DA Hike Alert: ନୂଆ ବର୍ଷରେ କେବେ ବଢ଼ିବ ମହଙ୍ଗା ଭତ୍ତା, କେତେ ବଢ଼ିବ? ଜାଣନ୍ତୁ ପୂରା ସୂଚନା…
ନୂଆଦିଲ୍ଲୀ,୪।୧: ନୂତନ ବର୍ଷ ଆରମ୍ଭ ହୋଇଛି। ଏହା ସହିତ, ସରକାରୀ କର୍ମଚାରୀମାନେ ସେମାନଙ୍କର DA ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ସର୍ବଦା DA (ମହଙ୍ଗା ଭତ୍ତା) ବର୍ଷକୁ ଦୁଇଥର ବୃଦ୍ଧି କରାଯାଏ। ଜାନୁଆରୀ-ଜୁନ ଅବଧି ପାଇଁ ମାର୍ଚ୍ଚରେ ଏବଂ ଜୁଲାଇ-ଡିସେମ୍ବର…
କଂସ ବଧ: ସରିଲା ବରଗଡ଼ ଧନୁଯାତ୍ରା, କ୍ଷମା ପ୍ରାର୍ଥନା ପାଇଁ ପୁରୀ ଅଭିମୁଖେ…
ମଥୁରାନଗରୀ,୩।୧(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଶନିବାର ଉଦଯାପିତ ହୋଇଛି। ୧୧ଦିନ ଧରି ଚାଲିଥିବା ଏହି ମହୋତ୍ସବର ଅନ୍ତିମ ଦିବସରେ କଂସବଧ ଦୃଶ୍ୟାଭିନୟ ହୋଇଥିଲା। କଂସବଧ ପରେ ଉଗ୍ରସେନଙ୍କ ରାଜ୍ୟାଭିଷେକ ହୋଇଥିଲା ଏବଂ ଚଳିତବର୍ଷର ଧନୁଯାତ୍ରା ମହୋତ୍ସବ…
ଘରୁ ଔଷଧ ଆଣିବାକୁ ବୁଲେଟ୍ରେ ବାହାରିଥିଲେ ୨ ଭାଇ, ବୁଲାଣିରେ କାର ସହ ମୁହାଁମୁହିଁ ଧକ୍କା ପରେ ହୁତୁହୁତୁ ହୋଇ..
ଜି.ଉଦୟଗିରି,୩।୧(ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ବ୍ଲକ ଓ ଟିକାବାଲି ଥାନା ଅନ୍ତର୍ଗତ ଡୁଙ୍ଗି ନିକଟରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ଏକ ବୁଲେଟ ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ଗାଡ଼ିରେ ଭୟଙ୍କର ନିଆଁ…
ନୂଆ ବର୍ଷରେ ନବୀନଙ୍କୁ ଭେଟିଲେ ପାରଳାଖେମୁଣ୍ଡି ବିଧାୟକ, ଚାଷୀଙ୍କ ସମସ୍ୟାକୁ ନେଇ…
ଗଜପତି,୩।୧(ଗିରିଧାରୀ ପରିଚ୍ଛା): ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ଶନିବାର ସନ୍ଧ୍ୟାରେ ନବୀନ ନିବାସକୁ ଯାଇ ସେଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କୁ ନୂତନ ବର୍ଷର ଅଭିନନ୍ଦନ ଜଣାଇଛନ୍ତି । ବିଜେଡି ସୁପ୍ରିମୋ…
ହୋଟେଲ ରୁମ୍ରେ ଚାଲିଥିଲା ଜୁଆଖେଳ: ଚଢ଼ାଉ କଲା ପୋଲିସ, ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ; ୯ ଅଟକ…
ସମ୍ବଲପୁର,୩ା୧(ପ୍ରମୋଦ ବହିଦାର): ସମ୍ବଲପୁର ଭିଏସ୍ଏସ୍ ମାର୍ଗସ୍ଥିତ ହୋଟେଲ ଉପହାର ପ୍ୟାଲେସରେ ଜୁଆଖେଳ ଚାଲିଥିବା ବେଳେ ପୋଲିସ ଚଢାଉ କରି ୯ ଜଣଙ୍କୁ ଅଟକ ରଖିଛି। ସେମାନଙ୍କ ନିକଟରୁ ପ୍ରାୟ ୭ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଜବତ ହୋଇଥିବା ଅନୁମାନ କରାଯାଉଛି। ଏହାସହ…
ଦାରିଙ୍ଗବାଡ଼ିରେ ବଢୁଛି ଫେରିବାଲାଙ୍କ ଉପଦ୍ରବ: ଦିନରେ ବେପାର, ସନ୍ଧ୍ୟାରେ ଲୁଟ୍ ପାଇଁ ଯୋଜନା…
ଦାରିଙ୍ଗବାଡି,୩।୧(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଅଞ୍ଚଳରେ ବୁଲୁଛନ୍ତି ମାଳ ମାଳ ବୁଲା ବିକାଳୀ। ସେମାନଙ୍କ ଗତିବିଧି ଉପରେ ପୋଲିସର ନଜର ପଡୁ ନ ଥିବା ଯୋଗୁ ଦିନରେ ବୁଲା ବିକାଳୀ ଓ ସଂଧ୍ୟା ହେଲେ ଲୋକଙ୍କୁ ଲୁଟ ପାଇଁ…
ବୈତରଣୀ ନଦୀରେ ମକର ବୁଡ଼ ପକାଇବେ ମୁଖ୍ୟମନ୍ତ୍ରୀ, ସ୍ଥିତି ପରଖିଲା…
ପାଟଣା,୩।୧(ବୀର କିଶୋର ଦାଶ): ଚଳିତ ବର୍ଷ ମକର ସଂକ୍ରାନ୍ତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବୈତରଣୀ ନଦୀରେ ବୁଡ଼ ପକାଇବେ। ଏଥିପାଇଁ ଶୁକ୍ରବାର ଜିଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ପାଟଣା ବ୍ଲକ ଘାଟ ବାଲିଯୋଡି ସ୍ଥିତ ଭିମକୁଣ୍ଡ ଓ ରାଜନଗର…
ପାଣ୍ଡିଆନଙ୍କୁ ନେଇ ଏମିତି କହିଲେ ଗଣେଶ୍ୱର, କ୍ରାଇମବ୍ରାଞ୍ଚ ଛାଡ଼ି…
ଭୁବନେଶ୍ୱର,୩ା୧: ପାଣ୍ଡିଆନଙ୍କ ବିରୋଧରେ କ୍ରାଇମବ୍ରାଞ୍ଚ ତଦନ୍ତ ଦାବି ପ୍ରସଙ୍ଗରେ ଏକ ବଡ଼ ବୟାନ ଦେଇଛନ୍ତି ବିଜେଡି ନେତା ଗଣେଶ୍ୱର ବେହେରା। ସେ କହିଛନ୍ତି, କ୍ରାଇମବ୍ରାଞ୍ଚ ଛାଡ଼ି ସିବିଆଇ ତଦନ୍ତ କଲେ ବି କିଛି ହେବନି। ଆକ୍ରୋଶମୂଳକ ଭାବେ ତଦନ୍ତ କଲେ କିଛି…
ଉଦ୍ଘାଟିତ ହେଲା ନିଦାନ ସେବା: ସ୍ବାସ୍ଥ୍ୟମନ୍ତ୍ରୀ ଦେଲେ ବଡ଼ ସୂଚନା, ମାଗଣାରେ ହେବ…
ବଲାଙ୍ଗୀର, ୩।୧ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ଆୟୁର୍ବେଦିକ କଲେଜ ଏବଂ ହସ୍ପିଟାଲ ପରିସରରେ ଶୁକ୍ରବାର ଅପରାହ୍ନରେ ‘ନିଦାନ କେନ୍ଦ୍ର (ସେବା) ଉଦ୍ଘାଟିତ ହୋଇଯାଇଛି। ସ୍ବାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଏହାକୁ ଉଦ୍ଘାଟନ କରି କହିଛନ୍ତି, ଏହି ନିଦାନ କେନ୍ଦ୍ରରେ…
ଶ୍ରୀମନ୍ଦିର ଭିତରକୁ ଜୋତା ପିନ୍ଧି ଯାଇଥିବା ଅଭିଯୋଗ, ସୁରକ୍ଷା ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ
ପୁରୀ, ୩।୧( ଅଜିତ୍ କୁମାର ମହାନ୍ତି ): ଶ୍ରୀମନ୍ଦିର ସୁରକ୍ଷାରେ ପୁଣି ଏକ ବଡ ତ୍ରୁଟି ଦେଖିବାକୁ ମିଳିଛି। କେହି ଜଣେ ଜୋତା ପିନ୍ଧି ଶ୍ରୀମନ୍ଦିର ଭିତରକୁ ଚାଲିଯାଇଥିବା ଦେଖିବାକୁ ମିଳିଛି। ଯାହା ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇବା ସହ…
ରେକର୍ଡ ଭାଙ୍ଗିଲା ଓଡ଼ିଶା: ପ୍ରଦୂଷଣରେ ତାଳଚେର ନମ୍ବର ୧
ଭୁବନେଶ୍ୱର,୩।୧: ଦେଶରେ ପ୍ରଦୂଷଣ ରେକର୍ଡ ଭାଙ୍ଗିଲା ଓଡ଼ିଶା। ତାଳଚେର ଓ ଅନୁଗୋଳ ଦେଶର ସବୁଠୁ ପ୍ରଦୂଷିତ ସହର ପାଲଟିଛି। AQI ଅତିଖରାପ ସ୍ତରରେ ଥିବା ଦେଶର ୬ ସହର ମଧ୍ୟରେ ଓଡ଼ିଶାର ୪ ସହର ରହିଛି। ୩୫୫ AQI ସହ ତାଳଚେର…
ମର୍ମନ୍ତୁଦ ଦୁର୍ଘଟଣା: ବସ୍-ଟ୍ରକ୍ ଧକ୍କାରେ ୧୧ ମୃତ
ଦକ୍ଷିଣ ବ୍ରାଜିଲ, ୩।୧: ଶୁକ୍ରବାର ଦକ୍ଷିଣ ବ୍ରାଜିଲରେ ଏକ ଯାତ୍ରୀବାହୀ ବସ୍ ଏବଂ ବାଲି ବୋଝେଇ ଟ୍ରକ୍ ମଧ୍ୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଅତି କମରେ ୧୧ ଜଣଙ୍କର ମୃତ୍ୟୁ ଘଟିଛି। ଦକ୍ଷିଣ ବ୍ରାଜିଲର ରିଓ ଗ୍ରାଣ୍ଡେ…
Archives


