Tag Archives: odisha

SI ନିଯୁକ୍ତି ଘୋଟାଲା: କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ ହାଜର ହେଲେ‘ବଣିକ’ର ୩ ଅଧିକାରୀ

ଭୁବନେଶ୍ୱର,୧୦।୧୦: ଓଡ଼ିଶା ପୋଲିସ ସବ-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ପ୍ରକ୍ରିୟାରେ ଘୋଟାଲା ଅଭିଯୋଗକୁ ନେଇ କ୍ରାଇମବ୍ରାଞ୍ଚ ଭୁବନେଶ୍ୱର ସିଆରପି ଛକସ୍ଥିତ ‘ବଣିକ’ କୋଚିଂ ସେଣ୍ଟର ଉପରେ ଚଢ଼ାଉ କରିଥିଲା। ତେବେ ଶୁକ୍ରବାର କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ‘ବଣିକ’ର ୩ ଅଧିକାରୀ ହାଜର ହୋଇଥିବା ସୂଚନା…

ଡକାୟତି ଉଦ୍ୟମ ବେଳେ ମହାକାଳ ଗ୍ୟାଙ୍ଗର ୯ ଗିରଫ, ୫ ପିସ୍ତଲ ସହ ମାରଣାସ୍ତ୍ର ଜବତ

କେନ୍ଦୁଝର,୧୦।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଂଚଳରେ ଡକାୟତି ଉଦ୍ୟମ ବେଳେ କେନ୍ଦୁଝର ପୋଲିସ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଆଜି ଏସପି ନିତିନ କୁଶଲକର ଏକ ପ୍ରେସମିଟ କରି ଏହି ସୂଚନା ଦେଇଛନ୍ତି।…

ଡିପ ବୋରୱେଲ ଖୋଲିବା ପାଇଁ ବ୍ୟାଙ୍କରେ ଡିପୋଜିଟ କରି ଚାଷୀ ହନ୍ତସନ୍ତ, ଧାରଣା ଦେବାକୁ ଚେତାବନୀ

କେସିଙ୍ଗା,୧୦।୧୦(ତୁମେଶ୍ବର ସାହୁ): କୃଷକମାନଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ଯୋଜନା ଉପରେ ଯୋଜନା କରୁଛନ୍ତି। କିନ୍ତୁ ଅନେକ ଯୋଜନା କେବଳ କାଗଜ ପତ୍ରରେ ରହି ଯାଉଥିବା ବେଳେ ଆଉ କିଛି ଯୋଜନା ଦଲାଲମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ କରୁଛି ।…

ଏକ ଘରୋଇ ଶିକ୍ଷାନୁଷ୍ଠାନରେ ବି ଟେକ୍‌ ପଢୁଥିଲେ ଯୁବକ, ବେକରେ ଗାମୁଛା ବାନ୍ଧି ଝୁଲିପଡିଲେ, ପୋଲିସ କହିଲା…

ଦିଗପହଣ୍ଡି,୧୦।୧୦(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ଡେଙ୍ଗାଓସ୍ତା ଗ୍ରାମ ମେନ ରୋଡ଼ ବାସିନ୍ଦା ବିଜୟ କୁମାର ମାଦଳାଙ୍କ ପୁଅ ସୁଧାକର ମାଦଳା(୨୦)ଙ୍କ ମୃତଦେହକୁ ଗୁରୁବାର ଅପରାହ୍ନରେ ପୋଲିସ ଜବତ କରିଥିଲା। ଏନେଇ ଏତଲା ହେବା ପରେ ଥାନା ଭାରପ୍ରାପ୍ତ ଆଇଆଇସି ତଥା…

OPS ସ୍ତରରେ ବଡ଼ ଅଦଳବଦଳ: ୧୯ ଅତିରିକ୍ତ ଏସ୍‌ପିଙ୍କ ବଦଳି, ଜାଣନ୍ତୁ କିଏ କେଉଁଠିକୁ ଗଲେ…

ଭୁବନେଶ୍ୱର, ୯।୧୦: OPS ସ୍ତରରେ ଅଦଳବଦଳ। ବଦଳିଲେ ବ୍ରହ୍ମପୁର ଅତିରିକ୍ତ ଏସ୍‌ପି। ବ୍ରହ୍ମପୁର ଅତିରିକ୍ତ ଏସ୍‌ପି ସୀମା ସ୍ବାଇଁଙ୍କ ବଦଳି ହୋଇଛି। ସେ ତାଳଚେର ଅତିରିକ୍ତ ଏସ୍‌ପି କାର୍ଯ୍ୟ କରିବେ। ତାଙ୍କ ସ୍ଥାନରେ ଆଲୋକ ଜେନାଙ୍କୁ ବ୍ରହ୍ମପୁର ଅତିରିକ୍ତ ଏସ୍‌ପି ଦାୟିତ୍ୱ…

ଭିକ୍ଷୁକ ବୃଦ୍ଧଙ୍କୁ ଠେଙ୍ଗାରେ ପିଟିପିଟି ମାରିଦେଲେ…

ସୋରଡ଼ା, ୯।୧୦ (ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡ଼ା ଥାନା ଗୋଛା ପଞ୍ଚାୟତ ସର୍ଗଦାର ଗ୍ରାମ ନିକଟରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଠେଙ୍ଗାରେ ପିଟି ପିଟି ବୃଦ୍ଧାଙ୍କ ହତ୍ୟା କରିଛନ୍ତି ଦୁବୃର୍ତ୍ତ । ମୃତକ ଜଣକ ସିଙ୍ଗପୁର ଗ୍ରାମର ଶିଶିର…

ଗାଧୋଇବାବେଳେ ବନ୍ୟା ପାଣିରେ ଭାସିଯାଇଥିଲେ ବୃଦ୍ଧ: ଦିନକ ପରେ ମୃତଦେହ ଉଦ୍ଧାର

ଅମରପାଲି,୯।୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ଖଣ୍ଡହତା ଗ୍ରାମରେ ଗାଧୋଇବାକୁ ଯାଇଥିବା ବେଳେ ବନ୍ୟାପାଣି ରେ ଭାସି ଯାଇଥିବା ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବୃଦ୍ଧ ଜଣକ ହେଲେ ଖଣ୍ଡହତା ଗ୍ରାମର ମୁରଲୀ ସାହୁ(୭୨) । ମୁରଲୀ…

ଅନାସ୍ଥା ପରେ ଦାୟିତ୍ୱ ନେଲେ କୁନ୍ଦୁରା ବ୍ଲକ ନୂତନ ଅଧ୍ୟକ୍ଷ  

କୁନ୍ଦୁରା,୮।୧୦(ସନ୍ତୋଷ ପ୍ରହରାଜ): କୋରାପୁଟ ଜିଲା କୁନ୍ଦୁରା ବ୍ଲକଠାରେ କୁନ୍ଦୁରା ବ୍ଲକ ଇତିହାସରେ ପ୍ରଥମ ଥର ହୋଇଥିବା ଅନାସ୍ଥା ପ୍ରସ୍ତାବ ଭୋଟ ପରେ ନୂତନ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେଇଛନ୍ତି ତରୁଣୀସେନ ବିଷୋୟୀ। ଗତ ଦୁଇ ମାସ ଧରି ଧରି ଚାଲିଥିବା ବାଦ…

ପାଟଣାର ସାମାଜିକ କର୍ମୀ ରାହସ ବିହାରୀଙ୍କ ବିୟୋଗ, ଶୋକବ୍ୟକ୍ତ କଲେ…

ପାଟଣା,୮।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ଦୁର୍ଗାଦେଇପୁର ଶାସନର ଜଣା ଶୁଣା ଧର୍ମପରାୟଣ ଓ ସାମଜିକ କର୍ମୀ ରାହସ ବିହାରୀ ଦାଶ ଙ୍କ ବୁଧବାର ସକାଳ ୮ ଟାରେ ରେ ବିୟୋଗ ଘଟିଛି । ମୃତ୍ୟୁ ବେଳେକୁ…

SI ନିଯୁକ୍ତି ଦୁର୍ନୀତି ମାମଲା: ୧୧୯ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ, ମିଳିବ କଠୋର ଦଣ୍ଡ

ବ୍ରହ୍ମପୁର,୮।୧୦: ଓଡ଼ିଶାରେ ପୋଲିସ ସବ-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ପ୍ରକ୍ରିୟାରେ ଦୁର୍ନୀତି ଓ ପ୍ରଶ୍ନପତ୍ର ଲିକ ମାମଲାରେ ଗିରଫ ହୋଇଥିବା ୧୧୯ ଜଣ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ବ୍ରହ୍ମପୁର ଜିଲା ଓ ସେସନ୍ସ ଜଜ କୋର୍ଟ ଖାରଜ କରିଛନ୍ତି। କୋର୍ଟ ଏହି ସମସ୍ତ…

ଚାଷ ଜମିରୁ ପାଣି ମୋଟର ଚୋରି କରି ନେଇଗଲେ, ଗଞ୍ଜାମର ଚାଷୀ ହନ୍ତସନ୍ତ

ଗଞ୍ଜାମ,୮।୧୦ (ଅଖିଳ ତରାଇ) : ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ସାନ ରାମଚନ୍ଦ୍ରପୁର ପଞ୍ଚାୟତର ହରିପୁର ବୁରୁଡି ଅଞ୍ଚଳରେ ଏକ ଅପ୍ରତ୍ୟାଶିତ ଘଟଣା ଘଟିଛି। ରାତିରେ କେହି ଦୁର୍ବୃତ୍ତ ଚାଷ ଜମିରୁ ପାଣି ମଟର ଚୋରି କରି ନେଇଯାଇଛନ୍ତି। ଫଳରେ…

ଛୁଟିର ସୁଯୋଗ ନେଇ ବିଦ୍ୟାଳୟ ଶ୍ରେଣୀଗୃହ ତାଲାଭାଙ୍ଗି ଚୋରି, ସୁରକ୍ଷା ବଢ଼ାଇବାକୁ ରମ୍ଭା ଥାନାରେ…

ଗଞ୍ଜାମ,୮।୧୦(ଅଖିଳ ତରାଇ) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସାନ ରାମଚନ୍ଦ୍ରପୁର ପଞ୍ଚାୟତର ଡିଆଁଡେଇଁ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟରେ ଚୋରି ହୋଇଛି। ଦଶହରା ଛୁଟି ସରିବା ପରେ ସ୍କୁଲ କର୍ତ୍ତୃପକ୍ଷ ଏକ ଶ୍ରେଣୀଗୃହର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ବହିପତ୍ର ଏବଂ କିଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri