Tag Archives: odisha

ଦିଗପହଣ୍ଡି ପଥ ବିକ୍ରେତା ସଂଘ ପକ୍ଷରୁ ବିକ୍ଷୋଭ, କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଆନ୍ତର୍ଜାତିକ ହକ୍କର ଦିବସ ଅବସରରେ ସୋମବାର ଦିଗପହଣ୍ଡି ପଥ ବିକ୍ରେତା ସଙ୍ଘ ମିଳିତ ହକ୍କର କାର୍ଯ୍ୟ ପ୍ରକ୍ରିୟା କମିଟି ପକ୍ଷରୁ ବିଭିନ୍ନ ଦାବି ନେଇ ସ୍ଥାନୀୟ ଏନ୍‌ଏସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଶ୍ରମିକ ସଙ୍ଗଠନ…

ଦୁର୍ଘଟଣାରେ ଚାଲିଗଲେ ସତ, ହେଲେ ଚକ୍ଷୁ ଦାନ କରି ଅମର ହୋଇଗଲେ ରାଜେନ୍ଦ୍ର

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବେଲଗୁଣ୍ଠା ମୁଖ୍ୟ ରାସ୍ତାର ନୂଆଗାଁ ସେତୁ ଉପରେ ସୋମବାର ରାତିରେ ୩ଟି ପୃଥକ ବାଇକ୍‌ ଦୁର୍ଘଟଣା ହୋଇଥିଲା। ଏଥିରେ ୬ ଜଣ ଆହତ ହୋଇଥିଲେ। ସେଥିମଧ୍ୟରୁ ଜଣେ ଯୁବକଙ୍କର ବ୍ରହ୍ମପୁର ବଡ ମେଡ଼ିକାଲରେ ମୃତ୍ୟୁ…

ଶ୍ରୀ ଜଗନ୍ନାଥ ମନ୍ଦିର ସହ ଜଡ଼ିତ ଶବ୍ଦ, ଲୋଗୋଗୁଡ଼ିକର ପେଟେଣ୍ଟ ପାଇଁ ଆବେଦନ କରିବ ଓଡ଼ିଶା

ପୁରୀ,୨୬।୫: ପୁରୀ ରାଜା ଗଜପତି ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକରେ, ଶ୍ରୀ ଜଗନ୍ନାଥ ମନ୍ଦିର ସହ ଜଡ଼ିତ ଶବ୍ଦ ଓ ଲୋଗୋଗୁଡ଼ିକର ପେଟେଣ୍ଟ ପାଇଁ ଆବେଦନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତି ସମ୍ପର୍କରେ ସୂଚନା…

ଓଡ଼ିଶାରେ ମାତ୍ର ୨.୭% ଲୋକଙ୍କ ପାଖରେ ଅଛି କାର, ୫୦%ରୁ କମ୍ ପାଖରେ ବାଇକ: ସର୍ଭେ

ଭୁବନେଶ୍ୱର,୨୪ା୫: ଏକ ଜାତୀୟ ସ୍ତରୀୟ ଗାଡ଼ି ମାଲିକାନା ସର୍ଭେରେ ଓଡ଼ିଶା ତଳେ ରହିଛି, ଯେଉଁଥିରେ ମାତ୍ର ୨.୭% ପରିବାରରେ କାର ଅଛି, ଯାହା ଜାତୀୟ ହାର ୭.୫% ଠାରୁ ବହୁତ କମ। ସେହିପରି ରାଜ୍ୟରେ ଦୁଇ ଚକିଆ ଗାଡ଼ିର ପ୍ରଚଳନ ମଧ୍ୟ…

ଭୁଶୁଡ଼ିଲା କରାଣ୍ଡିଆ ବ୍ରାଞ୍ଚ କେନାଲ ଲାଇନିଂ କାର୍ଯ୍ୟ, ଠିକାଦାରଙ୍କ ଚଞ୍ଚକତାକୁ ନେଇ ଉଠୁଛି ପ୍ରଶ୍ନ

