ଯୁକ୍ତ ୩, ପିଜି ଛାତ୍ରୀଛାତ୍ରଙ୍କୁ ମିଳିଲା ‘ନୂଆ-ଓ’ ସ୍କଲାରଶିପ୍ ଭୁବନେଶ୍ୱର,୨୬ା୨: ରାଜ୍ୟ ସରକାର ସୋମବାର ୩ଟି ଜିଲାର ଛାତ୍ରୀଛାତ୍ରଙ୍କୁ ବଡ଼ ଉପହାର ପ୍ରଦାନ କରିଛନ୍ତି। ଆଜି ସମ୍ବଲପୁର, ଦେବଗଡ଼ ଏବଂ ଅନୁଗୋଳ ଜିଲାର ଯୁକ୍ତ ୩ ତିନି ଏବଂ ପିଜି ଛାତ୍ରୀଛାତ୍ରଙ୍କୁ ନୂଆ-ଓ ସ୍କଲାରଶିପ୍ ବଣ୍ଟନ କରାଯାଇଛି। ୫-ଟି ଅଧ୍ୟକ୍ଷ...