ଅନାଥ ଗୁରୁବାରୀଙ୍କୁ ସହାୟତାର ହାତ ବଢ଼ାଇଲେ ବିଡିଓ
କୁନ୍ଦୁରା,୩୦।୧୦( ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଉପାନ୍ତ ତଥା ଛତିଶଗଡ ସୀମାନ୍ତ କେରିମିଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଗୁଡା ଗ୍ରାମର ଅନାଥ ଗୁରୁବାରୀ ଦୁରୁଆ। ସପ୍ତମ ଶ୍ରେଣୀରେ ପଢ଼ୁଥିବା ସମୟରେ ଦେହ ଖରାପ ହେଲା। ଏହାକୁ ନେଇ...
ମହିଳାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ରଖୁଥିଲେ ଶାରୀରିକ ସମ୍ପର୍କ, ସ୍ବାମୀ ଜାଣିଦେବା ପରେ…
ଦିଗପହଣ୍ଡି, ୩୦।୧୦(ଅଶେଷ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ ଅଞ୍ଚଳର ଜଣେ ବିବାହିତାଙ୍କୁ ବଳାତ୍କାର କରିବା ଅଭିଯୋଗରେ ପାଟପୁର ପୋଲିସ ଶୁକ୍ରବାର ଅଭିଯୁକ୍ତ ପପୁ ଦାସଙ୍କୁ ଗିରଫ କରି ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟକୁ ଚାଲାଣ କରିଛନ୍ତି। ଥାନା ମାମଲା ନଂ.୪୮୧/୨୫ ଅନୁଯାୟୀ...
ପାଣିରେ ଭାସୁଛି ପାଚିଲା ଧାନ, କ୍ଷତିଗ୍ରସ୍ତ ଚାଷୀଙ୍କୁ କ୍ଷତିପୂରଣ ଦେବାକୁ…
ଗଞ୍ଜାମ,୩୦।୧୦(ବିଦ୍ୟାଧର ସାହୁ ): ବାତ୍ୟା ସରିଲା କିନ୍ତୁ ଲୋକଙ୍କ ଦୁର୍ଦ୍ଦଶା ବଢିଲା । ବାତ୍ୟା ପ୍ରଭାବରେ ଏବେ ବି ଗଞ୍ଜାମ ବ୍ଲକ ଅଞ୍ଚଳରେ ବର୍ଷା ଲାଗି ରହିଛି । ବାତ୍ୟା ଯୋଗୁ ହୋଇଥିବା ବର୍ଷା ଓ ପବନ ଯୋଗୁ ବ୍ଲକ...
ସାମାଜିକ ବାସନ୍ଦରୁ ମୃତଦେହକୁ ଛୁଇଁଲେନି କେହି! ୮ ଘଣ୍ଟା ପରେ ୩ ଯୁବତୀଙ୍କ କାନ୍ଧରେ ବୁହାହେଲା ଶବ
ଲାଞ୍ଜିଗଡ,୩୦।୧୦(ରମେଶ ଚନ୍ଦ୍ର ନାୟକ): ସାମାଜିକ ବାସନ୍ଦ କାରଣରୁ ମୃତଦେହକୁ ବି ଅନାଇଲେନି। ଏଭଳି ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ସହରରେ । ମୃତ୍ୟୁର ୮ ଘଣ୍ଟା ପରେ ତିନି ଯୁବତୀଙ୍କ କାନ୍ଧରେ...
ଷ୍ଟେଶନରୁ ସ୍କୁଲ ବ୍ୟାଗରେ ଦିଲ୍ଲୀ ଚାଲାଣ ହେଉଥିଲା ଗଞ୍ଜେଇ, ଅଚାନକ ପହଞ୍ଚିଗଲା…
ରାଉରକେଲା,୩୦।୧୦(ସଂଗୀତା ଜେନା): ଷ୍ଟେଶନ ପାର୍ସଲ ଅଫିସରେ ରେଲୱେ ପୋଲିସ (GRP) ଚଢାଉ କରିଛି। ଦୁଇଟି ବଡ଼ ବ୍ୟାଗରେ ୫୦ ଲକ୍ଷରୁ ଅଧିକ ମୂଲ୍ୟର ଗଞ୍ଜେଇ ଚୋରାଚାଲାଣ ସନ୍ଦେହରେ ମାଜିଷ୍ଟ୍ରେଟ ବିକାଶ କୁମାର ଭୋଇଙ୍କ ଉପସ୍ଥିତିରେ ଖୋଲିଲା ୨ ସନ୍ଦିଗ୍ଧ ବ୍ୟାଗ।...
ବିଚାର ବିଭାଗୀୟ କର୍ମଚାରୀଙ୍କୁ ଶପଥ ପାଠ କରାଇଲେ ମାଜିଷ୍ଟ୍ରେଟ, ଜାଣନ୍ତୁ କାହିଁକି…
ଦିଗପହଣ୍ଡି, ୩୦।୧୦(ଅଶେଷ ନାଥ ମିଶ୍ର): ଦୁର୍ନୀତି ନିବାରଣ ସପ୍ତାହ ପାଳନ ପରିପ୍ରେକ୍ଷୀରେ ଗୁରୁବାର ଦିଗପହଣ୍ଡିସ୍ଥିତ ସିଭିଲ କୋର୍ଟ ସିନିୟର ଡିଭିଜନର ମାଜିଷ୍ଟ୍ରେଟ ମହାଶ୍ୱେତା ପରିଜା ବିଚାର ବିଭାଗୀୟ କର୍ମଚାରୀଙ୍କୁ ସାଧୁତାର ଶପଥ ପାଠ କରାଇଛନ୍ତି। ସିଭିଲ କୋର୍ଟ କମ୍ପ୍ଲେକ୍ସରେ ଆୟୋଜିତ...
ଧାନ ବିଲରୁ ଯୁବତୀଙ୍କ ମୃତଦେହ ମିଳିବା ଘଟଣା: ରହସ୍ୟର ପର୍ଦ୍ଦାଫାଶ କଲେ ଏସ୍ପି, ଯୁବତୀଙ୍କ ସହ…
ବଲାଙ୍ଗୀର,୩୦।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅନ୍ତର୍ଗତ ଗଏଲପିଟା ଗାଁ କୁମନାଶି ଜଙ୍ଗଲ ନିକଟ ଏକ ଧାନ କିଆରିରୁ ବୁଧବାର ସକାଳେ ଏକ ଯୁବତୀଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି। ଆଜି ସମ୍ପୃକ୍ତା ଯୁବତୀଙ୍କ ପରିଚୟ ମିଳିବା ପରେ...
‘ସରକାରୀ ଅଫିସ୍, ଜନପ୍ରତିନିଧିଙ୍କ ଘର ଆଗରେ ଧାନ ଗଦାକରିବୁ’
ବରଗଡ଼,୩୦।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଚାଷୀମାନେ ଖରିଫ ଧାନ ଅମଳ କଲେଣି। ଅଥଚ ଧାନ କିଣାବିକା ଆରମ୍ଭ ହେବା ତ ଦୂରର କଥା, ଏପର୍ଯ୍ୟନ୍ତ ଧାନ ସଂଗ୍ରହ କମିଟିର ନୀତି ନିର୍ଦ୍ଧାରଣ ତଥା ପ୍ରସ୍ତୁତି ବୈଠକ ବସି ପାରି ନାହିଁ।...
କଲେକ୍ସନ କରି ଫେରୁଥିଲେ, କୋଲାବ ବ୍ରିଜ୍ ନିକଟରୁ ବ୍ୟବସାୟୀଙ୍କଠାରୁ ଲୁଟିନେଲେ ୫ ଲକ୍ଷ ଟଙ୍କା
କୁନ୍ଦୁରା, ୨୯।୧୦(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଖଟଲାପଦର କୋଲାବ ବ୍ରିଜ ନିକଟରୁ ବ୍ୟବସାୟୀଙ୍କଠାରୁ ବୁଧବାର ଅପରାହ୍ନରେ ଲୁଟ୍ ହୋଇଛି। ଦୁର୍ବୃତ୍ତମାନେ ବ୍ୟବସାୟୀମାନଙ୍କଠାରୁ ୫ଲକ୍ଷ ଟଙ୍କା ଓ ଫୋନ୍ ଆଦି ଚୋରି କରି ନେଇଥିବା କୁନ୍ଦୁରା ଥାନାରେ ଅଭିଯୋଗ...
ମୋବାଇଲ ଚାର୍ଜ ପାଇଁ ରେଳଷ୍ଟେସନରେ ଭିଡ଼
ନନ୍ଦପୁର/ ପାଡୁଆ, (ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): ବାତ୍ୟା ମୋନ୍ଥା ପାଇଁ ରେଳ ବିଭାଗ ତରଫରୁ ସମସ୍ତ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ୩ ଦିନ ପାଇଁ ବାତିଲ କରାଯାଇଛି। ନନ୍ଦପୁର ବ୍ଲକ ଦେଇ ଯାଇଥିବା କେକେ ରେଳ ପଥର ଏକାଧିକ...
ବାତ୍ୟା ‘ମେନ୍ଥା’ ଯୋଗୁ ଲଗାଣ ବର୍ଷା: ପାତ୍ରପୁର ବ୍ଲକର ସ୍ଥିତି ବେହାଲ, ୪ ପଞ୍ଚାୟତ…
ପାତ୍ରପୁର,୨୯ା୧୦(ଉମା ଚରଣ ନେପାକ): ବାତ୍ୟା ‘ମୋନ୍ଥା’ ପ୍ରଭାବରେ ଗଞ୍ଜାମ ଜିଲାରେ ବର୍ଷା ହୋଇଥିଲା। ଜିଲାରେ ସର୍ବାଧିକ ବର୍ଷା ପାତ୍ରପୁର ବ୍ଲକରେ ହୋଇଥିବା ରେକର୍ଡ କରାଯାଇଥିଲା। ବର୍ଷା ଯୋଗୁ ବ୍ଲକର ବିଭିନ୍ନ ସ୍ଥାନ ଜଳମଗ୍ନ ହୋଇଛି। ବୁଧବାର ସା ସୁଦ୍ଧା ବର୍ଷା...
ଜଙ୍ଗଲକୁ ଶିକାର ପାଇଁ ଯାଇଥିଲେ, ଫୁଟିଗଲା ବନ୍ଧୁକ; ଜଣେ ଗୁରୁତର….
ଭଞ୍ଜନଗର,୨୯।୧୦(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଜୟମଙ୍ଗଳ ନିକଟସ୍ଥ ଜଙ୍ଗଲରେ ମଙ୍ଗଳବାର ରାତିରେ ଶିକାରୀ ଗୁଳି ଫୁଟି ଜଣେ ଗୁରୁତର ଆହତ ହୋଇଛନ୍ତି। ଆହତ ଯୁବକଙ୍କୁ ଗ୍ରାମବାସୀ ଉଦ୍ଧାର କରି ଚିକିତ୍ସା ପାଇଁ ଭଞ୍ଜନଗର ହସ୍ପିଟାଲରେ ଭର୍ତ୍ତି...
Archives


