୫ ଦିନ ଧରି ଭୋକ ଉପାସରେ ବିଲରେ ପଡ଼ି ରହିଥିଲେ ବୃଦ୍ଧ, ଭଞ୍ଜନଗର ପୋଲିସ ଉଦ୍ଧାର କରି…
ଭଞ୍ଜନଗର,୯।୯(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଖମାରେଡି ଗ୍ରାମରେ ଆଜକୁ ୫ ଦିନ ହେବ ଅନାହାରରେ ପଡିରହିଥିବା ଜଣେ ବୃଦ୍ଧଙ୍କୁ ମଙ୍ଗଳବାର ସାରେ ଗ୍ରାମବାସୀ ଏବଂ ପୋଲିସ ମିଶି ଉଦ୍ଧାର କରିଛନ୍ତି । ଏହାପରେ ପୋଲିସ ବୃଦ୍ଧଙ୍କୁ ଚିକିତ୍ସା…
ପଦ୍ମପୁର ଜିଲା କୃଷି ବିଭାଗରେ ୨୨.୩୦ ଲକ୍ଷ ଘୋଟାଲା: କିରାଣୀ ଗିରଫ, ପିଅନ ଫେରାର
ପଦ୍ମପୁର,୯ା୯(ପ୍ରଦୀପ୍ତ ଦାଶ): ପଦ୍ମପୁର ଜିଲା କୃଷି ବିଭାଗ କାର୍ଯ୍ୟାଳୟରେ ବରିଷ୍ଠ କିରାଣୀ ଓ ପିଅନ ମିଶି ଲକ୍ଷାଧିକ ଟଙ୍କା ଉଠାଇ ନେଇଥିବା ସ୍ଥାନୀୟ ଥାନାରେ ଅଭିଯୋଗ ହୋଇଛି। ଜିଲା କୃଷି ଅଧିକାରୀ ପ୍ରଭାସ ଚନ୍ଦ୍ର ପଣ୍ଡାଙ୍କ ଏତଲା କ୍ରମେ ସ୍ଥାନୀୟ ପୋଲିସ…
ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ୨୦ ବର୍ଷୀୟା ଯୁବତୀ, ବସ୍କୁ ଅପେକ୍ଷା କରିଥିବା ବେଳେ ମାଡ଼ି ବସିଲା ବ୍ରାହ୍ମଣୀଗାଁ ପୋଲିସ
ଦାରିଙ୍ଗବାଡି, ୯।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ଯୁବତୀ ଗଞ୍ଜେଇ ଚୋରାଚାଲାଣ କରିବା ବେଳେ ବ୍ରାହ୍ମଣୀଗାଁ ପୋଲିସ ହାତରେ ଧରାପଡ଼ିଛନ୍ତି। ଯୁବତୀଙ୍କଠାରୁ ୨ ଟି ବ୍ୟାଗରେ ଥିବା ୮ କେଜି ଗଞ୍ଜେଇକୁ ପୋଲିସ ଜବତ…
ଛାତ୍ରୀଙ୍କୁ ଅସଦାଚରଣ ମାମଲା: ପ୍ରଧାନଶିକ୍ଷକଙ୍କ ସ୍ତ୍ରୀ ଥାନାରେ ଏତଲା ଦେବା ପରେ ବି ପୋଲିସ, ଶିକ୍ଷା ବିଭାଗର କାର୍ଯ୍ୟାନୁଷ୍ଠାନ ଠପ୍
ଭବାନୀପାଟଣା, ୯।୯ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ ବ୍ଲକ ଅନ୍ତର୍ଗତ ବଳଦିଆମାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦୁଲେନ୍ଦ୍ର ମେହେର ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ଗତ ୩ ତାରିଖ ଜୁନାଗଡ଼ ପୋଲିସ ଦ୍ୱାରା ପୋକ୍ସୋ ଆକ୍ଟରେ ଗିରଫ…
କାର୍ ଭିତରେ ନାବାଳିକାଙ୍କୁ ବଳାତ୍କାର ମାମଲା: ସେହିଦିନର ଘଟଣା ସମ୍ପର୍କରେ ଖୁଲାସା କଲେ ଏସଡିପିଓ
ଦାରିଙ୍ଗବାଡି, ୯।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଶୁକ୍ରବାର ସନ୍ଧ୍ୟାରେ ଜଣେ ନାବାଳିକା ଗଣେଶ ମୂର୍ତ୍ତି ବିସର୍ଜନ ମେଢ଼ ଦେଖିବାକୁ ଯାଇ ବଳାତ୍କାରର ଶିକାର ହୋଇଥିଲେ । ଉକ୍ତ ମାମଲାରେ ଅଭିଯୁକ୍ତଙ୍କୁ ପୋଲିସ ଦାରିଙ୍ଗବାଡିରୁ ଗିରଫ କରିଛି…
ଧର୍ମଶାଳାରୁ ସମ୍ପୂର୍ଣ୍ଣ ସଫା ହୋଇଯିବ ବିଜେଡି! ଆସନ୍ତାକାଲି ମହାମିଶ୍ରଣ ପର୍ବ, ଭାଜପାରେ ମିଶିଯିବେ ଏମାନେ…
ଧର୍ମଶାଳା,୯।୯(ଶିବ ପ୍ରସାଦ ମହାନ୍ତି): ସାଧାରଣ ନିର୍ବାଚନ ପରେ ବିଜେଡି ସ୍ଥିତି ଦିନକୁ ଦିନ ବିଗିଡିବାରେ ଲାଗିଛି । ଯାଜପୁର ଜିଲା ଧର୍ମଶାଳାରୁ ଲିଭିଯିବ କି ଶଙ୍ଖ ଚିହ୍ନ। ଏମିତି ଆଲୋଚନା ବଜାର ଘାଟରେ ଶୁଣିବାକୁ ମିଳୁଛି। କାରଣ ଆଉ ଧର୍ମଶାଳା ନିର୍ବାଚନ…
ଆଉ ହାତ ମାରିହେବନି: ଏତେ ବଢିଗଲା ସୁନା ଦର, ଜାଣନ୍ତୁ ଭୁବନେଶ୍ୱରରେ କେତେ…
ଭୁବନେଶ୍ୱର,୯।୯: ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ, ସୁନା ଏବଂ ରୂପାରେ ଏକ ବିରାଟ ବୃଦ୍ଧି ଘଟିଛି। ମଙ୍ଗଳବାର ୨୪ କ୍ୟାରେଟ ସୁନା ୧୩୦୦ ଟଙ୍କା ବୃଦ୍ଧି ପାଇ ପ୍ରତି ୧୦ ଗ୍ରାମ ୧,୧୦,୨୯୦ ଟଙ୍କାର ରେକର୍ଡ ସ୍ତରକୁ ପହଞ୍ଚିଛି। ଭୂରାଜନୈତିକ…
ବିଜେଡିକୁ ବଡ଼ ଝଟକା: ଦଳ ଛାଡିଲେ ଏହି ବରିଷ୍ଠ ନେତା, ରାଜନୀତିରେ ହଇଚଇ
ରାୟଗଡ଼ା,୯।୯(ଆଶିଷ ରଞ୍ଜନ ପଣ୍ଡା): ଗତ ୪ ତାରିଖରେ ବିଜେଡି ଜିଲା ସଭାପତି ଭାବେ ଜଗନ୍ନାଥ ସାରକାଙ୍କ ନାମ ଘୋଷଣା ପରେ ଜିଲା ବିଜେଡିରେ ଭୃକୁଞ୍ଚନ ସୃଷ୍ଟି ହୋଇଛି। ଜିଲାରେ ବିଜେଡିରେ ବରିଷ୍ଠ ନେତା ଓ କର୍ମୀଙ୍କ ମନରେ କୁହୁଳିଛି ଅସନ୍ତୋଷର ନିଆଁ।…
ଯାହା ବି କିଛି ଥିଲା, ସେତେକ ବି ଗଲା: ବିଜେଡିକୁ ତଥାଗତଙ୍କ ତାଚ୍ଛଲ୍ୟ
ଭୁବନେଶ୍ୱର,୯।୯: ଚାଲିଛି ଉପରାଷ୍ଟ୍ରପତି ନିର୍ବାଚନ। ଏହି ସମୟରେ ବିଜେଡିକୁ ତେର୍ଚ୍ଛା ବାଣ ମାରି ଚର୍ଚ୍ଚାକୁ ଆସିଛନ୍ତି ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟର ସମ୍ପାଦକ ତଥାଗତ ସତପଥୀ। ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡି ଭୋଟ ନ ଦେବା ପାଇଁ ନିଷ୍ପତ୍ତି ନେବା ପ୍ରସଙ୍ଗରେ ସେ…
ଜିଲା ସଭାପତି ଘୋଷଣା ପରେ ଅସନ୍ତୁଷ୍ଟ ବରିଷ୍ଠ ନେତା, କର୍ମୀ : ସାମୂହିକ ଭାବେ ଇସ୍ତଫା ଦେବା ନେଇ…
ରାୟଗଡ଼ା,୯।୯(ଆଶିଷ ରଞ୍ଜନ ପଣ୍ଡା): ଗତ ୪ ତାରିଖରେ ବିଜେଡି ଜିଲା ସଭାପତି ଭାବେ ଜଗନ୍ନାଥ ସାରକାଙ୍କ ନାମ ଘୋଷଣା ପରେ ଜିଲା ବିଜେଡିରେ ଭୃକୁଞ୍ଚନ ସୃଷ୍ଟି ହୋଇଛି। ଜିଲାରେ ବିଜେଡିରେ ବରିଷ୍ଠ ନେତା ଓ କର୍ମୀଙ୍କ ମନରେ କୁହୁଳିଛି ଅସନ୍ତୋଷର ନିଆଁ।…
ସରପଞ୍ଚଙ୍କୁ କଂଗ୍ରେସ ପକ୍ଷରୁ ସମ୍ବର୍ଦ୍ଧନା: ଦିଲ୍ଲୀ ସ୍ବାଧୀନତା ଦିବସରେ …
ପାଟଣା,୧।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡପାଟଣା ପଞ୍ଚାୟତ ସରପଞ୍ଚ ବିନତୀ ବାନରା ନୂଆଦିଲ୍ଲୀର ୭୯ତମ ସ୍ବାଧୀନତା ଦିବସ ପରେଡରେ ପଞ୍ଚାୟତରାଜ ସଦସ୍ୟ ଭାବେ ଯୋଗଦେଇ ଫେରିଛନ୍ତି । ଏଥିସହ ସେ ସ୍ବାଧୀନତା ଦିବସ ଅବସରରେ କେନ୍ଦ୍ରସରକାରଙ୍କ ଦ୍ୱାରା…
ଭଦ୍ରକ କଲେଜ ଗେଟ୍ରେ ବ୍ୟାନର ଲଗାଯିବାକୁ ନେଇ ହୋହଲ୍ଲା: ଟାୟାର ଜାଳି ଧାରଣା
ଭଦ୍ରକ, ୯।୯(ସନାତନ ରାଉତ): ଭଦ୍ରକ କଲେଜ ମୁଖ୍ୟ ଗେଟରେ ବ୍ୟାନର ଲଗାଯିବାକୁ ନେଇ ଗତକାଲି ରାତିରୁ ହୋହଲ୍ଲା ଚାଲିଛି । ମଙ୍ଗଳବାର ସକାଳୁ ଛାତ୍ର ବିଜେଡି ସମର୍ଥିତ କେରକେରା ଛାତ୍ର କଲେଜ ଗେଟ୍ରେ ବାଉଁଶ ବାନ୍ଧି ଟାୟାର ଜାଳି ଗେଟ୍ ଅବରୋଧ…

