ଫଳାଫଳ ଆସିବାର ଦିନକ ପରେ ଟୁକୁନି ସାହୁଙ୍କ ପ୍ରତିକ୍ରିୟା, ଟିଟଲାଗଡ଼ବାସୀଙ୍କ ଉଦ୍ଦେଶ୍ୟରେ କହିଲେ…
ଭୁବନେଶ୍ୱର,୫।୬: ୨୦୨୪ ନିର୍ବାଚନରେ ବିଜେଡିର ଟାଣୁଆ ନେତ୍ରୀ ତଥା ପରିବହନ ମନ୍ତ୍ରୀ ଟୁକୁନି ସାହୁ ଟିଟଲାଗଡ଼ ବିଧାନସଭା ଆସନରୁ ପରାଜିତ ହୋଇଛନ୍ତି। ସେଠାରେ ତାଙ୍କୁ ଭାଜପାର ନବୀନ କୁମାର ଜୈନ ହରାଇଛନ୍ତି। ତେବେ ଫଳାଫଳ ଆସିବାର ଦିନକ ପରେ ଟୁକୁନି ନିଜର…
ନ୍ୟୁୟର୍କରେ ବିତିଥିଲା ଯୁବାବସ୍ଥା, ପାଶ୍ଚାତ୍ୟ ସଂସ୍କୃତିରେ ବଢ଼ିଥିବା ନବୀନ ଧଳା କୁର୍ତ୍ତା ପିନ୍ଧି ଲେଖିଥିଲେ ନୂଆ ରାଜନୈତିକ ଇତିହାସ
ଭୁବନେଶ୍ୱର,୫।୬: ଦୀର୍ଘ ୨୪ ବର୍ଷର ବିଜେଡି ଶାସନରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ନିଜର ସ୍ବଚ୍ଛ ଏବଂ ନିର୍ମଳ ଭାବମୂର୍ତ୍ତିକୁ ନେଇ ଓଡ଼ିଶାବାସୀଙ୍କ ପ୍ରିୟ ପାଲଟିଥିବା ନବୀନ ପଟ୍ଟନାୟକ ଶେଷରେ ପରାଜିତ ହୋଇ ଇସ୍ତଫା ଦେଇଛନ୍ତି। ଗୋଟିଏ ପଟେ ବିଜେଡି ପରାଜୟର କାରଣ ଖୋଜୁଥିବା…
ପ୍ରଥମ ଥର ପାଇଁ ମହାପ୍ରଭୁ ଜଗନ୍ନାଥଙ୍କ ମାଟିରେ ଭାଜପା ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛି: ମୋଦି
ନୂଆଦିଲ୍ଲୀ,୪।୬: ୨୦୨୪ ନିର୍ବାଚନ ଫଳାଫଳ ଆସିବା ପରେ ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବା ସ୍ପଷ୍ଟ ହୋଇଛି। ଏନ୍ଡିଏ ନେତୃତ୍ୱରେ ଦଳ ଭଲ ପ୍ରଦର୍ଶନ କରିଛି। ଏମିତିରେ ଦଳୀୟ କର୍ମକର୍ତ୍ତାଙ୍କ ମଧ୍ୟରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ଦିଲ୍ଲୀ…
ସତ ହେଲା ଓଡ଼ିଶାକୁ ନେଇ ମୋଦି କରିଥିବା ଭବିଷ୍ୟବାଣୀ
ଭୁବନେଶ୍ୱର,୪।୬: ଓଡ଼ିଶା ବିଧାନସଭା ନିର୍ବାଚନ ୨୦୨୪ରେ ଇତିହାସ ରଚିଛି ଭାଜପା। ଦୀର୍ଘ ୨୫ ବର୍ଷର ବିଜେଡି ଶାସନର ଦୁର୍ଗକୁ ଭେଦ କରିଛି ଦଳ। ୧୪୭ ଆସନରେ ହୋଇଥିବା ମତଦାନର ଗଣନା ଜାରି ରହିଥିବା ବେଳେ ଭାଜପା ବିଜେଡିକୁ ପଛରେ ପକାଇ ଲଗାତର…
ଜଗନ୍ନାଥଙ୍କ ଭୂମିର ସେବା ପାଇଁ ଭାଜପାକୁ ସୁଯୋଗ ମିଳିଛି: ଅମିତ ଶାହା
ନୂଆଦିଲ୍ଲୀ,୪।୬: ଓଡ଼ିଶାରେ ବଡ ବିଜୟ ପରେ ଓଡ଼ିଶାବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି ଅମିତ ଶାହ। ସେ କହିଛନ୍ତି ଜଗନ୍ନାଥଙ୍କ ଭୂମିର ସେବା ପାଇଁ ଭାଜପାକୁ ସୁଯୋଗ ମିଳିଛି, ଏଥିପାଇଁ ଓଡ଼ିଶାବାସୀଙ୍କୁ କୃତଜ୍ଞତା । ମୋଦିଙ୍କ ନେତୃତ୍ବରେ ବିଜୟ ହାସଲ ବିକଶିତ ଭାରତ, ବିକଶିତ…
ସମ୍ବଲପୁରରେ ବହୁ ପଛରେ ପ୍ରଣବ,ଜାଣନ୍ତୁ କେତେ ଭୋଟ୍ରେ ଧର୍ମେନ୍ଦ୍ର ଆଗୁଆ…
ସମ୍ବଲପୁର,୪।୬: ଓଡ଼ିଶାରେ ଭାଜପା ଲୋକ ସଭା ପ୍ରାର୍ଥୀଙ୍କ ଦବ୍ଦବା। ମୋଟ ୧୯ ଆସନରେ ଦଳ ଆଗୁଆ ଚାଲିଥିବା ବେଳେ କଂଗ୍ରେସ ଏବଂ ବିଜେଡି ମାତ୍ର ଗୋଟିଏ ଲେଖାଏ ଆସନରେ ଲିଡ୍ କରୁଛନ୍ତି। ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ଭାଜପା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ…
ମନ୍ମଥଙ୍କଠାରୁ ବହୁ ଆଗରେ ଅପରାଜିତା, ଜାଣନ୍ତୁ କେତେ ଭୋଟ୍ରେ ଆଗୁଆ….
ଭୁବନେଶ୍ୱର,୪।୬: ୨୦୧୪ ଲୋକ ସଭା ନିର୍ବାଚନର ଭୋଟ ଗଣତି ଜାରି ରହିଥିବା ବେଳେ ଭାଜପା ପ୍ରାର୍ଥୀମାନେ ବହୁ ଆଗରେ ଚାଲିଛନ୍ତି। ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ଭାଜପା ୧୯ ଆସନରେ ଆଗୁଆ ଥିବା ବେଳେ ବିଜେଡି ୧ରେ ଆଗୁଆ ଅଛି। ସେହିଭଳି କଂଗ୍ରେସ…
ହାରିଗଲେ ଦୀପାଳି, ଝାରସୁଗୁଡ଼ାରେ ଫୁଟିଲା ପଦ୍ମ
ଝାରସୁଗଡ଼ା,୪।୬: ଝାରସୁଗୁଡ଼ାରେ ପଦ୍ମର ବଡ଼ ବିଜୟ। ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କୁ ୧୩୨୨ ଖଣ୍ଡ ଭୋଟରେ ହରାଇଛନ୍ତି ଭାଜପା ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ। ୨୦୨୪ ଲୋକସଭା ନିର୍ବାଚନ ଶେଷ ପରେ ଆଜି ଭୋଟ ଗଣତି ଜାରି ରହିଛି । ତେବେ ପ୍ରାରମ୍ଭିକ…
ବିଧାନସଭାରେ ଆଗୁଆ ଚାଲିଛି ଭାଜପା
ଭୁବନେଶ୍ୱର,୪ା୬: ରାଜ୍ୟରେ ମଙ୍ଗଳବାର ଜାରି ରହିଛି ଭୋଟ୍ ଗଣତି। ଏହି କ୍ରମରେ ଓଡ଼ିଶା ବିଧାନସଭାର ୧୪ଟି ଆସନରେ ଭାଜପା ଆଗୁଆ ଥିବା ବେଳେ ବିଜେଡି ୯ଟି ଆସନରେ ଆଗୁଆ ରହିଛି।
ଓଜେଇଇ ରେଜଲ୍ଟ ପ୍ରକାଶ, ଏମିତି ଜାଣନ୍ତୁ ନିଜର ର଼୍ୟାଙ୍କ
ଭୁବନେଶ୍ୱର,୩ା୬(ଅସମାପିକା ସାହୁ): ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା (ଓଜେଇଇ-୨୪)ର ଫଳାଫଳ ସୋମବାର ପ୍ରକାଶ ପାଇଛି। ଚଳିତବର୍ଷ ଓଜେଇଇ ପରୀକ୍ଷା ୬.୫.୨୦୨୪ରୁ ଆରମ୍ଭ ହୋଇ ୧୦.୦୫.୨୪ ପର୍ଯ୍ୟନ୍ତ ଚାଲିଥିଲା। ୨୦୨୪-୨୦୨୫ ଶିକ୍ଷାବର୍ଷ ନିମନ୍ତେ ରାଜ୍ୟର ବିଭିନ୍ନ ସରକାରୀ ଯାନ୍ତ୍ରିକ ତଥା ବେସରକାରୀ ବିଶ୍ୱବିଦ୍ୟାଳୟ…
ଟିମ୍ ଇଣ୍ଡିଆକୁ କିଭଳି କୋଚ୍ ଆବଶ୍ୟକ? ବିସିସିଆଇକୁ ଗାଙ୍ଗୁଲିଙ୍କ ପରାମର୍ଶ, ଗମ୍ଭୀରଙ୍କୁ ନେଇ ଦେଲେ ବଡ଼ ବୟାନ…
ନୂଆଦିଲ୍ଲୀ,୧।୬: ଗୋଟିଏ ପଟେ ଟିମ୍ ଇଣ୍ଡିଆ ଆମେରିକାରେ ଟି୨୦ ବିଶ୍ୱକପ୍ ପ୍ରସ୍ତୁତିରେ ଲାଗି ପଡ଼ିଥିବା ବେଳେ ଦେଶରେ ଏହା ବ୍ୟତିତ ଆଗାମୀ କୋଚ କିଏ ହେବ ତାହାକୁ ନେଇ ଚର୍ଚ୍ଚା ଜାରି ରହିଛି। ବିଶ୍ୱକପ୍ ପରେ ବର୍ତ୍ତମାନର କୋଚ୍ ରାହୁଲ ଦ୍ରାବିଡଙ୍କ…
ଧରିତ୍ରୀ ଫଟୋ ଖବରଦାତା ବିବେକ ମହାନ୍ତିଙ୍କ ଅକାଳ ବିୟୋଗ
ସୁନ୍ଦରଗଡ,୧।୬(ଜୟ ନାରାୟଣ ମେଣ୍ଡୁଳି): ଧରିତ୍ରୀର ରାଉରକେଲା ଫଟୋ ଖବରଦାତା ବିବେକ ମହାନ୍ତିଙ୍କ ଶନିବାର ଭୋରରେ ଅକାଳ ବିୟୋଗ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୩୦ ବର୍ଷ ବୟସ ହୋଇଥିଲା। ସେ ରାଉରକେଲା ଧରିତ୍ରୀ ଅଫିସରେ ଫଟୋ ଖବରଦାତା ଭାବେ କାର୍ଯ୍ୟରତ ଥିଲେ। ଗତ…
Archives