ନିଶ୍ଚିନ୍ତକୋଇଲି,୨୫।୫(ଅଶୋକ କୁମାର ମହାପାତ୍ର): ନିମ୍ନମାନର କାମ ଯୋଗୁ ଅଧାରୁ ଭୁଶୁଡ଼ି ପଡ଼ିଲା କେନାଲ ଲାଇନିଙ୍ଗ କାର୍ଯ୍ୟ। ଫଳରେ କୋଟି କୋଟି ଟଙ୍କା ପାଣିରେ ପଡ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ନିଶ୍ଚିନ୍ତକୋଇଲି ବ୍ଲକ ଅଞ୍ଚଳ ଦେଇ କରାଣ୍ଡିଆ ବ୍ରାଞ୍ଚ କେନାଲ ପ୍ରବାହିତ…

ହତ୍ୟା କରି ଚୌଦ୍ୱାର ଜେଲରେ ଥିଲେ, ଗାମୁଛା ଲଗାଇ ଝୁଲି ପଡ଼ିଲେ କଏଦୀ

ଚୌଦ୍ୱାର ,୨୫।୫(ଆଶୁତୋଷ ଦାସ): ଚୌଦ୍ୱାର ସର୍କଲ ଜେଲରେ ହତ୍ୟାକାଣ୍ଡରେ ଅଭିଯୁକ୍ତ ଥିବା ବିଚରାଧୀନ କଏଦୀ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଟାଙ୍ଗୀ ଥାନା ଜରିପଡା ପଞ୍ଚାୟତ ସାମନ୍ତରାପୁର ଗ୍ରାମର ବିଷ୍ଣୁ ଚରଣ ସ୍ବାଇଁ। ସୂଚନାନୁଯାୟୀ, ଶନିବାର ଅପରାହ୍ନ ସମୟରେ ବିଷ୍ଣୁ ୱାର୍ଡରେ…

ଶୋଇଥିବା ବେଳେ ଚୋଟ ମାରିଲା ସାପ: ଚାଲିଗଲା ଛାତ୍ରୀଙ୍କ ଜୀବନ, ଜଣେ ଗୁରୁତର

ଭଞ୍ଜନଗର,୨୫।୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନାରିଙ୍ଗିପଲ୍ଲୀ ଗ୍ରାମର ତେଜସୀନି ପ୍ରଧାନ(୯) ସର୍ପ ଦଂଶନରେ ମୃତ୍ୟୁବରଣ କରିଛନ୍ତି। ଭଞ୍ଜନଗର ପୋଲିସ ତାଙ୍କ ମରଶରୀରକୁ ଜବତ କରି ରବିବାର ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ହସ୍‌ପିଟାଲକୁ ପଠାଇ ଦେଇଛି। ସେହିଭଳି ଅନ୍ୟ…

ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିଲେ, ଶିବଗଙ୍ଗା ପୁଷ୍କରିଣୀରେ ବୁଡ଼ି ଚାଲିଗଲା ଯୁବକଙ୍କ ଜୀବନ

ଧୂଷୁରୀ, ୨୫।୫ (ଦୀପ୍ତି ରଞ୍ଜନ ନାୟକ): ଭଦ୍ରକ ଜିଲା ଆଖଣ୍ଡଳମଣି ପୀଠ ଆରଡିରେ ଥିବା ଶିବଗଙ୍ଗା ପୁଷ୍କରିଣୀରେ ରବିବାର ଏକ ଅଘଟଣ ଘଟିଛି। ପୁଷ୍କରିଣୀରେ ଗାଧୋଉଥିବା ବେଳେ ଗୋଡ଼ ଖସିଯାଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଧାମନଗର ଥାନା ଅଧୀନ…

