ଅଲିମ୍ପିକ୍ସରେ ମେଡାଲ ନ ଜିତିଲେ ଖେଳାଳିଙ୍କୁ କେଉଁ ଦଣ୍ଡ ଦିଅନ୍ତି କିମ୍ ଜଙ୍ଗ ଉନ୍ ନୂଆଦିଲ୍ଲୀ,୧୨ା୮: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ସମାପ୍ତ ହୋଇଛି। ଅନେକ ଦେଶ ପରି ଉତ୍ତର କୋରିଆ ଆଥଲେଟ୍ ମାନେ ମଧ୍ୟ ଅନେକ କ୍ରୀଡ଼ାରେ ଅଂଶଗ୍ରହଣ କରି ପଦକ ଜିତିଛନ୍ତି। କିନ୍ତୁ, ଉତ୍ତର କୋରିଆର ଅନେକ ଆଥଲେଟ୍ ଅଛନ୍ତି ଯେଉଁମାନେ ବିନା ପଦକରେ...