କେହି କାହାରିକୁ ଛାଡିଲେନି, ରାହୁଲଙ୍କ ଭାଷଣ ଶୁଣି ଚିହିଁକି ଉଠିଲେ ସୁରେଶ ପୂଜାରୀ
ଓଡ଼ିଶା ଗସ୍ତରେ ଆସିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିବା ପରେ ବରମୁଣ୍ଡା ପଡ଼ିଆ ସମାବେଶରେ ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି। ଏହି ସମୟରେ ଜୋରସୋରରେ ଭାଜପା ଉପରେ ବର୍ଷିଛନ୍ତି ରାହୁଲ। ଭାଜପାକୁ ଟାର୍ଗେଟ୍ କରି ରାହୁଲ କହିଛନ୍ତି,…
ଆସିଲା ତାରିଖ: ଏହି ଦିନ ମହିଳାଙ୍କ ଖାତାକୁ ଆସିବ ସୁଭଦ୍ରା ଟଙ୍କା
ଭୁବନେଶ୍ୱର,୧୧।୭: ରାଜ୍ୟର କୋଟିଏରୁ ଅଧିକ ମହିଳାଙ୍କ ଖାତାକୁ ଆସିବ ସୁଭଦ୍ରା ଯୋଜନାର ୩ୟ କିସ୍ତି ଟଙ୍କା। ଏ ନେଇ ତାରିଖ ଘୋଷଣା କରିସାରିଛନ୍ତି ରାଜ୍ୟ ସରକାର। ପୂର୍ବରୁ ୨ଟି ପର୍ଯ୍ୟାୟରେ ୧୦ ହଜାର ଟଙ୍କା ମିଳିସାରିଛି। ଆଉ କିଛି ଦିନ ପରେ…
ଡ୍ରାଇଭର ଆନ୍ଦୋଳନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ୍, ଲଗାଇଲେ ବଡ ଅଭିଯୋଗ
ଭୁବନେଶ୍ୱର,୧୧।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଡ୍ରାଇଭର ଆନ୍ଦୋଳନ ପ୍ରସଙ୍ଗ ଉଠାଇ ସରକାରଙ୍କୁ ତୀବ୍ର ଆକ୍ରମଣ କରିଛନ୍ତି। ଏକ ସମାବେଶରେ ସମ୍ବୋଧନ କରି ସେ ଅଭିଯୋଗ କରିଛନ୍ତି ଯେ ସରକାର ଡ୍ରାଇଭର ମହାସଂଘ ଉପରେ ଚାପ ପକାଇ ସେମାନଙ୍କ ସମାବେଶକୁ ଭଣ୍ଡୁର…
ଭାଜପାର ମୁହଁ ବନ୍ଦ କରିଦେଲେ ରାହୁଲ, ଓଡ଼ିଶାରେ କଲେ ବଡ଼ ଘୋଷଣା
ଭୁବନେଶ୍ୱର,୧୧।୭: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭୁବନେଶ୍ବରରର ବରମୁଣ୍ଡା ପଡ଼ିଆ ସମାବେଶରେ ଜନସାଧାରଣଙ୍କୁ ସମ୍ବୋଧନ କରିଛନ୍ତି। ଏହି ସମୟରେ ଭାଜପାକୁ କଡ଼ା ଟାର୍ଗେଟ୍ କରିଛନ୍ତି ରାହୁଲ। ଏହା ସହିତ ରଥଯାତ୍ରା ଅଘଟଣକୁ ନେଇ ମଧ୍ୟ ଟାର୍ଗେଟ କରିଛନ୍ତି ରାହୁଲ। ଆଦାନୀ ପାଇଁ…
ଓଡ଼ିଶା ଆସୁ ଆସୁ ସରକାରଙ୍କୁ ନେଇ ଏମିତି କହିଦେଲେ ରାହୁଲ, ରାଜ୍ୟରେ ଚହଳ
ଭୁବନେଶ୍ୱର,୧୧।୭: ଭୁବନେଶ୍ବରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି ରାହୁଲ ଗାନ୍ଧୀ। ବିମାନବନ୍ଦରରୁ ବାହାରି ସିଧା ବରମୁଣ୍ଡା ପଡ଼ିଆ ସମାବେଶରେ ଯୋଗଛନ୍ତି। ସେଠାରେ ସମ୍ବିଧାନ ବଞ୍ଚାଅ ମହାସମାବେଶକୁ ସମ୍ବୋଧନ କରି ଭାଜପାକୁ ଟାର୍ଗେଟ୍ କରିଛନ୍ତି। ଏହା…
ଭୁବନେଶ୍ବରରେ ରାହୁଲ ଗାନ୍ଧୀ
ଭୁବନେଶ୍ୱର,୧୧।୭: ଭୁବନେଶ୍ବରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି ରାହୁଲ ଗାନ୍ଧୀ। ବିମାନବନ୍ଦରରୁ ବାହାରି ସିଧା ବରମୁଣ୍ଡା ପଡ଼ିଆରେ ସମାବେଶରେ ଯୋଗ ଦେବେ। ସେଠାରେ ସମ୍ବିଧାନ ବଞ୍ଚାଅ ମହା ସମାବେଶକୁ ସମ୍ବୋଧନ କରିବେ । ରାହୁଲଙ୍କ…
ରାହୁଲଙ୍କ ଗସ୍ତ ପୂର୍ବରୁ ଭାଜପା ନେତାଙ୍କ ବିସ୍ଫୋରକ ବୟାନ, କହିଲେ ହତାଶା ହୋଇଗଲାଣି…
ଭୁବନେଶ୍ୱର,୧୧।୭: ଆଜି ଆସୁଛନ୍ତି ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ରାହୁଲଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଓଡ଼ିଶାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ରାଜଧାନୀ ଭୁବନେଶ୍ବରରେ ୫୩ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ଡଗ…
୨୦୨୬ ରାଜ୍ୟ ସଭା: ନବୀନ ବିକିବେ ନା ନେତା ଚେତିବେ, ଜାଣନ୍ତୁ ରାଜ୍ୟ ସଭା ଭୋଟିଂ ଫର୍ମୁଲା
ଭୁବନେଶ୍ୱର,୧୧।୭:(ସୁନିତ୍ ମିଶ୍ର): ୨୦୨୬ ଏପ୍ରିଲରେ ଓଡ଼ିଶାରେ ୪ଟି ରାଜ୍ୟ ସଭା ଆସନ ଖାଲି ହୋଇଯିବ। ଖାଲି ହେବାକୁ ଥିବା ଏହି ରାଜ୍ୟ ସଭା ଆସନଗୁଡିକୁ ନେଇ ଏବେଠାରୁ ୩ ମୁଖ୍ୟ ଦଳ ଗଣିତ କଷିବା ଆରମ୍ଭ କରିଦେଲେଣି। ରାଜ୍ୟ ସଭା ସଦସ୍ୟ…
ଡ୍ରାଇଭର ମହାସଂଘର ଆନ୍ଦୋଳନ ଜାରି: କଂଗ୍ରେସ ଗାଡିକୁ ବାଟ ଛାଡିବା ନେଇ ପରିବହନ ମନ୍ତ୍ରୀ କହିଦେଲେ ବଡ କଥା…
ଭୁବନେଶ୍ୱର,୧୧।୭: ଓଡ଼ିଶା ଡ୍ରାଇଭର ମହାସଂଘର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ରାଜ୍ୟରେ ଜାରି ରହିଛି। ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି କହିଛନ୍ତି ଯେ, ସରକାର ଲିଖିତ ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ। ତେବେ, କଂଗ୍ରେସ ଦଳର ଅନୁରୋଧକୁ ମାନି…
ମୋବାଇଲ ଦେଖାଇବା ଆଳରେ ୮ ବର୍ଷର ନାବାଳିକାଙ୍କୁ ଅସଦାଚରଣ, ୬୦ ବର୍ଷ ବୃଦ୍ଧଙ୍କୁ…
ବ୍ରହ୍ମପୁର, ୧୦।୭(ସୁବାସ ଚନ୍ଦ୍ର ପାଢ଼ୀ): ୨୦୨୪ ଡିସେମ୍ବର ମାସରେ ଜନୈକା ୮ ବର୍ଷର ନାବାଳିକାଙ୍କୁ ମୋବାଇଲ ଦେଖାଇବା ଆଳରେ ଘର ଭିତରେ ଅସଦାଚାରଣ ହୋଇଥିବା ଅଭିଯୋଗ ହୋଇଥିଲା। ସ୍ବତନ୍ତ୍ର ପୋକ୍ସୋ ବିଚାରପତି ପ୍ରଣତି ପଟ୍ଟନାୟକ ଗୁରୁବାର ନାବାଳିକା ଅସଦାଚରଣ ମାମଲାର ଚୂଡାନ୍ତ…
୧୮ ବର୍ଷରୁ କମ୍ ପୁରୁଷ କବାଡ଼ି ପ୍ରତିଯୋଗିତା: ଓଡ଼ିଶାରୁ ପ୍ରତିନିଧିତ୍ୱ କରିବେ ଗଞ୍ଜାମର ଚିକୁ ସେଠୀ
ଛତ୍ରପୁର, ୧୦।୭(ଦିଲୀପ ସାମଲ): ଆସନ୍ତା ଅକ୍ଟୋବର ୨୨ରୁ ୩୦ ତାରିଖ ବାହାରିନଠାରେ ୩ୟ ଏସିଆନ୍ ୟୁଥ୍ ଗ୍ୟାମ୍ସ ବାହାରିନ -୨୦୨୫ କବାଡି ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ୧୮ ବର୍ଷରୁ କମ ପୁରୁଷ କବାଡ଼ି ପ୍ରତିଯୋଗିତାରେ ଓଡ଼ିଶା ଦଳରୁ ଗଞ୍ଜାମ ଜିଲା…
ଏହି ବିଧାୟକ ମାନଙ୍କୁ ମିଳିବ ଖାଲିଥିବା ୬ ମନ୍ତ୍ରୀ ପଦ, ମନମୋହନ କଲେ ଖୁଲାସା
ଭୁବନେଶ୍ୱର,୧୦।୭(ସୁନିତ୍ ମିଶ୍ର): ରାଜ୍ୟରେ ଭାଜପା ସରକାର ଗଠନର ଗୋଟିଏ ବର୍ଷ ପୂରଣ ହୋଇସାରିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ସରକାର କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ମନ୍ତ୍ରିମଣ୍ଡଳରେ ୧୬ ଜଣ ମନ୍ତ୍ରୀ ରହିଛନ୍ତି। ଏହା ବାଦ୍ ୬ଟି…
Archives