ଚେତାଇଲା ପାଣିପାଗ ବିଭାଗ: କାଲିଠୁ ବଢ଼ିବ ବର୍ଷା, ବଜ୍ରପାତ ସହ ଘଣ୍ଟାପ୍ରତି ବହିବ…

ଭୁବନେଶ୍ୱର,୨୪ା୫ (ଅନୁରାଧା ମହାରଣା)- ଦେଶରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଇତିମଧ୍ୟରେ ମୌସୁମୀ କେରଳ ଛୁଇଁଥିବାବେଳେ ଏହା ପ୍ରଭାବରେ ରାଜ୍ୟରେ ପ୍ରାକ୍‌ମୌସୁମୀ ବର୍ଷା ଆରମ୍ଭ ହୋଇଛି। ଉତ୍ତର ଉପକୂଳ ଓଡ଼ିଶା ଏବଂ ତା’ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ…

ବିବାହର ୧୪ ବର୍ଷ ପରେ ବି ଯୌତୁକ ଦାବି, ସ୍ତ୍ରୀଙ୍କୁ କାତିରେ ହାଣି ହତ୍ୟା ଉଦ୍ୟମ, ସ୍ବାମୀଙ୍କ ନାଁରେ…

ଦିଗପହଣ୍ଡି,୨୪।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ବୁଡୁ ସେଠୀ ତାଙ୍କ ସ୍ତ୍ରୀ ରଶ୍ମୀ ସେଠୀଙ୍କୁ କାତିରେ ମରଣାନ୍ତକ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ରଶ୍ମୀଙ୍କ ଭାଇ ଲକ୍ଷ୍ମୀ ଚରଣ ସେଠୀ ଏନେଇ…

ଜେସିବିରେ କାମ କରିବା ବେଳେ ମାଟି ପଡ଼ିଗଲା, ଚାଷଜମିରେ ଗୋଡ଼ାଇ ଗୋଡ଼ାଇ ହାଣିଦେଲେ

ରେଢାଖୋଲ ୨୪।୫(ଅଚ୍ୟୁତାନନ୍ଦ ପୁରୋହିତ): ସମ୍ବଲପୁର ଜିଲା ରେଢାଖୋଲ ଥାନା ବୁର୍ଡା ପଞ୍ଚାୟତର ବଡ଼ମାଳ ଗ୍ରାମରେ ଜମିବାଡି ବିବାଦରୁ ଏକ ହତ୍ୟାକାଣ୍ଡ ଘଟିଛି। ବଡମାଳ ଗ୍ରାମର ପ୍ରଫୁଲ୍ଲ ନାଏକଙ୍କୁ ଶନିବାର ସକାଳ ୧୦ଟାରେ ସେହି ଗ୍ରାମର ବିଭୂତି ପ୍ରଧାନ ଟାଙ୍ଗିଆରେ ହାଣି ହତ୍ୟା…

ଅସରାଏ ବର୍ଷା ହେଲେ ଘରେ ପଶୁଛି ପାଣି, ପଥର ରଖି ରାସ୍ତା ଅବରୋଧ କଲେ ଗ୍ରାମବାସୀ

ଆନନ୍ଦପୁର/ଘସିପୁରା, ୨୪।୫(ସୁଶାନ୍ତ କୁମାର ସାହୁ/ନିରଞ୍ଜନ ସାହୁ): କାଳବୈଶାଖୀ ଯୋଗୁ ହେଉଥିବା ଅଦିନିଆ ବର୍ଷାରେ ଦେଓଗାଁ ମୁଖ୍ୟ ରାସ୍ତାରେ ଜମୁଛି ଆଣ୍ଠୁଏ ପାଣି। ଏହା ନିଷ୍କାସନ ହୋଇପାରୁ ନ ଥିବାରୁ ଲୋକଙ୍କ ଘରେ ପାଣି ପଶି ଧାନ, ଚାଉଳ ଓ ଅନେକ ଜିନିଷପତ୍ର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri