୧୨ ଜିଲାରେ ୨୭ ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର
ଭୁବନେଶ୍ୱର,୧୬।୯(ସୁନିତ୍ ମିଶ୍ର): ସୋମବାର ଓୟୁଏଟି କନ୍ଭେନସନ ସେଣ୍ଟରଠାରେ ଶିଳ୍ପ ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ୧୨ ଜିଲାରେ ସମୁଦାୟ ୨୭ଟି ଶିଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହାଦ୍ୱାରା ଓଡ଼ିଶାର ଶିଳ୍ପ ଇତିହାସରେ ଆଉ ଏକ ସ୍ବର୍ଣ୍ଣିମ ଅଧ୍ୟାୟ ଯୋଡ଼ିହୋଇଛି ବୋଲି...
ରାସ୍ତା ଦବି ଯିବାରୁ ବିଜୁ ଏକ୍ସପ୍ରେସ ୱେ’ରେ ଫସିଲା ଟ୍ରକ
ବରଗଡ଼, ୧୬।୯(ପ୍ରେମାନନ୍ଦ ଖମାରୀ) : ବରଗଡ଼ ଜିଲା ସୋହେଲାରୁ ନୂଆପଡା ଜିଲାକୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେରେ ସୋମବାର ରାସ୍ତା ଦବି ଯିବାରୁ ଏକ ଟ୍ରକ ଫସିଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୋହେଲା ବ୍ଲକ ଅନ୍ତର୍ଗତ ଘେଁସ...
ଡ୍ରାଇଭିଂ ବେଳେ ରିଲ୍ କଲେ କଡ଼ା କାର୍ଯ୍ୟାନୁଷ୍ଠାନ, ପରିବହନ ବିଭାଗର କଡା ନିର୍ଦ୍ଦେଶ
ଭୁବନେଶ୍ୱର,୧୫।୯: ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍ଟିଏ) ଓଡ଼ିଶାର ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ (ଆରଟିଓ)ଙ୍କୁ ରାସ୍ତା ସୁରକ୍ଷା ଉଲ୍ଲଙ୍ଘନକାରୀ, ବିଶେଷକରି ଗାଡ଼ି ଚାଳନା ବେଳେ ରିଲ୍ କିମ୍ବା ଭିଡିଓ ପ୍ରସ୍ତୁତକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା...
ହୋଇପାରୁନାହିଁ ଆଧାର କାର୍ଡ: ନବମ ଶ୍ରେଣୀରେ ନାମ ଲେଖାଇପାରିଲେନି ଛାତ୍ରୀ, ଚର୍ଚ୍ଚାରେ ଏହି ଘଟଣା…
ଗଞ୍ଜାମ,୧୫।୯ (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ସାନ ରାମଚନ୍ଦ୍ର ପୁର ପଞ୍ଚାୟତ ଅଇଁଠା ବଣ ଗ୍ରାମରେ ରୁହନ୍ତି ଏସ ସୁରେନ୍ଦ୍ର ଦାସ ଓ ତାଙ୍କ ପରିବାର । ପରିବାର କହିଲେ ସୁରେନ୍ଦ୍ରଙ୍କ ବାପା,ମା, ପୁଅ ଓ ଗୋଟିଏ...
ଗଜେନ୍ଦ୍ର ମାଝୀ , ଲକ୍ଷ୍ମଣ ନାହାକଙ୍କୁ ରାଷ୍ଟ୍ର ନିର୍ମାତା ପୁରସ୍କାର
ଗଞ୍ଜାମ,୧୫/୯(ବିଦ୍ୟାଧର ସାହୁ ): ବ୍ରହ୍ମପୁର ରୋଟାରି କ୍ଲବ ପକ୍ଷରୁ ଗଞ୍ଜାମ ବ୍ଲକର ଶିକ୍ଷକ ଗଜେନ୍ଦ୍ର ମାଝୀ,ଲକ୍ଷ୍ମଣ ନାହାକଙ୍କ ସମେତ ବରିଷ୍ଠ ଶିକ୍ଷକ କୈବଲ୍ୟ ପ୍ରସାଦଙ୍କୁ ରାଷ୍ଟ୍ର ନିର୍ମାତା ପୁରସ୍କାର ପ୍ରଦାନ କରାଯାଇଛି । ଏହି ଅବସରରେ ସମାଜ ପ୍ରତି ଉଲ୍ଲେଖନୀୟ...
ହେଉଥିଲା ଗଞ୍ଜେଇ ଚାଲାଣ: ମାଡିବସିଲା ପୋଲିସ, ଆଉ ତା’ପରେ…
ମୋହନା, ୧୫।୯( ମନ୍ମଥ ମିଶ୍ର ) : ଗଜପତି ଜିଲା ମୋହନା ଥାନା ଶିକୁଳିପଦର ନିକଟରେ ୨ କୁଇଣ୍ଟାଲ ୧୦ କିଲୋ ଗଞ୍ଜେଇ ଜବତ କରିଛି ପୋଲିସ। ଏହି ଗଞ୍ଜେଇ ଚାଲାଣ ଅଭିଯୋଗରେ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଛି ।...
ସୁଭଦ୍ରା’କୁ ଏକ ବର୍ଷ ପୂର୍ତ୍ତି: ଓଡ଼ିଶା ପାଳିବ “ଧନ୍ୟବାଦ ମୋଦି” ଉତ୍ସବ, ସଫଳତା କାହାଣୀ କହିବେ ହିତାଧିକାରୀ
ଭୁବନେଶ୍ୱର,୧୫।୯: ଆସନ୍ତା ୧୭ ତାରିଖରେ ସୁଭଦ୍ରା ଯୋଜନା ସଫଳ ଭାବରେ ଏକ ବର୍ଷ ପୂରଣ କରିବାକୁ ଯାଉଛି । ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ସମଗ୍ର ଓଡ଼ିଶାରେ ବିଶେଷ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କୃତଜ୍ଞତା...
ସୁଭଦ୍ରାରୁ ବାଦ୍ ପଡିଥିବା ହିତାଧିକାରୀଙ୍କ ପାଇଁ ବଡ଼ ଖବର: ଶୁଭାରମ୍ଭ ହେଲା…
ଭୁବନେଶ୍ୱର,୧୫।୯: ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୋମବାର ଶୁଭାରମ୍ଭ କରିଛନ୍ତି। ଏଣିକି ହିତାଧିକାରୀ ଅଭିଯୋଗ କଲେ ବିଭାଗ ଉତ୍ତର ରଖିପାରିବ। ପୂର୍ବରୁ ପୋର୍ଟାଲ ଥିଲା, କେବଳ ଅଭିଯୋଗ ଆସୁଥିଲା, ଉତ୍ତର ମିଳୁ ନ...
ପୌରପାଳିକାର ଅପାରଗତା, ଦୁର୍ନୀତି ପ୍ରତିବାଦରେ ଜିଲାପାଳ କାର୍ଯ୍ୟାଳୟ ଘେରାଉ କଲା କଂଗ୍ରେସ
ବଲାଙ୍ଗୀର, ୧୫।୯ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୌରପାଳିକାର ଅପାରଗତା ଓ ଦୁର୍ନୀତି ପ୍ରତିବାଦରେ ନଗର କଂଗ୍ରେସ ପକ୍ଷରୁ ସୋମବାର ବଲାଙ୍ଗୀର ଜିଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇ କଂଗ୍ରେସ ନେତା ଓ କର୍ମୀମାନେ...
କଥା ଦେଇଥିଲେ ବିବାହ କରିବେ, ହେଲେ ଶାରୀରିକ ସମ୍ପର୍କ ପରେ ଗର୍ଭବତୀ ହେବା ଜାଣି ପ୍ରତାରଣା, ଥାନାରେ ପହଞ୍ଚି…
ଦିଗପହଣ୍ଡି/ପାଟପୁର, ୧୩।୯(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ପାଟପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ତାଙ୍କୁ ପ୍ରତାରଣା କରିଥିବା ନେଇ ଯୁବତୀ ଜଣକ ଶନିବାର ସାରେ ପାଟପୁର...
୨ ଦିନରୁ ନିଖୋଜ ଥିଲେ, ଆଜି କ୍ଷେତରୁ ମିଳିଲା ମୃତଦେହ; ଭାଙ୍ଗି ପଡ଼ିଲେ ପରିବାର…
ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଟାଉନ ଥାନା ଅନ୍ତର୍ଗତ କଟାପାଲି ଗ୍ରାମର ନିଖୋଜ ସନ୍ତୋଷ ପାଣ୍ଡେଙ୍କ ମୃତଦେହ ଶନିବାର ଉଦ୍ଧାର କରାଯାଇଛି। ନିଜ ଚାଷଜମିରୁ ତାଙ୍କ ମୃତଦେହ ମିଳିଛି। ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ପାରିପାଶର୍ବିକ ସ୍ଥିତିରୁ...
ବନ୍ଧୁ ଘରୁ ଫେରୁଥିବା ବେଳେ ଧକ୍କା ଦେଲା ପିକ୍ଅପ୍, ଚାଲିଗଲା ବାଇକ୍ ଆରୋହୀଙ୍କ ଜୀବନ
ଜୁନାଗଡ଼,୧୩।୯(ସୁନୀଲ କୁମାର ସିଂହ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ କାଲୋପଲା ଛକରେ ଶନିବାର ସାଂରେ ଏକ ପରିବା ବୋଝେଇ ପିକଅପ୍ ଧକ୍କାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି।ମୃତ ବାଇକ ଆରୋହୀଙ୍କ ନାମ ହରିଶଙ୍କର ମାଝୀ ଓ ସେ ଧନେର ଗ୍ରାମର...
Archives


