Tag Archives: odisha

ସୁସ୍ଥ ଜୀବନ ଶୈଳୀ ପ୍ରତି ସଚେତନତା: ସାଇକେଲ ଯାତ୍ରା କରି…

ଗଞ୍ଜାମ,୨୬।୮ (ବିଦ୍ୟାଧର ସାହୁ ): ସ୍ବାସ୍ଥ୍ୟବସ୍ଥା, ଫିଟନେସ ଓ ସୁସ୍ଥ ଜୀବନ ଶୈଳୀ ପ୍ରତି ସଚେତନତା ବୃଦ୍ଧି ପାଇଁ ଛତ୍ରପୁର ଅଷ୍ଟମ ବାଟାଲିୟନ ପକ୍ଷରୁ ସଣ୍ଡେ ଅନ ସାଇକଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅଷ୍ଟମ ବାଟାଲିୟନ କମାଣ୍ଡେଣ୍ଟ ସାରଦା ପ୍ରସାଦ ଦାସଙ୍କ…

ଦିନକ ପରେ ବିରାଜମାନ ହେବେ ଗଜାନନ, ଛେଚୁଛି ବର୍ଷା, ଚିନ୍ତାରେ ଗଣେଶ ପୂଜା କମିଟି

ଗଞ୍ଜାମ,୨୬।୮ (ବିଦ୍ୟାଧର ସାହୁ ): ଦିନକ ପରେ ଅଗ୍ର୍ୟ ପୂଜ୍ୟ ମହାବିନାୟକ ଗଣେଶଙ୍କ ଚତୁର୍ଥୀ। ଅସ୍ଥାୟୀ ପୂଜା ମଣ୍ଡପରେ ବିରାଜମାନ କରିବେ ଗଜାନନ। ଏଥିପାଇଁ ସମଗ୍ର ଗଞ୍ଜାମ ସହରର ବିଭିନ୍ନ ସାହି ଗୁଡିକ ସାଜସ୍ବଜା ଶେଷ ପର୍ଯ୍ୟାୟରେ । ବିରାଟ ମେଢ଼…

ଗାଁରେ ଖୁଲମ ଖୁଲା ଦେଶୀ ମଦ ବିକ୍ରି : ପ୍ରତିବାଦ କରି ଧାରଣା ଦେଲେ ଜିଲା ପରିଷଦ ସଭ୍ୟ

କର୍ଲାମୁଣ୍ଡା:୨୬/୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ଥିବା ଲାଇସେନ୍ସ ପ୍ରାପ୍ତ ଦେଶୀ ମଦ ଭାଟି ପକ୍ଷରୁ ବ୍ଲକର ଗାଁ ଗାଁରେ କୋଠି ଖୋଲି ଖୁଲମ ଖୁଲା ଦେଶୀ ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ମଙ୍ଗଳବାର…

ବୌଦ୍ଧରୁ ଆସୁଥିଲା ଚାଉଳ ଗାଡ଼ି , ଚଢାଉ ବେଳେ ଜଣାପଡିଲା…

ବଲାଙ୍ଗୀର, ୨୫।୮ ( ସୁନିଲ ମହାନ୍ତି): ବଲାଙ୍ଗୀରରେ ପୁଣି ଧରାପଡ଼ିଛି ଗଞ୍ଜେଇ । ଏକ ଚାଉଳ ବୋଝେଇ ମିନି ଟ୍ରକ -ତୁଷୁରା-ଗୁଡ଼ଭେଲା ରାସ୍ତା ଦେଇ ଯାଉଥିବା ବେଳେ ତୁଷୁରା ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ତେନ୍ତୁଳିଖୁଣ୍ଟି କଲେଜ ନିକଟରେ ଟ୍ରକ ଡ୍ରାଇଭର…

ଜମି ବିକ୍ରି କରିବାକୁ ଲାଗିଲା ନିଶା: ମୃତ ବ୍ୟକ୍ତିଙ୍କୁ ଜୀବିତ କରି ରଚୁଥିଲେ ଷଡଯନ୍ତ୍ର, ହେଲେ…

ଗଞ୍ଜାମ,୨୫।୮(ବିଦ୍ୟାଧର ସାହୁ ): ଗଞ୍ଜାମ ପୋଲିସ ଏକ ଗୁରୁତର ଜମି ଜାଲିଆତି ଓ ବିକ୍ରି ମାମଲାର ଫର୍ଦ୍ଦାଫାଶ କରିଛି। ପୋଲିସ ପ୍ରାଥମିକ ତଦନ୍ତରେ ତିନିଜଣଙ୍କୁ ଗିରଫ କରି କୋର୍ଟକୁ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ମନୋଜ କୁମାର ଗୌଡ଼ (୩୦),…

ରାଜ୍ୟରେ ନିଶା ମୁକ୍ତି ପାଇଁ ବଡ଼ ଯୋଜନା: ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବସିଲା ବୈଠକ

ଭୁବନେଶ୍ୱର,୨୫।୮: ବେଆଇନ୍‌ ମାଦକ ଦ୍ରବ୍ୟ ଚୋରାଚାଲାଣ ଓ ନିଶା ରୋକିବା ପାଇଁ ଓଡ଼ିଶା ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟଶାସନ ସଚିବ ମନୋଜ ଆହୁଜା ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ଅବକାରୀ, ପୋଲିସ, ଉଚ୍ଚଶିକ୍ଷା,…

ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ, ଅଧାବାଟରେ ପୁତ୍ର ସନ୍ତାନ ପ୍ରସବ କଲେ ମହିଳା

ଲାଞ୍ଜିଗଡ଼,୨୪।୮(ରମେଶ ଚନ୍ଦ୍ର ନାୟକ): କଳହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଳକ ଆଦିବାସୀ ଦୁର୍ଗମ ଅଞ୍ଚଳରେ ୬ଦିନ ପରେ ପୁଣି ଜନନୀ ଯନ୍ତ୍ରଣାର ଦୃଶ୍ୟ ଦେଖିବାକୁ ମିଳୁଛି I ଆମ୍ବୁଲାନ୍ସ ପାଖକୁ ପହଞ୍ଚିବା ପୂର୍ବରୁ ଅଧାବାଟରେ ଶିଶୁପୁତ୍ର ପ୍ରସବ କଲେ ମହିଳା । ସୂଚନା…

କୃଷି ବିଶ୍ୱବିଦ୍ୟାଳୟ ଦାବି ନେଇ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ବଲାଙ୍ଗୀର,୨୫।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ବିଜୁ ଜନତା ଦଳ ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୃଷି ବିଶ୍ୱ ବିଦ୍ୟାଳୟ ଦାବି ନେଇ ଗଣଧାରଣା ଦେବା ସହ ମୁଖ୍ୟମନ୍ତ୍ରୀଙ୍କୁ ଜିଲାପାଳଙ୍କ ଜରିଆରେ ଦାବି ପତ୍ର ପ୍ରଦାନ କରାଯାଇଛି।…

୨୭ଯାଏ ପ୍ରବଳ ବର୍ଷା, ରାଜ୍ୟର ଏସବୁ ଜିଲାକୁ ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର,୨୩ା୮(ଅନୁରାଧା ମହାରଣା)- ଲଘୁଚାପ ପ୍ରଭାବରେ ସାରା ରାଜ୍ୟରେ ମୌସୁମୀ ବର୍ଷା ହେଉଛି। ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ରବିବାର ଉତ୍ତର ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାର ବିଭିନ୍ନ…

ଖୋଲିଲା ହୀରାକୁଦ ଜଳଭଣ୍ଡାର: ୪ଟି ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୨।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର କ୍ୟାଚମେଣ୍ଟ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁ ଜଳଭଣ୍ଡାରକୁ ଅତିରିକ୍ତ ବନ୍ୟାଜଳ ପ୍ରବେଶ ପରିମାଣ ବୃଦ୍ଧି ପାଇଛି। ଫଳରେ ଜଳଭଣ୍ଡାରର ଜଳପତ୍ତନ ମଧ୍ୟ କ୍ରମଶଃ ବୃଦ୍ଧି ପାଇଛି। ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ରହିଥିବା…

ଆଜି ପୁଣି ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍‌

ଭୁବନେଶ୍ୱର,୨୩।୮: ଆଜି ପୁଣି ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍‌। ଜଳଭଣ୍ଡାରରେ ଜଳସ୍ତର ବଢୁଥିବାରୁ ଗେଟ୍‌ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ହୀରାକୁଦ ଜଳଭଣ୍ଡାର ମୁଖ୍ୟ ଯନ୍ତ୍ରୀ ସୂଚନା ଦେଇଛନ୍ତି। ଏହା ସହ ହୀରାକୁଦ ବନ୍ଧ କର୍ତ୍ତୃପକ୍ଷ ସତର୍କ ସୂଚନା ଜାରି କରିଛନ୍ତି।…

ଭାରତର ଚନ୍ଦ୍ର ଅଭିଯାନ

ଚନ୍ଦ୍ର ହେଉଛି ପୃଥିବୀର ଏକମାତ୍ର ଉପଗ୍ରହ ଏବଂ ଆମମାନଙ୍କ ସବୁଠାରୁ ଅଧିକ ପରିଚିତ ଜ୍ୟୋତିର୍ବିଦୀୟ ପିଣ୍ଡ। ଗତ ଶତାବ୍ଦୀର ଦ୍ୱିତୀୟାର୍ଦ୍ଧରେ ମହାକାଶ ଯୁଗ ଆରମ୍ଭ ହେବା ପରେ ରୁଷ୍‌ ଓ ଆମେରିକା ଚନ୍ଦ୍ର କକ୍ଷକୁ କେତେଗୁଡ଼ିଏ ଯାନ ପଠାଇ ଏହା ସମ୍ବନ୍ଧରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri