Tag Archives: odisha

ସେପ୍ଟେମ୍ବର ୧୧ରେ ଘୁମୁସର ଦିବସ, ପାଳନ ନେଇ…

ଭଞ୍ଜନଗର,୧୨।୮(ବାବୁଲା ପ୍ରଧାନ)-ଘୁମୁସର ବିକାଶ ପରିଷଦର ଏକ ଜରୁରୀ ବୈଠକ ମଙ୍ଗଳବାର ଆଇନଜୀବୀ ସୋମନାଥ ନାୟକଙ୍କ ଭଞ୍ଜନଗର ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନାୟକ ଅଧ୍ୟକ୍ଷତା କରି ଘୁମୁସର ଇତିହାସ, ଦିବସ ଓ ଉକ୍ତ ଦିବସ ପାଳନର ଆବଶ୍ୟକତା ସମ୍ପର୍କରେ କହିଥିଲେ। ସମ୍ପାଦକ…

ନିଜ ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଭର୍ତ୍ତି

ଭୁବନ,୧୨।୮( ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଏନଏସି ୨ ନମ୍ବର ଓାର୍ଡର ଅଜୟ କୁମାର େହେରାଙ୍କ ପତ୍ନୀ ପ୍ରେମଲତା ନାଏକ (୩୬) ସୋମବାର ରାତିରେ ନିଜ ଦେହରେ କିରୋସିନି ଢ଼ାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଗୁରୁତର…

ଅନଲାଇନ ଗେମକୁ ପରିବାର ଲୋକେ ବାରଣ କରିବାରୁ ଚରମ ନିଷ୍ପତ୍ତି ନେଲେ ନାବାଳକ, ବାଥରୁମ୍‌ରେ…

ବାଲେଶ୍ୱର, ୧୨।୮(ବାଞ୍ଛାନିଧି ଦେ): ଅନଲାଇନ ଗେମ ହେଲା କାଳ। ପରିବାରଲୋକେ ଖେଳିବାକୁ ବାରଣ କରିବାରୁ ବାଥରୁମରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କଲା ନାବାଳକ ପୁଅ । ମୃତ ନାବାଳକ ହେଉଛନ୍ତି ଅଷ୍ଟମ ଶ୍ରେଣୀର ଛାତ୍ର। ଅନଲାଇନ ଗେମ ଖେଳକୁ ପରିବାର…

ପୁଣି ଚର୍ଚ୍ଚାରେ FM ମହାବିଦ୍ୟାଳୟ, କଲେଜ କ୍ୟାମ୍ପସରେ ପଶି ଛାତ୍ରୀଙ୍କ ସହ କଲେ…

ବାଲେଶ୍ୱର, ୧୨।୮ (ବାଞ୍ଛାନିଧି ଦେ): ବାଲେଶ୍ୱର ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ କ୍ୟାମ୍ପସ ଅସୁରକ୍ଷିତ ହୋଇପଡିଛି । ପ୍ରାୟ ଏକ ମାସ ପୂର୍ବରୁ ଛାତ୍ରୀ ସୌମ୍ୟାଶ୍ରୀ ଆତ୍ମାହୁତି ଘଟଣା ମନରୁ ଲିଭି ନ ଥିବା ବେଳେ ସୋମବାର ପୁଣି ଏକ ସମ୍ବେଦନଶୀଳ ଘଟଣା…

ଫୋନରେ ପୂର୍ବତନ ମେୟରଙ୍କୁ ହତ୍ୟା ଧମକ, ପୋଲିସର ତଦନ୍ତ ଆରମ୍ଭ

ବ୍ରହ୍ମପୁର,୧୨।୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁରର ମହାନଗର ନିଗମର ପୂର୍ବତନ ମେୟର ଶିବଶଙ୍କର ଦାଶ ଓରଫ ପିଣ୍ଟୁଙ୍କୁ ଫୋନରେ ହତ୍ୟା ଧମକ ଦିଆଯାଇଛି। ସେ ଏନେଇ ଗୋଶାଣିନୁଆଗାଁ ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ତଦନ୍ତ ଆରମ୍ଭ କରିଛି…

ରୋଗୀକୁ ନେବା ଆସିଥିଲା ୧୦୮ ଆମ୍ବୁଲାନ୍ସ, ହଠାତ୍‌ ରାସ୍ତାରେ ଲାଗିଲା ନିଆଁ

ବାଣପୁର,୧୨।୮ ( ଦିଲ୍ଲୀପ କୁମାର ସ୍ବାଇଁ ): ଖୋର୍ଦ୍ଧା ଜିଲା ନାଚୁଣୀ ଥାନା ଅନ୍ତର୍ଗତ ବାଣପୁର ମୁଖ୍ୟ ରାସ୍ତା ଆୟତପୁର ଠାରୁ ଦେଓଗାଁଁ ମଝିରେ ଥିବା କାଁହୁ ପ୍ରଧାନଙ୍କ କୁକୁଡ଼ା ଫାର୍ମ ହାଉସଠାରେ ରାସ୍ତାରେ ଜଳିଗଲା ୧୦୮ ଆମ୍ବୁଲାନ୍ସ। ଅଳ୍ପକେ ବର୍ତ୍ତିଲେ…

ହତ୍ୟା ଘଟଣାରେ ୨୪ ବର୍ଷ ଧରି ଫେରାର ଥିବା ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଛତ୍ରପୁର,୧୧।୮(ଦିଲ୍ଲୀପ ସାମଲ): ଚମାଖଣ୍ଡି ଥାନା ଅଧୀନ କେରାଣ୍ଡିତୋଳା ଗ୍ରାମରେ ଏକ ହତ୍ୟା ମାମଲାର ଫେରାର ଥିବା ଅଭିଯୁକ୍ତ ଜଣକୁ ଦୀର୍ଘ ୨୪ ବର୍ଷ ପରେ ଚମାଖଣ୍ଡି ପୋଲିସ ଗିରଫ କରିଛି l ୨୦୦୧ରେ ଏକ ଝଗଡାକୁ ନେଇ ପ୍ରଶାନ୍ତ ପ୍ରଧାନକୁ ଟାଙ୍ଗିଆରେ…

ଗଞ୍ଜାମ ଥାନା ରାଜ୍ୟରେ ୩ ନମ୍ବର, ଆଇଆଇସି ସୁମିତ୍ରା ପାତ୍ରଙ୍କ ସଫଳ ନେତୃତ୍ୱ ଆଣିଲା ଗୌରବ

ଗଞ୍ଜାମ, ୧୧।୮ (ବିଦ୍ୟାଧର ସାହୁ ): ରାଜ୍ୟରେ ଥାନା ୱାରୀ ହୋଇଥିବା ବିଭାଗୀୟ ପଦର୍ଶନୀରେ ଗଞ୍ଜାମ ଜିଲାର ଗଞ୍ଜାମ ଥାନା ତୃତୀୟ ସ୍ଥାନରେ ଥିବା ଜଣାପଡିଛି । ଥାନା ଆଇଆଇସି ସୁମିତ୍ରା ପାତ୍ରଙ୍କ ସଫଳ ନେତୃତ୍ୱ ଓ କାର୍ଯ୍ୟଶୈଳୀ ନିମନ୍ତେ ରାଜ୍ୟ…

ମାଉଜର ସହ ଦୁଇଟି ଜୀବନ୍ତ ଗୁଳି ଜବତ: ଯୁବକ ଗିରଫ

ଭଞ୍ଜନଗର,୧୧। ୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଶାଲୁଆପଲ୍ଲୀ ଛକରୁ ଜଣେ ଯୁବକଙ୍କୁ ପୋଲିସ ରବିବାର ବିଳମ୍ବିତ ରାତିରେ ଗିରଫ କରିଛି। ସେହେଲେ ଆଶୋକ କୁମାର ଭୂୟାଁ। ତାଙ୍କ ଠାରୁ ଗୋଟିଏ ମାଉଜର ସହ ଦୁଇଟି ଜୀବନ୍ତ ଗୁଳି…

କୁକୁର ମୁଁହରୁ ମୟୁରକୁ ଉଦ୍ଧାର କଲେ ଯୁବ ସ୍ବେଚ୍ଛାସେବୀ

ଗଞ୍ଜାମ, ୧୧।୮ (ବିଦ୍ୟାଧର ସାହୁ ): କୁକୁର ମୁଁହରୁ ମୟୁରକୁ ଉଦ୍ଧାର କଲେ କଲ୍ୟାଣପୁର ଗ୍ରାମର ଯୁବ ସ୍ବେଚ୍ଛାସେବୀ କେ ଇଲେୟା । ବାଲିଲୋକନାଥ ମନ୍ଦିରରୁ ଫେରୁଥିବା ବେଳେ ଦଳେ କୁକୁର ମୟୁରକୁ ଟଣା ଓଟରା କରୁଥିବା ଦେଖିଥିଲେ ଇଲେୟା ।…

ବରିଷ୍ଠ ବିଜେଡି ନେତା ବଟକୃଷ୍ଣ ପଣ୍ଡାଙ୍କ ପରଲୋକ, ଛାତ୍ର ଜୀବନରୁ ଆରମ୍ଭ କରିଥିଲେ ରାଜନୈତିକ କ୍ୟାରିୟର

ଗଞ୍ଜାମ, ୧୧।୮ (ବିଦ୍ୟାଧର ସାହୁ ): ବିଜୁ ଜନତା ଦଳ ବରିଷ୍ଠ ନେତା ତଥା ଗଞ୍ଜାମ ଜିଲା ବିଜେଡି ସମ୍ପାଦକ ବଟକୃଷ୍ଣ ପଣ୍ଡାଙ୍କ ୬୯ ବର୍ଷ ବୟସରେ ବିୟୋଗ ଘଟିଛି। କୌଣସି ଏକ ରୋଗରେ କିଛି ମାସ ପୀଡିତ ଥିଲେ ସେ।…

ବରଗଡ଼ ପୀଡ଼ିତାଙ୍କ ମୃତ୍ୟୁ ଘଟଣା: ୨ ଜଣଙ୍କୁ ଅଟକ ରଖିଲା ପୋଲିସ

ବରଗଡ଼, ୧୧।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ନାବାଳିକା ପୀଡ଼ିତାଙ୍କ ମୃତ୍ୟୁ ଘଟଣାରେ ୨ ଅଟକଙ୍କୁ ପୋଲିସ ଅଟକ ରଖିଛି। ଗାଏସିଲେଟ ଥାନାରେ ୨ ଜଣଙ୍କୁ ଅଟକ ରଖିଲା ପୋଲିସ। ସଂପର୍କୀୟ ଅଜା ଓ ଜଣେ ଦୋକାନୀଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି। ଅନ୍ୟପଟେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri