ ମାସ ତୃତୀୟ ସୋମବାର ମଧ୍ୟ ଫିକା ପଡିଛି । ସହର ମଧ୍ୟରେ ଥିବା ବିଭିନ୍ନ ଶୈବ ପୀଠ…
ଜଙ୍ଗଲରେ ଚାଲିଥିଲା ବେଆଇନ ମଦ ବେପାର, ଅଚାନକ ମାଡି ବସିଲା ଅବକାରୀ ବିଭାଗ, ଆଉ ତା’ପରେ…
ଦିଗପହଣ୍ଡି,୨୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଅବକାରୀ ବିଭାଗ ପକ୍ଷରୁ ଚୋରା ମଦ ଧରପକଡକୁ ଜୋରଦାର କରାଯାଇଛି। ଚିକିଟି ଅବକାରୀ ରେଞ୍ଜ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ସଦଳବଳେ ସୋମବାର ସକାଳେ ଦିଗପହଣ୍ଡି ଥାନା ଅନ୍ତର୍ଗତ କେରାଣ୍ଡିମାଳ ପାହାଡ଼ର…
ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଇଁ ପଦଯାତ୍ରା: ଆଜିଠୁ ଆରମ୍ଭ ହୋଇ ଏହି ଦିନ ଯାଏ ଚାଲିବ
ବଲାଙ୍ଗୀର, ୨୭।୧୦ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଦୁର୍ନୀତି ନିବାରଣ ବିଭାଗ ପକ୍ଷରୁ ସୋମବାର ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଆରମ୍ଭ ହୋଇଛି । ଏହି ଦୁର୍ନୀତି ସଚେତନତା ସପ୍ତାହ ପାଳନ ଅକ୍ଟୋବର ୨୭ରୁ ଆରମ୍ଭ ହୋଇ ନଭେମ୍ବର ୨…
ଲ୍ୟାଣ୍ଡଫଲ ବେଳେ ଭୀଷଣ ବାତ୍ୟା, ଏହି ଜିଲାରେ ପଡିବ ବଡ଼ ପ୍ରଭାବ, IMD ଡିଜି କହିଲେ…
ଭୁବନେଶ୍ୱର,୨୭।୧୦: ସ୍ପଷ୍ଟ ହୋଇଛି ବାତ୍ୟା ‘ମୋନ୍ଥା’ର ଗତିପଥ। ଆଗାମୀ ୨୪ଘଣ୍ଟା ମଧ୍ୟରେ ଏହା ଭୟଙ୍କର ରୂପ ଧାରଣ କରି ୨୮ ତାରିଖ ମଙ୍ଗଳବାର ସାରୁ ରାତି ମଧ୍ୟରେ ଆନ୍ଧ୍ରପ୍ରଦେଶର କାକିନାଡ଼ା ଅଞ୍ଚଳରେ ‘ମୋନ୍ଥା’ ଭୀଷଣ ବାତ୍ୟାର ରୂପ ନେଇ ସ୍ଥଳଭାଗ ଛୁଇଁବ।…
ରାଜରାସ୍ତାରେ ବସିଲେ ଗ୍ରାମବାସୀ: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ଧାରଣାରୁ ଉଠିଲେ…
ଧର୍ମଶାଳା, ୨୭।୧୦(ଶିବପ୍ରସାଦ ମହାନ୍ତି): ଚଣ୍ଡିଖୋଲ ଠାରୁ ପାରାଦୀପକୁ ସଂଯୋଗ କରୁଥିବା ୫୩ ନମ୍ବର ଜାତୀୟ ରାଜପଥର ଚଣ୍ଡିଖୋଲ ଛକ ଠାରୁ କିଛି ଦୂରରେ ଗାନ୍ଧୀଛକ ନିକଟ ରାଜପଥ ଉପରେ ସ୍ଥାନୀୟ ୧୩ ପଞ୍ଚାୟତର ଲୋକେ ପ୍ରତିବାଦ ସଭା ଓ ଗଣଧାରଣା ଦେଇଛନ୍ତି।…
ବାତ୍ୟା ପାଇଁ ଏସବୁ ଜିଲାରେ ସ୍କୁଲ ଛୁଟି ଘୋଷଣା, ଏହି ତାରିଖ ଯାଏ ରହିବ ବନ୍ଦ
ଭୁବନେଶ୍ୱର,୨୭।୧୦: ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ଦକ୍ଷିଣ ଓଡ଼ିଶାର ୮ ଜିଲାରେ ସ୍କୁଲ ଛୁଟି ଘୋଷଣା ହୋଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଆସନ୍ତାକାଲିଠୁ ୩୦ ଯାଏ ୮ ଜିଲାରେ ସ୍କୁଲ ବନ୍ଦ ରହିବ।…
ଶ୍ୱଶୁର ଘରକୁ ଆସି ନିଖୋଜ ହୋଇଯାଇଥିଲେ, ଆଜି କେନାଲରୁ ମିଳିଲା ମୃତଦେହ; ବଢୁଛି…
ଧର୍ମଶାଳା,୨୬।୧୦(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ କାଏମା ଅରଖପଦା ନିକଟ ଦେଇଯାଇଥିବା କେନାଲ ପାଣିରୁ ଏକ ମୃତଦେହ ମିଳିଛି। ମୃତକଜଣଙ୍କ କୁଆଖିଆ ଥାନା ଅନ୍ତର୍ଗତ ଜାବରା ଗ୍ରାମର ସୁନାକର ବାରିକ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ,…
ବାତ୍ୟା ‘ମୋନ୍ଥା’: ୨୭ରୁ ରାଜ୍ୟରେ ପ୍ରବଳ ବର୍ଷା: ଏସବୁ ଜିଲା ପାଇଁ ଜାରି ହେଲା ରେଡ୍ ଓ୍ବାର୍ନିଂ, ବନ୍ଦରଗୁଡିକରେ…
ଭୁବନେଶ୍ୱର, ୨୫ା୧୦(ବନ୍ଦନା ସେଠୀ) – ସ୍ପଷ୍ଟ ହେଲା ବାତ୍ୟା ‘ମୋନ୍ଥା’ର ଗତିପଥ। ୨୮ ତାରିଖ ମଙ୍ଗଳବାର ସନ୍ଧ୍ୟାରୁ ରାତି ମଧ୍ୟରେ ଆନ୍ଧ୍ରପ୍ରଦେଶ ଉପକୂଳର ମଛଲିପାଟନମ୍ ଏବଂ କଳିଙ୍ଗପାଟନମ୍ ମଧ୍ୟଦେଇ ‘ମୋନ୍ଥା’ ଅତିକ୍ରମ କରି ଲ୍ୟାଣ୍ଡଫଲ୍ କରିବ। ‘ମୋନ୍ଥା’ ସ୍ଥଳଭାଗ ଛୁଇଁବା ସମୟରେ…
Archives


