Tag Archives: odisha

ଓଡ଼ିଶାରେ ୨୦୨୫-୨୬ ଶିକ୍ଷାବର୍ଷରୁ ଶିଶୁ ବାଟିକା ନାମଲେଖା: ମନ୍ତ୍ରୀ

ଭୁବନେଶ୍ୱର,୧୮।୨: ଓଡ଼ିଶାର ପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଶିଶୁ ବାଟିକା ପ୍ରବେଶ ଆସନ୍ତା ଶିକ୍ଷାବର୍ଷରୁ ଆରମ୍ଭ ହେବ ବୋଲି ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ମଙ୍ଗଳବାର ସୂଚନା ଦେଇଛନ୍ତି। ଜାତୀୟ ଶିକ୍ଷା ନୀତି (NEP) ୨୦୨୦ ଅନୁଯାୟୀ, ୩ ବର୍ଷ ବୟସର…

ସୁଭଦ୍ରା ଦ୍ୱିତୀୟ କିସ୍ତି ଟଙ୍କା ପାଇଁ ସରକାରଙ୍କ ପ୍ରସ୍ତୁତି, ମାର୍ଚ୍ଚ ୮ ତାରିଖରେ ମିଳିବ ଟଙ୍କା

ଭୁବନେଶ୍ୱର,୧୬।୨: ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ‘ସୁଭଦ୍ରା’ଯୋଜନାରେ ମହିଳା ହିତାଧିକାରୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କାର୍ଯ୍ୟାନ୍ୱୟନ ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକଲୋକସେବା ଭବନରେ ଅନୁଷ୍ଠିତ ଶନିବାର ଅନୁଷ୍ଠିତ ହୋଇଯାଇଛି । ବୈଠକରେ…

ଓଡ଼ିଶାରେ ଭୁଷୁଡ଼ିଲାଣି ଶିକ୍ଷା ବ୍ୟବସ୍ଥା: ଫେଡ଼ାଣ ଜାଣି ନାହାନ୍ତି ଅଷ୍ଟମ ଶ୍ରେଣୀ ପିଲା

ଭୁବନେଶ୍ୱର,୧୪ା୨: ସରକାର ଓଡ଼ିଶାରେ ଶିକ୍ଷାର ଗୁଣବତ୍ତା ଉନ୍ନତ କରିବା ପାଇଁ ପ୍ରୟାସ କରୁଥିବା ବେଳେ, ୮ମ ଶ୍ରେଣୀର ଛାତ୍ରଛାତ୍ରୀମାନେ ବିୟୋଗ ଏବଂ ହରଣ ଭଳି ଗାଣିତିକ ଗଣନାରେ ପଛରେ ପଡ଼ିଛନ୍ତି। ତେବେ ଏହି ସଂଖ୍ୟା ପ୍ରତିବର୍ଷ ବଢିଚାଲିଛିବରୁ ଏହା ଚିନ୍ତାଜନକ ବୋଲି…

ଓଡ଼ିଶା ଟୁର୍ ରେ ଆସିବ ଆଇପିଏଲ ଟ୍ରଫି: ଜାଣନ୍ତୁ କେଉଁଠି ହେବ ଦେଖା

ଭୁବନେଶ୍ୱର,୧୨ା୨: ଓଡ଼ିଶା ଟୁର୍ ରେ ଆସିବାକୁ ଯାଉଛି ଟାଟା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ଟ୍ରଫି। ହେବ ଆଇପିଏଲ ମ୍ୟାଚ୍ ଅନୁଷ୍ଠିତ ହୋଇ ନ ଥିଲା ବେଳେ ଏବେ ଏହାର ଟ୍ରଫି ଆସିବାକୁ ଯାଉଛି। ଆଇପିଏଲ ୨୦୨୪ରେ ଏକ ସ୍ମରଣୀୟ ଅଭିଯାନ…

ଓଡ଼ିଶାରେ ବଢିବ ଏନ୍‍.ସି.ସି. କାଡେଟ୍‍ ସଂଖ୍ୟା: କାଡେଟମାନଙ୍କୁ ମିଳିବ ବିମାନ ଉଡାଣ ପ୍ରଶିକ୍ଷଣ

ଭୁବନେଶ୍ୱର, ୧୦।୨: ଏନ୍‍.ସି.ସି. ମହାନିର୍ଦ୍ଦେଶକ ଲେଫ୍‍ଟନାଣ୍ଟ ଜେନେରାଲ ଗୁରୁବୀର ପାଲ୍‍ ସିଂହ ସୋମବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଓଡ଼ିଶାରେ ଏନ୍‍.ସି.ସି.ର ସମ୍ପ୍ରସାରଣ ସମ୍ପର୍କରେ ଆଲୋଚନା କରିଛନ୍ତି । ଆଲୋଚନାରୁ ଜଣାଯାଇଛି ଯେ, ଓଡ଼ିଶାରେ ଏନ୍‍.ସି.ସି.ର କାଡେଟ୍‍…

ଷୋଡଶ ଅର୍ଥ କମିଶନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା, ଆଗାମୀ ପାଞ୍ଚ ବର୍ଷ ପାଇଁ କଲେ ଏତିକି କୋଟି ଦାବି

ଭୁବନେଶ୍ୱର,୬।୧: ୨୦୨୬-୩୧ ବର୍ଷ ପାଇଁ ରାଜ୍ୟ ସରକାର ଓଡିଶା ପାଇଁ ୧୨,୫୯,୧୪୮ କୋଟି ଟଙ୍କାର ଦାବି ଉପସ୍ଥାପନ କରିଛନ୍ତି। ଗୁରୁବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୧୬ଶ ଅର୍ଥ କମିଶନଙ୍କ ସହିତ ଆଲୋଚନା ପରେ ଗଣମାଧ୍ୟମ ଆଗରେ ବିବୃତ୍ତିରଖି ଏହା କହିଛନ୍ତି।…

ବୁଡା ଘାଟିରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ, ୨୪ ଆହତ

ଗଜପତି, ୪।୨(ଗିରିଧାରୀ ପରିଛା): ଗଜପତି ଜିଲା ନୂଆଗଡ଼ ବ୍ଲକ ଖଜୁରିପଦା ନିକଟସ୍ଥ ବୁଡା ଘାଟିରେ ଵିକ୍ରାନ୍ତା ନାମକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୨୦ ଯାତ୍ରୀ ଆହତ ହୋଇଥିବା ବେଳେ ୪ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି। ବ୍ରହ୍ମପୁରରୁ ପାରଳାଖେମୁଣ୍ଡି…

ପୋଷଣ ୨.୦ କାର୍ଯ୍ୟକ୍ରମ: ଉପକୃତ ହେବେ ଓଡ଼ିଶାର ୩୬ଲକ୍ଷରୁ ଅଧିକ ଶିଶୁ, ମହିଳା

ଭୁବନେଶ୍ୱର,୩।୨: ଚଳିତବର୍ଷ କେନ୍ଦ୍ର ବଜେଟ୍‌ରୁ ଓଡ଼ିଶା ଲାଭବାନ ହେବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଖବରଦାତା ସମ୍ମିଳନୀରେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ଅଗ୍ରଗତି ଓ ଅଭିବୃଦ୍ଧି ପାଇଁ ଯେଉଁ ଦୂରଦୃଷ୍ଟି ରଖିଛନ୍ତି ତାହା ଏହି ବଜେଟ୍‌ ମାଧ୍ୟମରେ…

ଅମିତାଭ ବଚ୍ଚନଙ୍କ ହୃଦୟ ଜିତିଲେ ଓଡ଼ିଆ ଝିଅ କରିଶ୍ମା: ଲଞ୍ଚ୍‌ ପାଇଁ ଡାକିଲେ ବିଗ୍‌ ବି’

ନୂଆଦିଲ୍ଲୀ,୩।୨: ଓଡ଼ିଶାର ରାଇରଙ୍ଗପୁରର ଝିଅ କରିଶ୍ମା ଶର୍ମା କୌନ ବନେଗା କରୋଡ଼ପତି ୧୬ରେ ତାଙ୍କର ପ୍ରଭାବଶାଳୀ ପ୍ରଦର୍ଶନ ଦ୍ୱାରା ଅମିତାଭ ବଚ୍ଚନଙ୍କ ହୃଦୟ ଜିତିଛନ୍ତି। ଚ୍ୟାଲେଞ୍ଜିଂ ‘ସୁପର ସନ୍ଦୁକ’ ସେଗମେଣ୍ଟରେ ତାଙ୍କର ସଫଳତା ତାଙ୍କୁ କେବଳ ୧୨,୫୦,୦୦୦ ଟଙ୍କା ଦେଇନାହିଁ ବରଂ…

Budget 2025: ବଜେଟ୍‌ରେ ଓଡ଼ିଶାକୁ ମିଳିପାରେ ଏସବୁ ଲାଭ, ଏମାନଙ୍କ ପାଇଁ ହେବ ବଡ଼ ଘୋଷଣା!

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ସହିତ ୧୮ତମ ଲୋକ ସଭାର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ବଜେଟ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି ଏବଂ ଦେବୀ ଲକ୍ଷ୍ମୀଙ୍କୁ ପ୍ରଣାମ କରିଛନ୍ତି। ଏଥିସହ ସେ…

ଉପକୂଳ ଓଡ଼ିଶାରେ ଲଗାତର ୧୦ ଦିନ କୁହୁଡ଼ି: ୬ବର୍ଷରେ ପ୍ରଥମ ଘଟଣା

ଭୁବନେଶ୍ୱର,୩୧ା୧(ଅନୁରାଧା ମହାରଣା): ଉପକୂଳ ଓଡ଼ିଶାରେ ଗତ ୨୧ରୁ ୩୦ ତାରିଖ ଯାଏ ୧୦ଦିନ ଧରି ଲଗାତାର ଭାବେ ଘନ କୁହୁଡି ଅନୁଭୂତ ହେଉଛି। ବଙ୍ଗୋପସାଗର ଅଞ୍ଚଳରେ ଏକ ଗୁରୁଚାପ ବଳୟର ଉପସ୍ଥିତି ତଥା ପଶ୍ଚିମାଝଡ଼ର ଆଗମନ ଯୋଗୁ ଏପରି ପାଣିପାଗ ପରିସ୍ଥିତି…

ଜଙ୍ଗଲ ନିଅଁା: ଓଡ଼ିଶା ଦ୍ୱିତୀୟ, ୭ ଦିନରେ ୧୮୧ ସ୍ଥାନରେ ନିଅଁା ଲାଗିଲାଣି

ଭୁବନେଶ୍ୱର,୩୧ା୧(ବନ୍ଦନା ସେଠୀ): ୨୦୨୩-୨୪ ବନାଗ୍ନି ଋତୁରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ଉତ୍ତରାଖଣ୍ଡ ପ୍ରଥମ ଏବଂ ଛତିଶଗଡ଼ ତୃତୀୟ ସ୍ଥାନରେ ରହିଛି। ଫରେଷ୍ଟ ସର୍ଭେ ଅଫ୍‌ ଇଣ୍ଡିଆ (ଏଫ୍‌ଏସ୍‌ଆଇ)ର ରିପୋର୍ଟ ଅନୁଯାୟୀ, ୨୦୨୩ରେ ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ୩୬,୭୧୩ଟି ସ୍ଥାନରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri