ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା ଘଟଣା: ଦାରିଙ୍ଗବାଡ଼ି ଓକିଲ ସଂଘ ପକ୍ଷରୁ କଲମ ଛାଡ଼ ଆନ୍ଦୋଳନ
ଦାରିଙ୍ଗବାଡି, ୮।୧୦(ଅରୁଣ ସାହୁ ): ବ୍ରହ୍ମପୁରଠାରେ ବରିଷ୍ଠ ଓକିଲ ତଥା ଓକିଲ ସଙ୍ଘର ରାଜ୍ୟ ପରିଷଦ ସଦସ୍ୟ ପୀତବାସ ପଣ୍ଡାଙ୍କୁ ଦୁର୍ବୃତ୍ତମାନେ ଗୁଳି କରି ହତ୍ୟା କରିଥିଲେ। ଏହାର ପ୍ରତିବାଦରେ ଦାରିଙ୍ଗବାଡି ଓକିଲ ସଙ୍ଘ ପକ୍ଷରୁ ବୁଧବାର କଲମ ଛାଡ଼ ଆନ୍ଦୋଳନ…
ଲାଞ୍ଚ ନେଉଥିଲେ OAS ଅଧିକାରୀ, ମାଡିବସିଲା ଭିଜିଲାନ୍ସ
ଭଞ୍ଜନଗର,୮/୧୦(ବାବୁଲା ପ୍ରଧାନ): ଭିଜିଲାନ୍ସ ଜାଲରେ ପଡିଲେ OAS ଅଧିକାରୀ। ଗଞ୍ଜାମ ବେଲକୁଣ୍ଠା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ବନମାଳୀ ଶତପଥୀ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡିବସିଲା ଭିଜିଲାନ୍ସ। ଜଣେ କର୍ମଚାରୀଙ୍କ ରିଲିଜ୍ ଅର୍ଡର…
ସ୍ବର୍ଣ୍ଣ ପଦକ ଜିତିଲା ଜୟଶ୍ରୀ କରମେଟ ସ୍କୁଲ, ଅନ୍ତର୍ଜାତୀୟ କବାଡି ପ୍ରତିଯୋଗିତାରେ ଓଡ଼ିଆ ଖେଳାଳି ଶିବ ପ୍ରସାଦ
ଗଞ୍ଜାମ, ୮।୧୦(ବିଦ୍ୟାଧର ସାହୁ ): ଉତ୍ତରାଖଣ୍ଡ ହରିଦ୍ୱାରଠାରେ ଅନୁଷ୍ଠିତ ନ୍ୟାଶନାଲ କବାଡି ପ୍ରତିଯୋଗିତାରେ ଗଞ୍ଜାମର ଜୟଶ୍ରୀ କେମିକାଲସ ସ୍କୁଲକୁ ମିଳିଛି ସ୍ବର୍ଣ୍ଣ ପଦକ । ଗତ ମାସ ୨୭ ରେ ନ୍ୟାଶନାଲ ଖେଳିବାକୁ ଓଡ଼ିଶାରୁ ୨୭ ଜଣ ଉତ୍ତରାଖଣ୍ଡ ଗ୍ରସ୍ତ କରିଥିଲେ…
ଦ୍ୱିଦିବସୀୟ ହକି ପ୍ରତିଯୋଗିତାରେ ଜୀବନ ଜ୍ୟୋତି କ୍ଲବ ଚାମ୍ପିୟନ, ବିଜେତା ଦଳକୁ ମିଳିଲା ଟ୍ରଫି ସହ ବଡ ଖାସି
ଦେବଗଡ,୮।୧୦(ଶଶାଙ୍କ ଶେଖର ଝାଙ୍କର): ତିଲେଇବଣି ବ୍ଲକ ଗଜୁରିବଣୀ ଗ୍ରାମରେ ପିଜି କ୍ଲବ ଆନୁକୂଲ୍ୟରେ ଆୟୋଜିତ ଦ୍ୱିଦିବସୀୟ ହକି ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ୧୬ ଟି ଦଳକୁ ନେଇ ଅନୁଷ୍ଠିତ ଏହି ପ୍ରତିଯୋଗିତାର ଫାଇନାଲ ମ୍ୟାଚରେ ରାଜଗାଙ୍ଗପୁର ରାମବାହାଳ ଆର୍ଏମ୍ବିଏଲ କ୍ଲବକୁ…
ଦେଶପ୍ରେମର ପରିଭାଷା
ଦେଶପ୍ରେମ ବିନା କୌଣସି ଦେଶ କିମ୍ବା ରାଜ୍ୟ ପ୍ରଗତି କରିପାରେ ନାହିଁ। ସାରା ବିଶ୍ୱ ଗୋଟିଏ ସଂସ୍କୃତି, ଗୋଟିଏ ବିଚାରଧାରା ଓ ଗୋଟିଏ ପରିବାର ବୋଲି ଶୁଣିବାକୁ ଭଲ ଲାଗିଲେ ବି ତାହା ପ୍ରକୃତରେ ପ୍ରତିଫଳିତ ହୁଏ ନାହିଁ । ଫଳରେ…
କାରଖାନା କୃଷି କେତେ ଉପଯୋଗୀ
ଜନସଂଖ୍ୟାର ବିସ୍ଫୋରଣ ତଥା ଜୀବନଶୈଳୀରେ ପରିବର୍ତ୍ତନ ପରିପ୍ରେକ୍ଷୀରେ ସମ୍ପ୍ରତି ବିଶ୍ୱରେ ଖାଦ୍ୟ ଚାହିଦା ଏବଂ ଭିନ୍ନତାରେ ଯଥେଷ୍ଟ ବୃଦ୍ଧି ହୋଇଛି I ଏପରି ଚିତ୍ରପଟରେ ‘କାରଖାନା କୃଷି’ ବା ‘ସଘନ ପ୍ରାଣୀ କୃଷି’ (ଫ୍ୟାକ୍ଟ୍ରି ଫାର୍ମିଂ) ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ…
