ଚାଞ୍ଚଲ୍ୟ… ସ୍ବର୍ଣ୍ଣ ବିଜେତା ନୀରଜଙ୍କ ଆତ୍ମହତ୍ୟା! ପାରା ଆଥଲେଟିକ୍ସ ଜଗତରେ ଶୋକର ଛାୟା
ନୂଆଦିଲ୍ଲୀ,୨୮।୧୦: ଭାରତୀୟ ପାରା ଆଥଲେଟିକ୍ସ ଜଗତକୁ ସ୍ତବ୍ଧ କରିଦେଇଛି ତିନିଥର ଏସୀୟ ପାରା ଗେମ୍ସ ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଯାଦବଙ୍କ ମୃତ୍ୟୁ ଖବର । ୪୨ ବର୍ଷୀୟ ଏହି ଖେଳାଳି ମଙ୍ଗଳବାର ରାତିରେ ନିଜ ଫ୍ଲାଟ୍ରେ ବିଷାକ୍ତ ପଦାର୍ଥ ସେବନ…

