ମୋଦି ନୁହେଁ ନୀତୀଶଙ୍କ ନାମରେ ମିଳିଲା NDAକୁ ଭୋଟ, କେମିତି ଚାଲିଲା ‘ସୁଶାସନ ବାବୁଙ୍କ’ ଚାଲ୍ ଜାଣନ୍ତୁ…
ପାଟନା,୧୪।୧୧: ୧୪ ନଭେମ୍ବର, ୨୦୨୫ ସକାଳ ଠାରୁ, ବିହାରର ପ୍ରତ୍ୟେକ କୋଣ ଅନୁକୋଣରୁ NDAର ବିଜୟର ଖବର ଆସୁଛି। ଗଣନା କେନ୍ଦ୍ରଗୁଡ଼ିକ ଚଳଚଞ୍ଚଳ, ଏବଂ ଟିଭି ସ୍କ୍ରିନଗୁଡ଼ିକ ସଂଖ୍ୟା ଚମକୁଛି। ବିହାରର ସଦ୍ୟତମ ଟ୍ରେଣ୍ଡଗୁଡ଼ିକ ଦର୍ଶାଉଛି ଯେ NDA ୧୮୯ ଆସନରେ…
ବିହାରରେ ନୀତୀଶଙ୍କ ସୁନାମୀ, NDAକୁ ମିଳିଲା ‘ଲେଡି ପାଓ୍ବାର’ର ବୁଷ୍ଟର ଡୋଜ
ପାଟନା,୧୪।୧୧: ବନ୍ଧୁକ, କୁଶାସନ, ଦୁର୍ନୀତି। ଜଙ୍ଗଲ ରାଜର ସଙ୍କେତ। ନିର୍ଦ୍ଦୋଷ ଗୋଲୁର ଅପହରଣ ଏବଂ ଟିକ ଟିକ ଖଣ୍ଡର ଲୋମ ହର୍ଷଣକାରୀ କାହାଣୀ। ବିହାର ନିର୍ବାଚନ ପ୍ରଚାର ସମୟରେ, ପ୍ରଧାନମନ୍ତ୍ରୀ ମୋଦି ଲାଲୁ ପ୍ରସାଦ ଯାଦବଙ୍କୁ ତାଙ୍କ ସମୟର ଘଟଣା ଗୁଡିକୁ…
ନୀତୀଶ-ଚିରାଗଙ୍କୁ ଜୋରଦାର ଝଟ୍କା: ବିହାର ରାଜନୀତିରେ ହଲଚଲ
ପାଟନା,୧୦।୧୦: ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ମଧ୍ୟରେ, ନୀତୀଶ କୁମାରଙ୍କ ଜନତା ଦଳ ୟୁନାଇଟେଡ (ଜେଡିୟୁ) ପରେ ପରେ ଝଟ୍କାର ସମ୍ମୁଖୀନ ହେଉଛି। ପ୍ରଥମେ ପୂର୍ବତନ ମନ୍ତ୍ରୀ ଲକ୍ଷ୍ମେଶ୍ୱର ରାୟ ଦଳ ଛାଡିଥିଲେ। ଏବେ ପୂର୍ବତନ ଏମ୍ପି ସନ୍ତୋଷ କୁଶୱା…
ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବିନା ସୁଧରେ ମିଳିବ ଶିକ୍ଷା ଋଣ
ପାଟନା,୧୬।୯: ଚଳିତ ବର୍ଷ ବିହାରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ନିର୍ବାଚନର ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ। ଏହା ପୂର୍ବରୁ କେନ୍ଦ୍ର ଏବଂ ବିହାର ସରକାର ରାଜ୍ୟବାସୀଙ୍କ ଉପରେ ଉପହାର ବର୍ଷା କରୁଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର (ସେପ୍ଟେମ୍ବର…
ଚାଷୀଙ୍କୁ ମିଳିବ ବଡ଼ ଉପହାର: ଘରେ ବସି ପାଇପାରିବେ ସରକାରୀ ଯୋଜନାର ସୁବିଧା
ପାଟନା,୧୬ା୮: ଚାଷୀମାନଙ୍କୁ ଖୁବ୍ଶୀଘ୍ର ଏକ ନୂଆ ଉପହାର ମିଳିବାକୁ ଯାଉଛି। ଏହି ଡିଜିଟାଲ ଯୁଗରେ ଏବେ ଚାଷୀମାନେ ମଧ୍ୟ ହାଇ-ଟେକ୍ ହେବାକୁ ଯାଉଛନ୍ତି। ଏପରି ସୁବିଧା ଦେବେ ନୀତୀଶ ସରକାର। ଚାଷୀ ଏବଂ ଫାର୍ମ ଗୋଦାମର ଡିଜିଟାଇଜେଶନ କାର୍ଯ୍ୟ ଆରମ୍ଭ କରିଛନ୍ତି…
ସରକାରଙ୍କ ବଡ଼ ଘୋଷଣା, ଦୁଇଗୁଣା ହେଲା ରୋଷେୟା, ରାତ୍ରୀ ଜଗୁଆଳିଙ୍କ ଦରମା
ପାଟନା,୧।୮: ବିହାରରେ ବିଧାନସଭା ନିର୍ବାଚନ ଆସୁଛି। ନିର୍ବାଚନ ପୂର୍ବରୁ ନୀତୀଶ କୁମାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସେ ଶିକ୍ଷା ବିଭାଗ ଅଧୀନରେ କାର୍ଯ୍ୟରତ ରୋଷେୟା,…
ନୀତୀଶଙ୍କୁ ନେଇ ବଡ଼ ଖବର: ମିଳିବ ଉପରାଷ୍ଟ୍ରପତି ପଦ! ଭାଜପା ଦେଲା ବଡ଼ ସୂଚନା
ନୂଆଦିଲ୍ଲୀ,୨୨।୭: ଦେଶର ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ଇସ୍ତଫା ସହିତ, ନୂତନ ଉପରାଷ୍ଟ୍ରପତିଙ୍କ ନାମକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ଏହି ସମୟରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନାମ ପାଇଁ ଦାବି ଉଠିଛି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଦାବି ଜେଡିୟୁ…
୧୨୫ ୟୁନିଟ ବିଜୁଳି ମାଗଣାରେ ମିଳିବ, ୧୪ କୋଟି ଜନତାଙ୍କୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ
ପାଟନା,୧୭।୭: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ୧ ଅଗଷ୍ଟ, ୨୦୨୫ରୁ ସମସ୍ତ ଘରୋଇ ଗ୍ରାହକଙ୍କୁ ୧୨୫ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଯୋଗାଇଦେବା ଘୋଷଣା କରି ରାଜ୍ୟବାସୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଲାଭ ଜୁଲାଇ…
ବିହାରରେ ମହିଳାଙ୍କ ପାଇଁ ୩୫% ସରକାରୀ ଚାକିରି ସଂରକ୍ଷଣ ଘୋଷଣା କଲେ ନୀତୀଶ
ପାଟନା,୮।୭: ଆଗାମୀ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମହିଳା ଶକ୍ତି (ନାରୀ ଶକ୍ତି) ବୃଦ୍ଧି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଛନ୍ତି। ମଙ୍ଗଳବାର ସେ ଘୋଷଣା କରିଛନ୍ତି ଯେ, ବିହାରର ସ୍ଥାୟୀ ବାସିନ୍ଦା ଥିବା…
ବିହାରରେ ୯୪ ଲକ୍ଷ ପରିବାରଙ୍କୁ ୨ ଲକ୍ଷ ଟଙ୍କା, ପେନସନ ୪୦୦ରୁ ୧୧୦୦କୁ ବୃଦ୍ଧି, ନୀତୀଶଙ୍କ ନିର୍ବାଚନୀ ମାଷ୍ଟରଷ୍ଟ୍ରୋକ
ପାଟନା, ୨୪ା୬: ବିହାରରେ ୨୦୨୫ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ବିହାର କ୍ୟାବିନେଟ ମଙ୍ଗଳବାର ଏକାଧିକ ଲୋକପ୍ରିୟ ଓ ଦୂରଗାମୀ ନିଷ୍ପତ୍ତି ନେଇଛି। ଏହି ନିଷ୍ପତ୍ତିଗୁଡ଼ିକ ରାଜ୍ୟର ବୃହତ ଜନସଂଖ୍ୟାକୁ ପ୍ରତ୍ୟକ୍ଷ ଭାବେ ପ୍ରଭାବିତ କରିବ ଏବଂ…
ବିହାରର ଆଗାମୀ ‘ନୀତୀଶ କୁମାର’ ହେବାକୁ ଚାହୁଁଛନ୍ତି ଚିରାଗ ପାସଓ୍ବାନ? ଭାଜପା ଶିବିରରେ ଛନକା!
ପାଟନା,୭।୬: ଗତ କିଛି ଦିନ ଧରି କେନ୍ଦ୍ରମନ୍ତ୍ରୀ ତଥା ଲୋକ ଜନଶକ୍ତି ପାର୍ଟିର ଅଧ୍ୟକ୍ଷ ଚିରାଗ ପାସଓ୍ବାନ ବିଧାନସଭା ନିର୍ବାଚନ ଲଢ଼ିବାକୁ ଇଚ୍ଛା ପ୍ରକାଶ କରିଆସୁଛନ୍ତି। ଏଣୁ ସେ ରାଜ୍ୟ ରାଜନୀତିରେ କିଙ୍ଗ୍ ନ ହେଲେ ବି ‘କିଙ୍ଗ ମେକର୍’ ସାବ୍ୟସ୍ତ…
ଟିକେଟ୍ ଚାହୁଁଥିବା ଅଶାୟୀଙ୍କର ସୋସିଆଲ ମିଡିଆରେ ୫୦,୦୦୦ ଫଲୋଅର୍ସ ଥିବା ଜରୁରୀ: ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୩୦।୫: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଦଳତ୍ୟାଗୀମାନଙ୍କୁ କଡ଼ା ବାର୍ତ୍ତା ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନେତାମାନଙ୍କୁ ନିର୍ବାଚନ ପୂର୍ବରୁ ଦଳ ବଦଳାଇ ପୁଣି ମୂଳ ଦଳକୁ ଫେରିବା ନେଇ ସତର୍କ କରିଛନ୍ତି। ବିହାର ଭାଜପା ନେତାମାନଙ୍କ ସହ ଏକ ବୈଠକରେ…
Archives


