Tag Archives: odisha

ବଢ଼ିଲା ଭଣ୍ଡାରିପୋଖରୀ ବିଧାୟକଙ୍କ ଅଡୁଆ: ସଂଜୀବ ମଲ୍ଲିକଙ୍କ ବିରୋଧରେ ହେବ ତଦନ୍ତ

ଭୁବନେଶ୍ୱର,୧୬।୧: ବଢ଼ିଲା ଭଣ୍ଡାରିପୋଖରୀ ବିଜେଡି ବିଧାୟକ ସଂଜୀବ ମଲ୍ଲିକଙ୍କ ଅଡୁଆ। ସଂଜୀବ ମଲ୍ଲିକଙ୍କ ବିରୋଧରେ ତଦନ୍ତ କରିବାକୁ ଭଦ୍ରକ ଏସ୍‌ପି ନିର୍ଦ୍ଦେଶ ଦିଆଯାଇଛି। ଭଦ୍ରକ SPଙ୍କୁ ଅର୍ଥନୈତିକ ଅପରାଧ ଶାଖା ତଦନ୍ତ ନିର୍ଦ୍ଦେଶ ଦେଇଛିା ୬ ବର୍ଷରେ ଏତେ ସମ୍ପତିର ଅଧିକାରୀ…

ମହାପ୍ରଭୁଙ୍କ ଆଶୀର୍ବାଦ ନେଲେ ଭାରତୀୟ ହକି ଟିମର ଖେଳାଳି

ପୁରୀ ,୧୬।୧( ଅଜିତ୍‌ କୁମାର ମହାନ୍ତି ): ଭାରତୀୟ ହକି ଟିମର ଖେଳାଳି ଶୁକ୍ରବାର ପୁରୀ ଆସି ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ହକି ଟିମର ପୂର୍ବତନ ଗୋଲକିପର ତଥା ଜୁନିୟର ଟିମର କୋଚ ପି.ଆର୍‌ ଶ୍ରୀଜେଶ ଏବଂ ଅନ୍ୟ…

ନିଲମ୍ବିତ ପରେ ବିସ୍ଫୋରକ ବୟାନ ଦେଲେ ଅରବିନ୍ଦ: ନବୀନଙ୍କୁ ଦେଲେ ଆହ୍ବାନ, କହିଲେ ମୁଁ ଏବେ ବି…

ଭୁବନେଶ୍ୱର,୧୬।୧: ବିଜେଡିରୁ ନିଲମ୍ବନ ପରେ ବଡ଼ ବୟାନ ଦେଲେ ଅରବିନ୍ଦ ମହାପାତ୍ର। ଅରବିନ୍ଦ କହିଛନ୍ତି, ମୁଁ ଦଳ ବିରୋଧୀ କାର୍ଯ୍ୟ କରିନାହିଁ କି ବିଶ୍ୱାସ ଘାତକତା କରିନାହିଁ। ଦଳ ଏପରି ନିଷ୍ପତ୍ତି କାହିଁକି ନେଲା ତାହା ମୁଁ ଜାଣିନାହିଁ। ତାହା ଦଳ…

‘ତଳ ବରଡ଼ା ଖସୁଛି, ଉପର ବରଡ଼ା ହସୁଛି, ମଝି ବରଡ଼ା କହୁଛି…’ ୨ ବିଧାୟକ ନିଲମ୍ବନ ପରେ ଏମିତି କହିଲେ…

ଭୁବନେଶ୍ୱର,୧୬।୧: ବିଜେଡିରୁ ୨ ନେତା ନିଲମ୍ବିତ ହେବା ପରେ ରାଜନୀତି ଉଷ୍ମ ରହିଛି। ଏହି ସମୟରେ ବିଜେଡିକୁ ଏଲିନା ଦାଶ ଟାର୍ଗେଟ କରିଛନ୍ତି। ଏଲିନା କହିଛନ୍ତି, ବିଜେଡିକୁ ଏବେ ପ୍ରଭୁ ଜଗନ୍ନାଥ ହିଁ ଭରସା। ତାଳ ଗଛର ବରଡ଼ା ଉପାଖ୍ୟାନ ଦେଇ…

ନାଁ ନ ନେଇ ନବୀନ-ପାଣ୍ଡିଆନଙ୍କୁ ଶ୍ରୀମୟୀଙ୍କ ତେର୍ଚ୍ଛାବାଣ: କୁକୁର-ବାଘ, ଗାଈ-ହାତୀ ଉପାଖ୍ୟାନ ଦେଇ…

ଭୁବନେଶ୍ୱର,୧୬।୧: ପୁଣି ବିଜେଡିକୁ ଟାର୍ଗେଟ କରିଛନ୍ତି ଶ୍ରୀମୟୀ ମିଶ୍ର। କୁକୁର-ବାଘ, ଗାଈ-ହାତୀ ଉପାଖ୍ୟାନ ଦେଇ ବିଜେଡିକୁ ଶ୍ରୀମୟୀ ଟାର୍ଗେଟ କରିଛନ୍ତି। ନାଁ ନ ନେଇ ନବୀନ ଓ ପାଣ୍ଡିଆନଙ୍କୁ ତେର୍ଚ୍ଛା ବାଣ ମାରିଛନ୍ତି। ପିଲା, ମାଆ, ବାପା ଓ ଜୀବଜନ୍ତୁଙ୍କ ଉଦାହରଣ…

ଅଧ୍ୟାପକଙ୍କୁ ବାଧ୍ୟତାମୂଳକ ଅବସର ଛାଟ: ଉଚ୍ଚଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶନାମା

ଭୁବନେଶ୍ୱର,୧୬।୧: ଅଧ୍ୟାପକ ଉପରେ ରାଜ୍ୟ ସରକାରଙ୍କ ବାଧ୍ୟତାମୂଳକ ଅବସର ଛାଟ। ଉଚ୍ଚଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ଅଧ୍ୟାପକଙ୍କୁ ସରକାର ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟଦକ୍ଷତା ଓ ଆଚରଣ ଯାଞ୍ଚ ପାଇଁ ଉଚ୍ଚଶିକ୍ଷା ବିଭାଗର କଡ଼ା ନିର୍ଦ୍ଦେଶନାମା। ଜାନୁଆରୀ ୩୧ ସୁଦ୍ଧା…

ଟେଣ୍ଟ୍‌, କ୍ୟାଟରିଂ ଓ ଇଭେଣ୍ଟ୍ ପରିଚାଳନା କରିବେ ମହିଳା, ୪ ହଜାର SHG ସଦସ୍ୟାଙ୍କୁ ମିଳିବ ତାଲିମ

ନୂଆଦିଲ୍ଲୀ,୧୬ା୧: ମହିଳା ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶା ସରକାର ଆଉ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ (SHG) ସଦସ୍ୟାମାନଙ୍କୁ ଏବେ ଇଭେଣ୍ଟ ମ୍ୟାନେଜମେଣ୍ଟ ଏବଂ କ୍ୟାଟରିଂ ସର୍ଭିସ କ୍ଷେତ୍ରରେ ବୃତ୍ତିଗତ ତାଲିମ ପ୍ରଦାନ କରାଯିବ।…

ଦାୟିତ୍ବ ଗ୍ରହଣ କଲେ ରାଇକିଆ ନୂତନ ଥାନା ଅଧିକାରୀ

ରାଇକିଆ,୧୫।୧(ପ୍ରଦୀପ ବେହେରା)- କନ୍ଧମାଳ ଜିଲା ରାଇକିଆ ଥାନାର ନୂତନ ଅଧିକାରୀ ଭାବେ ଏ. ଏ ସ୍ବର୍ଣ୍ଣଲତା ପାତ୍ର ଦାୟିତ୍ବ ଗ୍ରହଣ କରିଛନ୍ତି । ପୂର୍ବରୁ ଥାନା ଅଧିକାରୀ ସୁରେଶ ତ୍ରିପାଠୀଙ୍କ ବଦଳି ପରେ ସବଇନ୍ସପେକ୍ଟର ଆଶୁତୋଷ ପାଇକରାୟ ଚାର୍ଜରେ ରହିଥିଲେ ।…

ଗୁମ୍ମା ସ୍ବାସ୍ଥ୍ୟକେନ୍ଦ୍ରରେ ମିଳିଲାନି ମହାପ୍ରୟାଣ ଗାଡ଼ି: ବାଇକ୍‌ରେ ବୁହାହେଲା ମୃତଦେହ

ଗଜପତି,୧୫।୧(ଗିରିଧାରୀ ପରିଚ୍ଛା): ରାଜ୍ୟରେ ସ୍ବାସ୍ଥ୍ୟ ସେବାର ବିକାଶ ନେଇ ସରକାର ଡିଣ୍ଡିମ ପିଟୁଥିବା ବେଳେ ଗଜପତି ଜିଲା ଗୁମ୍ମା ବ୍ଲକରୁ ଏକ ଅତ୍ୟନ୍ତ ସ୍ପର୍ଶକାତର ତଥା ଦୁଃଖଦାୟକ ଚିତ୍ର ସାମ୍ନାକୁ ଆସିଛି। ଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ମୃତଦେହକୁ ସମ୍ମାନ ମିଳିବା ତ…

ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ, ବନ୍ଧା ହେଲେ ଗଣିତ ଶିକ୍ଷକ

ଖୋର୍ଦ୍ଧା,୧୫ା୧(ପ୍ରଭାତ ପାଣିଗ୍ରାହୀ ): ଖୋର୍ଦ୍ଧାର ଏକ ସରକାରୀ ଇଂଲିଶ ମିଡିୟମ ସ୍କୁଲର ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗୁରୁବାର ଆଦର୍ଶ ଥାନା ପୋଲିସ ଜଣେ ଶିକ୍ଷକଙ୍କୁ ଗିରଫ କରିଛି। ସେ ହେଲେ ଗଣିତ ଶିକ୍ଷକ ଢେଙ୍କାନାଳ ଜିଲା…

ନବୀନଙ୍କ ଆକ୍ସନକୁ ନେଇ ବିଜୟ କହିଲେ- ମୁଁ ହତବାକ୍‌…

ଭୁବନେଶ୍ୱର,୧୫।୧: ଦଳୀୟ ବିଶୃଙ୍ଖଳାକୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବଡ଼ କାର୍ଯ୍ୟାନୁଷ୍ଠାନ ନେଇ ୨ ବିଧାୟକଙ୍କୁ ଦଳରୁ ସସ୍‌ପେଣ୍ଡ କରିଛନ୍ତି। ସେମାନଙ୍କ ମଧ୍ୟରେ ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପୁଅ ତଥା ବିଧାୟକ ଅରବିନ୍ଦ ରହିଛନ୍ତି। ଏହା ଜଣାପଡ଼ିବା ପରେ…

ନୂଆପଡ଼ା ପରେ ଆରମ୍ଭ ହେଲା ବିଜେଡିର ରାଜ୍ୟ ସଭା ଡିଲ୍‌; ନବୀନଙ୍କ ଆକ୍ସନ ପରେ ଏଭଳି କହି ଚର୍ଚ୍ଚାରେ…

ଭୁବନେଶ୍ୱର,୧୫।୧: ନୂଆପଡ଼ା ପରେ ଆରମ୍ଭ ହେଲା ବିଜେଡିର ରାଜ୍ୟ ସଭା ଡିଲ। ସମଝଦାର କୋ ଇଶାରା କାଫି ହୈ। ବିଜେଡିର ୨ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ନେଇ ଏମିତି କିଛି କହି ଚର୍ଚ୍ଚାକୁ ଆସିଛନ୍ତି ଶ୍ରୀମୟୀ ମିଶ୍ର। ଯଦିଓ ସେ ଡିଲ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri