ଚାଲିଥିଲା ଦେହ ବ୍ୟବସାୟ, ମାଡି ବସିଲା ପୋଲିସ
ବରଗଡ଼,୨୪।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରର ବିଭିନ୍ନ ସ୍ଥାନରେ ଦେହ ବ୍ୟବସାୟ ଚାଲିଛି। ଏଭଳି ଅଭିଯୋଗ ଦୀର୍ଘ ଦିନରୁ ଚାଲି ଆସିଛି । ତେବେ ରବିବାର ରାତିରେ ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ଏଭଳି ଏକ ରାକେଟକୁ ଠାବ କରିଛି। ବରାହଗୋଡା କଲୋନୀ…
ମଦ ପିଇ ଗାଡ଼ି ଚଳାଉଥିଲେ ଆଦର୍ଶ ବିଦ୍ୟାଳୟ ଅଧ୍ୟକ୍ଷ, ଧରିଲା ପୋଲିସ, ଆଉ ତା’ପରେ…
ଖଜୁରୀପଡ଼ା ୨୪।୧୧ ( ବିଦୁର ବେହେରା): ସମାଜରେ ଉତ୍ତମ ଶିକ୍ଷା, ସଂସ୍କାର,ଜ୍ଞାନ,ଆଚରଣ, ଉତ୍ତମ ବ୍ୟବହାର ସହିତ ଦିଗ ଦର୍ଶନ ଦେବାରେ ଶିକ୍ଷକମାନଙ୍କ ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ। କିନ୍ତୁ କିଛି କୁଅଭ୍ୟାସି ଶିକ୍ଷକମାନଙ୍କ କୁଅଭ୍ୟାସ ଯୋଗୁ ଶିକ୍ଷକ ସମାଜ ବେଳେ ବେଳେ କଳଙ୍କିତ…
ଭାଜପାରେ ଗୋଷ୍ଠୀ ସଂଘର୍ଷ ଘଟଣା: ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ ଦାବିରେ ମୁଖ୍ୟ ଫାଟକରେ ତାଲା ପକାଇଲେ ଗ୍ରାମବାସୀ
ଦିଗପହଣ୍ଡି,୨୪।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଅଧୀନ ବିଭିନ୍ନ ଗ୍ରାମରେ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଚାଲିଥିବା ଠିକା କାମକୁ ନେଇ ଦୀର୍ଘଦିନ ଧରି ଲାଗି ରହିଥିବା ବିବାଦ ଗତ ୫ ତାରିଖ ସକାଳେ ହିଂସାକାଣ୍ଡରେ…
ଘରେ କେହି ନଥିବାର ସୁଯୋଗ ନେଇ ନାବାଳିକାଙ୍କ ସହ ଏମିତି କଲେ ୨ ଯୁବକ, ଗପ୍ତାଙ୍ଗକୁ …
ପାତ୍ରପୁର,୨୪।୧୧(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡ଼ା ଥାନା ଅନ୍ତର୍ଗତ ଜରଡ଼ା ଗ୍ରାମର ଜଣେ ୧୭ ବର୍ଷୀୟ ଯୁବତୀକୁ ଅସଦାଚରଣ ସହ ମରଣାନ୍ତକ ଆକ୍ରମଣ କରି ଗୁପ୍ତାଙ୍ଗକୁ କ୍ଷତ ବିକ୍ଷତ କରିଥିବା ଭଳି ଲୋମ ହର୍ଷଣକାରୀ ଘଟଣା ଅଞ୍ଚଳରେ ଚର୍ଚ୍ଚା ସୃଷ୍ଟି…
କାଲିଠୁ ଥିଲେ ନିଖୋଜ, ଆଜି ପୋଖରୀରୁ ମିଳିଲା ମୃତଦେହ
ଛତ୍ରପୁର, ୨୪।୧୧(ଦିଲ୍ଲୀପ ସାମଲ): ଚମାଖଣ୍ଡି ଥାନା ଅଧିନ ବନ୍ଦର ଗ୍ରାମରେ ଜଣେ ଯୁବକ ପୋଖରୀରେ ବୁଡି ମୃତ୍ୟୁବରଣ କରିଛନ୍ତି । ମୃତକ ଜଣକ ହେଲେ ବନ୍ଦର ଗ୍ରାମର କେ. କାରାଡୁ। ଗତକାଲି ସନ୍ଧ୍ୟାରୁ କାରାଡୁ ନିଖୋଜ ରହିଥିଲେ। ଆଜି ସକାଳୁ ଗାଁ…
କୁକୁଡ଼ା ଫାର୍ମରୁ ଚୋରି କରି ନେଇଯାଇଥିଲେ ୨ ଯୁବକ, ଧରିଲା ପୋଲିସ
ଦିଗପହଣ୍ଡି, ୨୪।୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଥାନା ସିଦ୍ଧେଶର – ସିଦ୍ଧିଖଣ୍ଡି ଗ୍ରାମ ରାସ୍ତା କଡରେ ଥିବା କୁକୁଡ଼ା ଫାର୍ମରୁ ଏଲପିଜି ସିଲିଣ୍ଡର, ପାଣି ମୋଟର, ଧାନ ବସ୍ତା, ଏକ ସ୍କୁଟି ଏବଂ ତାର ପୋଲିନ ଚୋରି କରିବା ଘଟଣାରେ…
ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ପୋଲିସ ପାଟ୍ରୋଲିଂ କଡାକଡି କରିବାକୁ ଦାବି କଲେ…
ଦିଗପହଣ୍ଡି, ୨୪।୧୧(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ସୋମବାର ସହରର ସଚେତନ ନାଗରିକ ବୃନ୍ଦ ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ଏବଂ ଦିଗପହଣ୍ଡି…
କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ପକ୍ଷରୁ କବି ସମ୍ରାଟଙ୍କ ପରାକାଷ୍ଠା ଅନୁଷ୍ଠିତ, ଯୋଗ ଦେଲେ ଏମାନେ…
ଭଞ୍ଜନଗର,୨୪।୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଓଡିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ” ଓଡ଼ିଆ ସାହିତ୍ୟରେ କବି ସମ୍ରାଟଙ୍କ ପରାକାଷ୍ଠା ” ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।…
ଆସୁଛି ବଡ଼ ବାତ୍ୟା! ଓଡ଼ିଶାରେ…
ଭୁବନେଶ୍ୱର,୨୪।୧୧: ବଙ୍ଗୋପସାଗରରେ ବାତ୍ୟା ହେବା ନେଇ ଧୀରେ ଧୀରେ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି। ପୂର୍ବରୁ ବିଶ୍ୱସ୍ତରୀୟ ବିଭିନ୍ନ ମଡେଲ ବାତ୍ୟା ହେବା ନେଇ ପୂର୍ବାନୁମାନ କରିଥିବାବେଳେ ଏବେ ଭାରତୀୟ ପାଣିପାଗ ବିଭାଗ ମଧ୍ୟ ଏ ସଂକ୍ରାନ୍ତରେ ସୂଚନା ଦେଇଛି। ତେବେ…
ଖବରଦାତା ସୁଶାନ୍ତ ମଲ୍ଲିକ ପାଇବେ ‘ଓଡ଼ିଶାରତ୍ନ ଆଓ୍ବାର୍ଡ ୨୦୨୫’
କର୍ଲାମୁଣ୍ଡା,୨୩।୧୧ (ପ୍ରଦୀପ କୁମାର ସାହୁ): କର୍ଲାମୁଣ୍ଡା ବ୍ଲକ ରିଷିଡା ଗ୍ରାମର ଯୁବ ସାହିତି୍ୟକ ସୁଶାନ୍ତ ମଲ୍ଲିକ “ଓଡ଼ିଶା ରତ୍ନ ଆଓ୍ବାର୍ଡ” ରେ ସମ୍ବର୍ଦ୍ଧିତ ହେବେ I ଏନେଇ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସଂସ୍କୃତି ବିଭାଗ ସହଭାଗିତାରେ ଓଡ଼ିଶାର କଲ୍ଚରାଲ ଆର୍ଟ…
ଧରିତ୍ରୀ ପ୍ରଭାବ: କିଡନୀ ରୋଗରେ ମୃତକଙ୍କ ଘରେ ପହଞ୍ଚିଲା ସ୍ବାସ୍ଥ୍ୟ ବିଭାଗ; ପାନୀୟ ଜଳ ନମୂନା…
ଅମରପାଲି,୨୩।୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଉପାନ୍ତ ବହଳପଦର, ଦୁର୍ଜନତୈଲା ଓ କୋଟସମଲାଇ ପଞ୍ଚାୟତରେ ସପ୍ତାହରେ ୪ ଜଣଙ୍କ କିଡନୀରେ ମୃତ୍ୟୁ ହୋଇଥିଲେ। ଏନେଇ ଦୈନିକ ଧରିତ୍ରୀ ରେ ” ସପ୍ତାହରେ କିଡନୀ ରୋଗରେ ଗଲାଣି ୪ ଜୀବନ, ସ୍ବାସ୍ଥ୍ୟ…
‘ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର’
ବଲାଙ୍ଗୀର,୨୨।୧୧(ସୁନୀଲ କୁମାର ମହାନ୍ତି): ଭାରତ ସରକାରଙ୍କ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଆର୍ଥିକ ସେବା ବିଭାଗ ନିର୍ଦ୍ଦେଶ କ୍ରମେ ଶୁକ୍ରବାର ପୂର୍ବାହ୍ନରେ ଜିଲାସ୍ତରୀୟ ଆପଣଙ୍କ ପୁଞ୍ଜି ଆପଣଙ୍କ ଅଧିକାର ଶୀର୍ଷକ ଏକ ସଚେତନତା ଶିବିର ବଲାଙ୍ଗୀର ପ୍ରତିମା ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଅଛି l…
Archives


