ବାବର ଇସ୍ତଫା ଦେବା ମାତ୍ରେ ନୂଆ ଅଧିନାୟକ ଘୋଷଣା କଲା ପିସିବି, ଜାଣନ୍ତୁ କାହାକୁ ମିଳିଲା ଗୁରୁ ଦାୟିତ୍ୱ ଲାହୋର,୧୫।୧୧: ବିଶ୍ୱକପ୍ରେ ଖରାପ ପ୍ରଦର୍ଶନକୁ ନେଇ ପାକିସ୍ତାନ ଅଧିନାୟକ ପଦରୁ ଇସ୍ତଫା ଦେଉଥିବା ନେଇ ବୁଧବାର ବାବର ଆଜମ ଘୋଷଣା କରିଥିଲେ। ଏହାର କିଛି ସମୟ ନ ପୂରୁଣୁ ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ ନୂଆ ଅଧିନାୟକଙ୍କ ନାମ ଘୋଷଣା...