ପତିତପାବନ ବାନା ଉପରେ ବସିଲା ଚିଲ, ମହାପ୍ରଭୁଙ୍କ ବଡ଼ ସଂଙ୍କେତ ନା ଆଉକିଛି!
ପୁରୀ,୨ା୯(ଅଜିତ୍ କୁମାର ମହାନ୍ତି): ଶ୍ରୀମନ୍ଦିର ନୀଳଚକ୍ର ଉପରେ ଏକ ଚିଲ କିଛି ସମୟ ଧରି ବସିଥିବା ମଙ୍ଗଳବାର ଦେଖିବାକୁ ମିଳିଥିଲା। ଏନେଇ ବିଭିନ୍ନ ମହଲରେ ନାନା କଳ୍ପନା ଜଳ୍ପନା ଶୁଣିବାକୁ ମିଳୁଛି। ମଧ୍ୟାହ୍ନରେ ଏକ ଚିଲ ଶ୍ରୀମନ୍ଦିର ଉପରେ ଉଡ଼ୁଥିଲା। କିଛି…
ଜାତୀୟ କ୍ରୀଡା ସମ୍ମିଳନୀ: ଯୋଗ ଦେବେ କଳାହାଣ୍ଡିର ସୁନା ଝିଅ ସାନଭିପ୍ରଜ୍ଞା
ଭବାନୀପାଟଣା,୨।୯(ଉତ୍ତମ କୁମାର ଦାଶ)-ଜାତୀୟ ମହିଳା କ୍ରିକେଟ ସମ୍ମିଳନୀରେ ଯୋଗ ଦେବାପାଇଁ ମନୋନୀତ ହୋଇଛନ୍ତି କଳାହାଣ୍ଡିର ସୁନା ଝିଅ ସାନଭିପ୍ରଜ୍ଞା ରାଉତ (ମାହୀ)। ଏହି ଖବର ଜଣାପଡ଼ିବା ପରେ ଜିଲାରେ ଖୁସିର ଲହରୀ ଖେଳିଯାଇଛି। ଜିଲାର କୋକସରା ବ୍ଲକ ଖପରାମାଲ ଗ୍ରାମେ ତଥା…
ସେପ୍ଟେମ୍ବରରେ ଓଡ଼ିଶାର ଏସବୁ ଜିଲାରେ ପ୍ରବଳ ବର୍ଷାର ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ
ଭୁବନେଶ୍ୱର,୨।୯: ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଚଳିତ ସେପ୍ଟେମ୍ବର ମାସରେ ଓଡ଼ିଶାରେ ସାଧାରଣ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଏନେଇ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଭାରତରେ ସେପ୍ଟେମ୍ବରରେ ସାଧାରଣଠାରୁ ଅଧିକ…
ପଞ୍ଚାୟତ ସ୍ତରରେ ଲୋକଙ୍କ ସହ କରୁଛନ୍ତି ଆଲୋଚନା, ବିଭିନ୍ନ ଯୋଜନାକୁ ନେଇ…
ଗଞ୍ଜାମ,୨/୯(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ସୁବଳୟା ପଞ୍ଚାୟତ କାର୍ଯ୍ୟାଳୟଠାରେ ଗ୍ରାମ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗ ଦେଇ ଲୋକ ମାନଙ୍କ ବିଭିନ୍ନ ସମସ୍ୟା ନେଇ…
ଲଘୁଚାପ ପ୍ରଭାବରେ ଏହି ୪ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା! ରେଡ୍ ୱାର୍ନିଂ ଜାରି କଲା…
ଭୁବନେଶ୍ୱର,୨।୯: ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଜାରି ରହିଛି। କାଲି ପର୍ଯ୍ୟନ୍ତ ୪ ଜିଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ରେଡ୍ ୱାର୍ନିଂ ଜାରି କରିଛି ପାଣିପାଗ ବିଭାଗ। ସେହି ଜିଲାଗୁଡିକ ହେଲା ଦେବଗଡ଼, ସମ୍ବଲପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା।…
ଲଘୁଚାପ ବର୍ଷାରେ ବେହାଲ କାଲିମେଳା ଅଞ୍ଚଳ: ଯୋଗାଯୋଗ ବିଚ୍ଛିନ୍ନ
କାଲିମେଳା, ୨/୯(ଜୀବନ କୃଷ୍ଣ ଦାସ): ମାଲାକାନଗିରି ଜିଲାରେ ଲଘୁଚାପ ବର୍ଷା ପାଇଁ ଅରେଞ୍ଜ ୱାର୍ନିିଂ ପାଣିପାଗ ବିଭାଗ ଘୋଷାଣା କରିଥିବା ବେଳେ ତେବେ ରାତି ତମାମ ଲଗାଣ ବର୍ଷା ଜାରି ରହିଛି। ଫଳରେ ୩୨୬ ଜାତୀୟ ରାଜପଥ ଉପରେ ଥିବା କାଙ୍ଗରକୋଣ୍ଡା…
ରାତିରେ ଚାଲୁଥିଲା ଜୁଆ ଖେଳ, ଅଚାନକ ପହଞ୍ଚିଗଲା ପୋଲିସ, ଆଉ ତା’ପରେ…
ଛତ୍ରପୁର, ୨।୯ (ଦିଲ୍ଲୀପ ସାମଲ) : ଚମାଖଣ୍ଡି ଥାନା ପୋଲିସ କୌଣସି ପ୍ରକାରେ ସୂଚନା ପାଇଁ ସୋମବାର ରାତିରେ ମାଟିଖାଲ ଅଂଚଳରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ କରିଛି। ଏଥଥିରେ ୪ ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି। ଏହା ସହ…
ଜାତୀୟ କିକବକ୍ସିଂ ପ୍ରତିଯୋଗିତାରେ କମାଲ କଲେ ଶିଶୁ ପ୍ରତିଯୋଗୀ, ରୌପ୍ୟ ପଦକ ଜିତି ଆଣିଲେ ଗୌରବ
ଗଞ୍ଜାମ , ୨।୯(ବିଦ୍ୟାଧର ସାହୁ ): ତାମିଲନାଡୁର ଚେନ୍ନାଇସ୍ଥିତ ନେହୁର ଇନଡୋର ଷ୍ଟାଡିୟମରେ ୱାକୋ ଇଣ୍ଡିଆ କିକବକ୍ସିଂ ଫେଡେରେଶନ ଦ୍ୱାରା ଆୟୋଜିତ କିକ ବକ୍ସିଂ ପ୍ରତିଯୋଗିତା ସାରି ଓଡ଼ିଶା ଫେରିଛନ୍ତି ଗଞ୍ଜାମ ଜିଲାର ଚାରି ଜଣ ଶିଶୁ ପ୍ରତିଯୋଗୀ। ଚିଲ୍ଡରେନ ଓ…
ହତ୍ୟାକାଣ୍ଡର ପର୍ଦ୍ଦାଫାଶ: ଗୁଣି ଗାରେଡି ସନ୍ଦେହରେ ହତ୍ୟା କରି ମୃତଦେହକୁ…
ଲାଞ୍ଜିଗଡ, ୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ବନାଥପୁର ଥାନା ଅନ୍ତର୍ଗତ ବେଡାଗାଁ ପଞ୍ଚାୟତ ମନସ୍ତରା ଗାଁର ବୃଦ୍ଧ ଏକୁନା ମାଝୀ(୭୪)ଙ୍କୁ ଗୁଣି ଗାରେଡି ସନ୍ଦେହରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଥିରେ ପୋଲିସ ତିନି ଅଭିଯୁକ୍ତ ମନସ୍ତରା…
୩ ଫୁଟ୍ ଉପରେ ବନ୍ୟାଜଳ ପ୍ରବାହିତ: ୫ଟି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ, ଆତଙ୍କିତ ଅବସ୍ଥାରେ ଅଞ୍ଚଳବାସୀ
ବଣାଇ, ୨।୯ (ପ୍ରଦୀପ ତ୍ରିପାଠୀ): ଗତକାଲି ରାତିରୁ ବଣାଇ ଅଞ୍ଚଳରେ ଲଗାଣ ବର୍ଷାର ପ୍ରଭାବରେ ଅସ୍ତବ୍ୟସ୍ତ ହୋଇପଡିଛି ସାଧାରଣ ଜୀବନଯାତ୍ରା। ଲଗାଣ ବର୍ଷା ଯୋଗୁ ସରସରା ପଟଙ୍ଗା ନାଳରେ ବନ୍ୟାଜଳ ପ୍ରବାହିତ ହେବା ଫଳରେ ସରସରାରୁ ବଲାଙ୍ଗ ସମେତ ଉଲୁଣ୍ଡାପୋଷ, ଭାଲୁପାଣି,…
୨ ଜଣ ଗ୍ରାମବାସୀଙ୍କୁ ଅତି ନିର୍ମମ ଭାବେ ହତ୍ୟା ମାଓବାଦୀ, ଲୋକେ ଆତଙ୍କିତ
ମାଲକାନଗିରି,୨।୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲା ଅନ୍ତର୍ଗତ ସିରସେଟ୍ଟୀ ପଂଚାୟତର ଦୁଇ ଜଣ ଗ୍ରାମବାସୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ। ମୃତକମାନେ ହେଲେ ପଦାମ ପୋଜ୍ଜା ଏବଂ ପଦାମ ଦେବେନ୍ଦ୍ର। ପୋଲିସ ସୂଚନଦାତା ଦର୍ଶାଇ ରହି ଦୁଇ ଜଣ…
ପ୍ରବଳ ବର୍ଷାରେ ବାଲେଶ୍ୱର ସହର ଜଳମଗ୍ନ: ଜନଜୀବନ ଅସ୍ତବ୍ୟସ୍ତ
ବାଲେଶ୍ୱର, ୨।୯(ବାଞ୍ଛାନିଧି ଦେ): ଲଗାଣ ବର୍ଷା ଯୋଗୁ ବାଲେଶ୍ୱର ସହରରେ ମଙ୍ଗଳବାର କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ସହରର ତଳିଆ ଅଞ୍ଚଳରେ ବିଭିନ୍ନ ଗଳି, ଛକ, ରାସ୍ତାରେ ୨/୩ ଫୁଟ ଉଚ୍ଚରେ ପାଣି ପ୍ରବାହିତ ହେଉଛି। ଚି ପୋଲ, ନୁଆସାହି,…
Archives