ଖାଲି ବାହୁସ୍ଫୋଟ
ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପକ୍ଷରୁ କରାଯାଇଥିବା ‘ଅପରେଶନ ସିନ୍ଦୂର’କୁ ୫ ମାସ ପୂରିଛି। ତଥାପି ଭାରତୀୟ ନେତା ଓ ସେନା ଅଧିକାରୀ ଏ ସଂକ୍ରାନ୍ତରେ ଯେଉଁଠି ପାରୁଛନ୍ତି ସେଠି ମତ ଓ ମନ୍ତବ୍ୟ ଦେଉଛନ୍ତି। ଅକ୍ଟୋବର ୨ରେ ପ୍ରତିରକ୍ଷା…
ରିଆମାଳ ବନାଞ୍ଚଳ ଦନ୍ତା ହାତୀର ମୃତହେହ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ
ଦେବଗଡ,୮।୧୦(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ରିଆମାଳ ବନାଞ୍ଚଳ ଏକ ଦନ୍ତା ହାତୀ ମୃତ। ରେଙ୍ଗାଳବେ ସେକ୍ସନ ଅନର୍ଗତ କାଉଁସିତଇଲା ଗାଁ ରାସ୍ତା ନିକଟରେ ହାତୀର ମୃତ ହେହ ଠାବ ହୋଇଛି। ହାତୀର ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକ ବନବିଭାଗକୁ ଖବର…
ଗାଧୋଇବା ବେଳେ ବନ୍ୟା ପାଣିରେ ଭାସିଗଲେ ବୃଦ୍ଧ: ଖୋଜାଖୋଜି ପରେ ବି ମିଳୁନି ସନ୍ଧାନ
ଅମରପାଲି,୮।୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁରଜିଲା ସୁବଳୟା ଥାନା ଅନ୍ତର୍ଗତ ଖଣ୍ଡହତା ଗ୍ରାମରେ ଗାଧୋଇବାକୁ ଯାଇଥିବା ଜଣେ ବୃଦ୍ଧ ବନ୍ୟାପାଣି ରେ ଭାସି ଯାଇ ନିଖୋଜ ଅଛନ୍ତି। ବୃଦ୍ଧ ଜଣକ ହେଲେ ଖଣ୍ଡହତା ଗ୍ରାମର ମୁରଲୀ ସାହୁ(୭୨) ବୋଲି ଜଣାପଡିଛି। ସୂଚନା ଅନୁସାରେ ମୁରଲୀ…
କାମ ସାରି ଘରକୁ ଫେରୁଥିବା ବେଳେ ଟ୍ରେନ୍ ଲାଇନ କଡ଼ରେ ମହିଳାଙ୍କୁ ବଳାତ୍କାର
ରାଉରକେଲା, ୮।୧୦(ସଙ୍ଗୀତା ଜେନା): ରାଉରକେଲା ପୋଲିସ ଜିଲା ଅଧୀନ ରଘୁନାଥପାଲୀ ଥାନା ଅଞ୍ଚଳରେ ସୋମବାର ରାତି ପ୍ରାୟ ୯ଟାରେ ଜଣେ ମହିଳାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ…
ଶେଷ ଚାଲ୍ ଚଳାଇଲେ ରୋହିତ, ଗୌତମ ଗମ୍ଭୀରଙ୍କଠୁ ନେଲେ ପ୍ରତିଶୋଧ! ଦଳ ବିବାଦର ପର୍ଦ୍ଦାଫାସ
ନୂଆଦିଲ୍ଲୀ,୮।୧୦: ଏହି ବର୍ଷ ଆରମ୍ଭରେ ଯେତେବେଳେ ଭାରତ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା, ସେତେବେଳେ ରାହୁଲ ଦ୍ରାବିଡ ନୁହେଁ, ଗୌତମ ଗମ୍ଭୀର ଦଳର ମୁଖ୍ୟ ପ୍ରଶିକ୍ଷକ ଥିଲେ। ଏହା ସତ୍ତ୍ୱେ, ରୋହିତ ଶର୍ମା ବିଜୟର ଶ୍ରେୟ ଗୌତମ ଗମ୍ଭୀର ନୁହେଁ, ରାହୁଲ ଦ୍ରାବିଡଙ୍କୁ…
ମୋବାଇଲ ଧରିବାକୁ ମନା କଲେ ବାପା, ରାଗିଯାଇ ଚରମ ନିଷ୍ପତ୍ତି ନେଲେ ନାବାଳିକା
ମାଲକାନଗିରି/ଖଇରପୁଟ,୮ା୧୦(ଦୁର୍ଯ୍ୟୋଧନ ପାତ୍ର/ଜଗନ୍ନାଥ ମାଝି): ବୟସ ମାତ୍ର ୧୦ ବର୍ଷ। ଜୀବନ କ’ଣ ଭଲ ଭାବେ ଜାଣିନାହାନ୍ତି। ମୋବାଇଲ ଦେଖିବାକୁ ଜିଦ୍ ଧରିଲେ। ବାପା ମନା କରିବାରୁ ଏଥିରେ ଉତ୍କ୍ଷିପ୍ତ ହୋଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଲେ। ଏଭଳି ଏକ ସମ୍ବେଦନଶୀଳ…
Archives


