Tag Archives: odisha

ପିତୃପକ୍ଷ ଭୋଜନ ସେବା ସମାପ୍ତ: ସହଯୋଗ ଫାଉଣ୍ଡେସନର କାର୍ଯ୍ୟ ପାଇଁ ପ୍ରଶଂସା କଲେ ସହରବାସୀ

ବଲାଙ୍ଗୀର,୨୩,୯(ସୁନିଲ ମହାନ୍ତି): ବଲାଙ୍ଗୀର ସେପ୍ଟେମ୍ବର ୨୦୨୫ ବଲାଙ୍ଗୀର ଜିଲାର ପ୍ରମୁଖ ସାମାଜିକ ସଂଗଠନ ସହଯୋଗ ଫାଉଣ୍ଡେସନ ଦ୍ୱାରା ପିତୃପକ୍ଷ ଭୋଜନ ସେବାର କାର୍ଯ୍ୟକ୍ରମ ସମାପ୍ତ ହୋଇଛି । ଏହି କାର୍ଯ୍ୟକ୍ରମ ସେପ୍ଟେମ୍ବର ମାସ ୭ରୁ ଆରମ୍ଭ ହୋଇଥିଲା । ପିତୃପକ୍ଷ...

ନିଆରା ତିଳତର୍ପଣ: ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ନଡ଼ିଆ ଗଛ ରୋପଣ କଲେ ଗ୍ରାମବାସୀ

ବରଗଡ଼ ୨୨।୯(ପ୍ରେମାନନ୍ଦ ଖମାରୀ): ପବିତ୍ର ମହାଳୟାରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ କରାଯାଉଥିବାବେଳେ ବରଗଡ଼ ଜିଲା କଳାପାଣି ପଞ୍ଚାୟତ ଅନ୍ତର୍ଗତ ବୁଦେଲପାଲି ଗ୍ରାମବାସୀ ନିଆରା ଶୈଳୀରେ ପିତୃପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଗ୍ରାମର ବୋହୂ ଓ ଝିଅମାନେ ସମବେତ ହୋଇ...

ପୌର ଉପାଧ୍ୟକ୍ଷାଙ୍କ ଅନାସ୍ଥା ଭୋଟିଂ ପାଇଁ ଜାରି ହେଲା ନୋଟିସ, ଅକ୍ଟୋବର ୯…

ରାୟଗଡ଼ା,୨୨।୯(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଘଟଣାରେ ଆସନ୍ତା ଅକ୍ଟୋବର ୯ ତାରିଖରେ ଭୋଟିଂ ପାଇଁ ସୋମବାର ନୋଟିସ ଜାରି ହୋଇଛି। ଜିଲାପାଳଙ୍କ କାର୍ଯ୍ୟାଳୟ ତରଫରୁ ପୌର ପରିଷଦରେ...

ଜିଲାପାଳଙ୍କ ସାକ୍ଷାତକାର ନେଲେ ଶିଶୁ ଖବରଦାତା, ସିଆରସିସିଙ୍କ ଉଦ୍ୟମକୁ ପ୍ରଶଂସା

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲ ସୋମବାର ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଳି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ଏହି ସମୟରେ ପଦ୍ମପୁର ଉପଜିଲାପାଳ ଅରୁଗୁଳା ସ୍ନେହା, ବରଗଡ଼ ଜିଲା ଶିକ୍ଷା ଅଧିକାରୀ...

ଓଡ଼ିଶାର ସୁନା ଝିଅ ଅନାହିତା ମିଶ୍ର: ଏସିଆର ପ୍ରଥମ ଖେଳାଳି ଭାବେ ଜିତିଲେ ଫାରୋ ଇନଲାଇନ ଫ୍ରିଷ୍ଟାଇଲ ବିଶ୍ୱକପ

ଭୁବନେଶ୍ୱର,୨୨।୯: ଓଡ଼ିଶାର ସ୍କେଟିଂ ତାରକା ଅନାହିତା ମିଶ୍ର ପର୍ତ୍ତୁଗାଲରେ ଅନୁଷ୍ଠିତ ଫାରୋ ଇନଲାଇନ ଫ୍ରିଷ୍ଟାଇଲ ବିଶ୍ୱକପରେ ସ୍ୱର୍ଣ୍ଣ ପଦକ ଜିତି ଭାରତକୁ ଗୌରବାନ୍ୱିତ କରିଛନ୍ତି। ଏହି ସଫଳତା ସହ ସେ ଏସିଆର ପ୍ରଥମ ଖେଳାଳି ଭାବେ ୟୁରୋପୀୟ ପ୍ରାଧାନ୍ୟ ବିଶିଷ୍ଟ...

ଲାଞ୍ଚ ନେଉଥିବାବେଳେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ମାଡିବସିଲା ଭିଜିଲାନ୍ସ , ମାତ୍ର ଏତିକି ଟଙ୍କା ପାଇଁ…

ସିମୁଳିଆ,୨୨।୯(ସନ୍ତୋଷ ନାୟକ): ବାଲେଶ୍ୱର ଜିଲା ସିମୁଳିଆ ବ୍ଲକର ଜନମଙ୍ଗଳ ବିଭାଗୀୟ ଡାଟା ଏଣ୍ଟ୍ରି ଅପରେଟର ବିଶ୍ୱରଞ୍ଜନ ପ୍ରଧାନ ସୋମବାର ଅପରାହ୍ନରେ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ ଦ୍ୱାରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି ।...

ଚୋରାଚାଲାଣ ସମୟରେ ଉଦ୍ଧାର ହୋଇଥିବା ମଇଁଷିକୁ ନେଇ ଯାଉଥିବାବେଳେ ପୋଲିସକୁ ଦେଖାଇଲେ ବନ୍ଧୁକ, ଆଉ ତା’ପରେ…

ପାଟଣା,୨୨।୯(ବୀର କିଶୋର ଦାଶ): ଗତ ୨୦ ତାରିଖରେ ଠାକୁରମୁଣ୍ଡା ଥାନାରୁ ଜବତ ପିକଅପ ଭ୍ୟାନରେ ୬ ମଇଁଷିକୁ ନେଇ କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ରାଜନଗର ନନ୍ଦିନୀ ଗୋଶାଳାକୁ ଅଣାଯାଉଥିବା ସମୟରେ ପୋଲିସକୁ ପିସ୍ତଲ ଦେଖାଇ ୨ ଗିରଫ ହୋଇଛନ୍ତି।...

ହସ୍ପିଟାଲରେ ପଶି ହାତରେ ପାଇଖାନା ସଫା କଲେ ବିଜେଡି ନେତା ପ୍ରଦୀପ ମାଝୀ, କାରଣ ଜାଣିଲେ…

ନବରଙ୍ଗପୁର,୨୨।୯(ସଦାଶିବ ପ୍ରହରାଜ): ବିଜେଡି ସାଧାରଣ ସମ୍ପାଦକ ତଥା ପୂର୍ବତନ ଏମପି ପ୍ରଦୀପ ମାଝୀଙ୍କ ଅଭିନବ ପ୍ରତିବାଦ କରିଛନ୍ତି । ବାରମ୍ବାର ଅନୁରୋଧ ପରେ ମଧ୍ୟ ଶୁଣିଲାଣି ପ୍ରଶାସନ। ଫଳରେ ଜିଲା ମୁଖ୍ୟ ଚିକିତ୍ସାଳୟର ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଡାଇଲେସିସ ସେଣ୍ଟରର ପାଇଖାନା...

ଧରିତ୍ରୀ ପ୍ରଭାବ: ଖାଲ ଢିପ ରାସ୍ତାକୁ ପିଚୁ ପକାଇ ମରାମତି କଲା ପ୍ରଶାସନ

ଗଞ୍ଜାମ,୨୨।୯(ବିଦ୍ୟାଧର ସାହୁ ): ବାରଟି ୱାର୍ଡକୁ ନେଇ ଗଞ୍ଜାମ ଏନଏସି ଗଠିତ । ସହରକୁ ସଂଯୋଗ ବିଭିନ୍ନ ରାସ୍ତା ଏବେ ମରଣଜନ୍ତା ପାଲଟିଥିବା ଦେଖିବାକୁ ମିଳିଛି । ସହର ବିଭିନ୍ନ ଗଲି ରାସ୍ତା ସହ ତ୍ରିବେଣୀ ମଠ ଛକ ଠାରୁ...

୨୮ ପର୍ଯ୍ୟନ୍ତ ଘଡ଼ଘଡ଼ି ସହ ବର୍ଷା, ଆସନ୍ତାକାଲି ପାଇଁ ଏହି ୨ ଜିଲାକୁ ଅରେଞ୍ଜ ୱାର୍ନିଂ ଜାରି

ଭୁବନେଶ୍ୱର,୨୨।୯: ଉତ୍ତର-ପୂର୍ବ ବଙ୍ଗୋପସାଗର ଆଖପାଖ ଅଂଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଫଳରେ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଜାରି...

ପଛକୁ ପଛ ୩ ଲଘୁଚାପ; ୨୬ ଯାଏ ଅତି ପ୍ରବଳ ବର୍ଷା, ଏସବୁ ଜିଲାକୁ ସତର୍କ କଲା…

ଭୁବନେଶ୍ୱର,୨୦ା୯(ବନ୍ଦନା ସେଠୀ)- ଚଳିତ ମାସ ଶେଷ ସପ୍ତାହରେ ବଙ୍ଗୋପସାଗରରେ ଦାନା ବାନ୍ଧିବ ୩ ଲଘୁଚାପ। ଏହା ପ୍ରଭାବରେ  ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ଏବେ ମୌସୁମୀଜନିତ ନିମ୍ନଚାପରେଖା ଓ ଟ୍ରପ୍‌ଲାଇନ ପାଇଁ ରାଜ୍ୟରେ ବର୍ଷା ହେଉଛି। ଇତିମଧ୍ୟରେ...

ଯୁବକଙ୍କ ଉନ୍ମତ୍ତ କାଣ୍ଡ: ଉଚ୍ଚ ଶକ୍ତି ସମ୍ପର୍ଣ୍ଣ ବିଦ୍ୟୁତ ଟାଓ୍ବାର ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ, ନାକେଦମ ହେଲେ…

ପାଇକମାଳ,୨୦।୯(ବଡ ଶତପଥୀ): ବରଗଡ ଜିଲା ପାଇକମାଳ ବ୍ଲକ କର୍ଲାମାଳ ଗ୍ରାମରେ ଘଟିଛି ଏକ ଅଜବ ଘଟଣା। ନିଶାସକ୍ତ ଅବସ୍ଥାରେ ଜଣେ ଯୁବକ ଉଚ୍ଚଶକ୍ତି ସମ୍ପୂର୍ଣ୍ଣ ବିଦ୍ୟୁତ ଟାଓ୍ବାର ଉପରେ ଚଢ଼ି ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଯେତେ ବୁଝାଇଲେ ମଧ୍ୟ ସେ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri