SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍ ଥିଲେ ମିଳିବନି…
ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ ସାଇବର ଠକେଇ ରୋକିବା ପାଇଁ ସରକାର ନୂଆ ବ୍ୟବସ୍ଥା ଲାଗୁ କରିଛନ୍ତି। ଏଣିକି…
ଏପ୍ରିଲ ପହିଲାରୁ ATM ବ୍ୟବହାର ହୋଇଯିବ ମହଙ୍ଗା, ଜାଣିରଖନ୍ତୁ ନୂଆ ନିୟମ, ନଚେତ…
ନୂଆଦିଲ୍ଲୀ,୨୨।୩: ନୂତନ ଆର୍ଥିକ ବର୍ଷ ଆରମ୍ଭରୁ ସାଧାରଣ ଗ୍ରାହକଙ୍କ ପାଇଁ ବ୍ୟାଙ୍କିଙ୍ଗ ନିୟମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏପ୍ରିଲ ୧ ତାରିଖରୁ ATMରୁ ଟଙ୍କା ଉଠାଣ, ଟ୍ରାଞ୍ଜାକ୍ସନ ଚାର୍ଜ ଏବଂ କ୍ୟାସ ଆକ୍ସେସ ସମ୍ପର୍କିତ କିଛି ନୂଆ ନିୟମ ଲାଗୁ…
New Rules 1 February 2026: ବଜେଟ ପୂର୍ବରୁ ସିଗାରେଟଠାରୁ LPG ପର୍ଯ୍ୟନ୍ତ ବଢିଲା ଏସବୁର ଦର
ନୂଆଦିଲ୍ଲୀ,୧।୨: ପ୍ରତି ମାସରେ, ପ୍ରତ୍ୟେକ ମାସର ପ୍ରଥମ ତାରିଖରେ କିଛି ପରିବର୍ତ୍ତନ ଘଟେ, ଯାହା ସିଧାସଳଖ ସାଧାରଣ ଲୋକଙ୍କ ପକେଟ ଉପରେ ପ୍ରଭାବ ପକାଇଥାଏ। ରବିବାର ଅର୍ଥାତ ଫେବୃଆରୀ ୧ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦିନ ହେବାକୁ ଯାଉଛି, କାରଣ ଆଜି…
ବିମାନ ଉଡ଼ାଣକୁ ନେଇ ନୂଆ ନିୟମ ଜାରି କଲେ ସରକାର, ଜାଣନ୍ତୁ କ’ଣ କ’ଣ ହେଲା ପରିବର୍ତ୍ତନ
ନୂଆଦିଲ୍ଲୀ,୧୫।୭: ଭାରତ ସରକାର ବିମାନ ଉଡ଼ାଣ ସମ୍ପର୍କରେ ନୂତନ ନିୟମର ଏକ ଡ୍ରାଫ୍ଟ ଜାରି କରିଛନ୍ତି। ଭାରତୀୟ ବିମାନ ନିୟମ, ୨୦୨୫ ଅନୁଯାୟୀ, ଏବେ ସରକାର ୩୦ ଦିନ ମଧ୍ୟରେ ଏହି ନିୟମଗୁଡ଼ିକ ଉପରେ ଯେକୌଣସି ମତାମତ କିମ୍ବା ପରାମର୍ଶ ପଠାଇବାକୁ…

