Tag Archives: odisha

ଓଡ଼ିଶାରେ ବିଦ୍ୟୁତ ଶୁଳ୍କ ବଢ଼ାଇବା ପାଇଁ ଦାବି, ଦୁଇଦିନ ଧରି ଚାଲିଛି ଶୁଣାଣି

ଭୁବନେଶ୍ୱର,୧।୨: ରାଜ୍ୟରେ ବିଦ୍ୟୁତ ଶୁଳ୍କ ବଢ଼ାଇବାପାଇଁ ବିଦ୍ୟୁତ୍‌‌ ଉତ୍ପାଦନକାରୀ, ବଣ୍ଟନକାରୀ କମ୍ପାନୀ ପକ୍ଷରୁ ଦାବି କରାଯିବା ପରିପ୍ରେକ୍ଷୀରେ ଓଡ଼ିଶା ବିଦ୍ୟୁତ୍‌‌ ନିୟାମକ ଆୟୋଗଙ୍କଠାରେ ଗତଦୁଇଦିନ ଧରି ଶୁଣାଣି ଚାଲିଛି । ଗତକାଲିର ଶୁଣାଣି ସମୟରେ ଗ୍ରୀଡ୍‌‌କୋ ପକ୍ଷରୁ ଚଳିତବର୍ଷ ବିଦ୍ୟୁତ୍‌‌ ଶୁଳ୍କ…

ଅତିରିକ୍ତ ଏସ୍‌ପି ସ୍ତରରେ ଅଦଳ ବଦଳ

ଭୁବନେଶ୍ୱର,୩୧।୧: ଅତିରିକ୍ତ ଏସ୍‌ପି ସ୍ତରରେ ବୁଧବାର ଛୋଟ ଧରଣର ଅଦଳବଦଳ ହୋଇଛି। ପାରାଦୀପ ମୁଖ୍ୟାଳୟ ଅତିରିକ୍ତ ଏସ୍‌ପି ଅମରେନ୍ଦ୍ର ପଣ୍ଡାଙ୍କୁ ଜଗତସିଂହପୁର ଆଇୟୁସିଏଡବ୍ଲ୍ୟୁକୁ ବଦଳି କରାଯାଇଛି। ସେହିପରି ହେମନ୍ତ କୁମାର ପାଢ଼ୀଙ୍କୁ ସୋନପୁରରୁ ବଲାଙ୍ଗୀର, ସୀମା ରେଖା ପଣ୍ଡାଙ୍କୁ ବଡଗଡ ଆଇୟୁସିଏଡବ୍ଲ୍ୟୁରୁ…

ରାଜ୍ୟରେ କମିଲା ଶୀତର ପ୍ରଭାବ, ଏବେ ବର୍ଷା ସମ୍ଭାବନା

ଭୁବନେଶ୍ୱର,୩୧।୧: ରାଜ୍ୟରେ ହ୍ରାସ ପାଇଛି ଶୀତର ପ୍ରଭାବ। ଜଳୀୟବାଷ୍ପ ବାୟୁ ପ୍ରବାହ ଯୋଗୁଁ ଶୀତର ମାତ୍ରା କମିବା ସହିତ ରାତି ତାପମାତ୍ରା ବୃଦ୍ଧି ପାଇବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ସୂଚନା ଅନୁସାରେ, ଭଦ୍ରକ, କେନ୍ଦ୍ରାପଡ଼ା,…

ରଣଜୀ ଟ୍ରଫିରେ ଓଡ଼ିଶାର ବଡ଼ ବିଜୟ, ରାଜେଶ ମହାନ୍ତିଙ୍କୁ ୫ ୱିକେଟ ସଫଳତା

କଟକ,୨୯ା୧: କଟକର ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ହିମାଚଳ ପ୍ରଦେଶ ବିପକ୍ଷ ଏଲିଟ ଗ୍ରୁପ୍‌ ‘ଡି’ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ବଡ଼ ବିଜୟ ହାସଲ କରିଛି। ଦ୍ୱିତୀୟ ଇନସିଂରେ ସନ୍ଦୀପ ପଟ୍ଟନାୟକଙ୍କ ଶତକ ବଳରେ ଓଡ଼ିଶା ହିମାଚଳ ଆଗରେ ବଡ଼…

ଅନେକ ଜିଲାରେ ଘନ କୁହୁଡ଼ି ସମ୍ଭାବନା, ଫେବୃୟାରୀ ୧ ରେ ହୋଇପାରେ ବର୍ଷା

ଭୁବନେଶ୍ୱର, ୨୮।୧: ରାଜ୍ୟରେ ଥଣ୍ଡାର ପ୍ରଭାବ ବଢ଼ି ଚାଲିଥିବାବେଳେ ଅଧିକାଂଶ ଜିଲାରେ ପାରଦ ୧୫ ଡିଗ୍ରୀ ତଳେ ଥିବା ରେକର୍ଡ କରାଯାଇଛି। ଆଗାମୀ ୨-୩ ଦିନ ମଧ୍ୟରେ ରାତି ତାପମାତ୍ରା ୨ ରୁ ୩ ଡିଗ୍ରୀ ବଢ଼ିପାରେ ବୋଲି ପାଣିପାଗ ବିଭାଗ…

ଏମପି ଜୁଏଲ ଓରାମଙ୍କ ଗାଡ଼ି ଧକ୍କାରେ ଯୁବକ ମୃତ

ଢେଙ୍କାନାଳ,୨୭।୧: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ସୁନ୍ଦରଗଡର ଏମପି ଜୁଏଲ ଓରାମଙ୍କ କାରରେ ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି। ସାଂସଦ ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଯାଉଥିବାବେଳେ ଢେଙ୍କାନାଳର ରେକୁଲା ଛକରେ ଏହି ଘଟଣା ଘଟିଛି। ମୃତକଙ୍କ ନାମ ଧନକାନାଲର ସର୍ବେଶ୍ୱର…

ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କ ୧୦୨ ବର୍ଷ ବୟସରେ ଦେହାନ୍ତ

କଟକ,୨୭।୧: ସ୍ୱାଧୀନତା ସଂଗ୍ରାମୀ ତଥା ଅଲ ଇଣ୍ଡିଆ ଫ୍ରିଡମ ଫାଇଟର୍ସ ଆସୋସିଏସନର ସଭାପତି ନୀଳମଣି ସାମଲ ୧୦୧ ବର୍ଷ ବୟସରେ କଟକ ଏସସିବି ମେଡିକାଲ କଲେଜ ଏବଂ ହସପିଟାଲରେ ଚିକିତ୍ସିତ ଅବସ୍ଥାରେ ପ୍ରାଣତ୍ୟାଗ କରିଛନ୍ତି। ବ୍ରେନଷ୍ଟ୍ରୋକ୍ ହେବା ପରେ ତାଙ୍କୁ ଏସସିବି…

ଚଳିତ ଶୀତ ଋତୁରେ ପ୍ରଥମଥର ଓଡ଼ିଶାରେ ଜାରି ହେଲା ଶୀତଲହରୀ ଚେତାବନୀ

ଭୁବନେଶ୍ୱର,୨୬।୧: ଉତ୍ତର-ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ପ୍ରବେଶ କରୁଥିବା ଥଣ୍ଡା ଶୁଷ୍କ ପ୍ରଭାବରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲାରେ ଆଗାମୀ ଦୁଇଦିନ ମଧ୍ୟରେ ଗୋଟିଏ ଦୁଇଟି ସ୍ଥାନରେ ଶୀତ ଲହରୀ ସମ୍ଭାବନା ରହିଛି। ଏହାସହ ଆଗାମୀ ଦୁଇଦିନ ଆଭ୍ୟନ୍ତରୀଣ ଓଡିଶାର…

ଫେବୃଆରୀରେ ସମ୍ବଲପୁର ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି!

ନୂଆଦିଲ୍ଲୀ,୨୫।୧: ଆସନ୍ତା ମାସ ୩ ତାରିଖରେ ଓଡ଼ିଶା ଗସ୍ତରେ ଆସିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କର ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ଉଦଘାଟନ କରିବେ। ତେବେ ଡିସେମ୍ବର ମାସରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ଥିଲା,…

କାଳ ହେଲା ଅଦିନିଆ ବର୍ଷା: ମଣ୍ଡିରୁ ଉଠୁନି ବରଗଡ଼ ଚାଷୀଙ୍କ ଧାନ, ବର୍ଷାରେ ଭିଜୁଛି

ମଥୁରାନଗରୀ,୨୫।୧(ପ୍ରେମାନନ୍ଦ ଖମାରୀ): ଅଦିନିଆ ବର୍ଷା ଯୋଗୁ ବରଗଡ଼ ଜିଲା ଚାଷୀଙ୍କ ଅମଳ ଧାନ ପ୍ରଭାବିତ ହୋଇଛି। ଜିଲାର ବିଭିନ୍ନ ମଣ୍ଡିର ଖୋଲା ଆକାଶତଳେ ରହିଥିବା ଧାନ କ୍ଷତିଗ୍ରସ୍ତ ହୋଇଛି। ଜିଲାର ଭଟଲି ବ୍ଲକ ଅନ୍ତର୍ଗତ ସୁଲସୁଲିଆ ଧାନ କ୍ରୟକେନ୍ଦ୍ରରେ ଚାଷୀଙ୍କୁ ଏଭଳି…

ବିଜେଡି ଗଡ଼ରେ ପ୍ରାର୍ଥୀ ଖୋଜୁଛି ଭାଜପା

କେନ୍ଦୁଝର,୨୫ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ସଂରକ୍ଷିତ (ଏସ୍‌ଟି) ବିଧାନସଭା ନିର୍ବାଚନ ମଣ୍ଡଳୀ କ୍ରମାଗତ ଚତୁର୍ଥଥର ବିଜେଡି ଦଖଲ କରିବାକୁ ଉଦ୍ୟମ ଚଳାଉଛି। ଭାଜପା ଉକ୍ତ ସିଟ୍‌ ଫେରି ପାଇବା ପାଇଁ ଯୋଗ୍ୟ ପ୍ରାର୍ଥୀ ଖୋଜୁଥିବା ବେଳେ କଂଗ୍ରେସ ପୂର୍ବତନ…

ଟ୍ରାଏଲ୍‌ ରନ୍‌ ସମୟରେ ଟ୍ରେନ୍‌ରେ କଟି ୨ଜଣଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ଅଡ଼ି ବସିଛନ୍ତି ଗ୍ରାମବାସୀ

ରାୟଗଡା/ଜେକେପୁର,୨୫।୧(ଆଶିଷ ରଞ୍ଜନ ପଣ୍ଡା/ନିଧି ଗାଣ୍ଡେଚା): ରାୟଗଡ଼ା- ଜେକେପୁର ମଧ୍ୟରେ ତୃତୀୟ ରେଳ ଲାଇନ ନିର୍ମାଣ ହେବା ପରେ ବୁଧବାର ରାତିରେ ଟ୍ରାଏଲ ରନ୍‌ କରାଯାଇଥିଲା। ଏହି ସମୟରେ ଟ୍ରେନରେ କଟି ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଦେବଦଳାଗୁଡ଼ା ଗ୍ରାମର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri