ଏନ୍ଭିଡିଆ ବଜାର ମୂଲ୍ୟ ୧.୫୭ ଟ୍ରିଲିୟନ ଡଲାର ଖସିଲା
ଓ୍ବାଶିଂଟନ୍,୧୧ା୧୧: ଅନ୍ତର୍ଜାତୀୟ କର୍ପୋରେଟ୍ ଜଗତରେ ବିଶ୍ୱର ପ୍ରମୁଖ ଟେକ୍ ତଥା ଅତ୍ୟାଧୁନିକ ଚିପ୍ ନିର୍ମାଣକାରୀ କମ୍ପାନୀ ଏନ୍ଭିଡିଆ ପ୍ରସଙ୍ଗ ଏବେ ସବୁଠାରୁ ଚର୍ଚ୍ଚିତ ହୋଇଛି। ଚାଇନାର ଆଲିସ୍ ହୁଆଙ୍ଗଙ୍କ ସହ ଏନ୍ଭିଡିଆ ସିଇଓ ଜେନ୍ସେନ୍ ହୁଆଙ୍ଗଙ୍କ ପରକୀୟା ପ୍ରୀତି ଏବଂ ସମ୍ପୃକ୍ତ…

