Tag Archives: neeraj chopra

ଜେଏସ୍‌ଡବ୍ଲ୍ୟୁ ସ୍ପୋଟର୍‌ସରୁ ଅଲଗା ହେଲେ ନୀରଜ

ମୁମ୍ୱାଇ,୫ା୧: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଜେଏସ୍‌ଡବ୍ଲ୍ୟୁ ସ୍ପୋଟର୍‌ସ ସହ ଏକ ଦଶନ୍ଧି ପୂରୁଣା ସମ୍ପର୍କ ଛିନ୍ନ କରିଛନ୍ତି। ଏଥିସହିତ ସେ ନିଜସ୍ୱ ଆଥଲେଟ୍‌ ମାନେଜମେଣ୍ଟ ସଂସ୍ଥା ଭେଲ ସ୍ପୋଟର୍‌ସର ଆରମ୍ଭ କରିଛନ୍ତି। ଚୋପ୍ରା ୨୦୧୬ଠାରୁ…

ନୀରଜ ଚୋପ୍ରାଙ୍କ ବଡ଼ ଖୁଲାସା: କହିଲେ ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ପଦକ ନ ଜିତିବାର କାରଣ

ଟୋକିଓ,୧୮।୯: ଭାରତୀୟ ଜାଭେଲିନ ତାରକା ନୀରଜ ଚୋପ୍ରା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ ୨୦୨୫ର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ନିରାଶାଜନକ ପ୍ରଦର୍ଶନ କରି ଅଷ୍ଟମ ସ୍ଥାନରେ ରହିଛନ୍ତି। ତାଙ୍କ ଶ୍ରେଷ୍ଠ ଥ୍ରୋ ୮୪.୦୩ ମିଟର ଥିବା ବେଳେ, ପ୍ରଥମ ଥର ଫାଇନାଲରେ…

ଭାରତର ନୂଆ ଜାଭେଲିନ୍ ଷ୍ଟାର ସଚିନ ଯାଦବ: ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପରେ ନୀରଜ ଚୋପ୍ରାଙ୍କୁ ପଛରେ ପକାଇ ଚମକିଲେ

ଟୋକିଓ,୧୮।୯: ଭାରତର ଜାଭେଲିନ୍ ତାରକା ସଚିନ ଯାଦବ ଗୁରୁବାର ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ ୨୦୨୫ ଫାଇନାଲରେ ଜାପାନର ଟୋକିଓ ନ୍ୟାସନାଲ ଷ୍ଟାଡିୟମରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ନୀରଜ ଚୋପ୍ରା ଓ ପାକିସ୍ତାନର ଅର୍ଶଦ ନାଦୀମଙ୍କ ମଧ୍ୟରେ ଭାରତ-ପାକିସ୍ତାନ ଦ୍ୱନ୍ଦ୍ୱକୁ ନେଇ ଚର୍ଚ୍ଚା…

୭ ବର୍ଷ ପରେ ପ୍ରଥମଥର ମେଡାଲରୁ ବଞ୍ଚିତ ହେଲେ ନୀରଜ ଚୋପ୍ରା, ଆଉ ଜଣେ ଭାରତୀୟ ମାରିଲେ ବାଜି

ଟୋକିଓ,୧୮ା୯: ଡିଫେଣ୍ଡିଂ ଚାମ୍ପିଅନ ନୀରଜ ଚୋପ୍ରାଙ୍କ ବିଶ୍ୱ ଚାମ୍ପିଅନସିପ୍ ଟାଇଟଲ ବଜାୟ ରଖିବାର ସ୍ୱପ୍ନ ଗୁରୁବାର ଟୋକିଓରେ ଭାଙ୍ଗିଯାଇଛି। ଦୁଇ ଥର ଅଲିମ୍ପିକ୍ ପଦକ ବିଜେତାଙ୍କୁ ଅଲିମ୍ପିକ୍ ଷ୍ଟାଡିୟମରେ ଅନୁଷ୍ଠିତ ବିଶ୍ୱର ସବୁଠାରୁ ବଡ଼ ଝଟକା ଲାଗିଛି। ଏହି ପ୍ରତିଯୋଗିତାରେ ନୀରଜଙ୍କୁ…

ଅର୍ଶାଦ ନଦୀମଙ୍କ କ୍ଷୋଭ: ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ଜିତିବା ପରେ ମିଳିଥିବା ପୁରସ୍କାର ପ୍ରତିଶ୍ରୁତି ‘ମିଛ’

ନୂଆଦିଲ୍ଲୀ,୧୭।୭: ପାରିସ୍ ଅଲିମ୍ପିକ୍ସରେ ଭାରତର ନୀରଜ ଚୋପ୍ରାଙ୍କୁ ହରାଇ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ଜିତିଥିବା ପାକିସ୍ତାନର ପ୍ରଥମ ଆଥଲେଟ୍ ଅର୍ଶାଦ ନଦୀମ ତାଙ୍କୁ ଦିଆଯାଇଥିବା ‘ମିଛ’ ପୁରସ୍କାର ପ୍ରତିଶ୍ରୁତିକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ଗତ ବର୍ଷ ପାରିସ୍‌ରେ ଅନୁଷ୍ଠିତ ଅଲିମ୍ପିକ୍ସରେ…

ଅଷ୍ଟ୍ରାଭା ଗୋଲ୍ଡେନ୍ ସ୍ପାଇକ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତିଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ,୨୪ା୬: ଭାରତର ଅଲିମ୍ପିକ ଓ ବିଶ୍ୱ ଚାମ୍ପିୟନ ନୀରଜ ଚୋପ୍ରା ଚେକ ରିପବ୍ଲିକର ଅଷ୍ଟ୍ରାଭାରେ ଆୟୋଜିତ ପ୍ରତିଷ୍ଠିତ ୬୪ତମ ଅଷ୍ଟ୍ରାଭା ଗୋଲ୍ଡେନ୍ ସ୍ପାଇକ ୨୦୨୫ (ୱାର୍ଲ୍ଡ ଆଥଲେଟିକ୍ସ କଣ୍ଟିନେଣ୍ଟାଲ ଟୁର ଗୋଲ୍ଡ ଲେଭେଲ) ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତି ପୁଣି ଥରେ…

ଇତିହାସ ରଚିଲେ ସୁନା ପୁଅ: ବିଦେଶ ମାଟିଲେ ଉଡ଼ାଇଲେ ତ୍ରିରଙ୍ଗା

ପ୍ୟାରିସ୍‌,୨୧।୬: ପ୍ୟାରିସରେ ଶୁକ୍ରବାର ଭାରତୀୟ ତାରକା ଆଥଲେଟିକ୍ସ ନୀରଜ ଚୋପ୍ରା ପୁଣି ଥରେ ଚମକିଛନ୍ତି। ନୀରଜ ଚୋପ୍ରା ପ୍ୟାରିସ ଡାଇମଣ୍ଡ ଲିଗରେ ୮୮.୧୬ ମିଟର ଥ୍ରୋ କରି କେବଳ ସିଜିନର ପ୍ରଥମ ବିଜୟ ହାସଲ କରି ନ ଥିଲେ, ବରଂ ଏହା…

ଇତିହାସ ରଚିଲେ ଭାରତର ଗୋଲଡେନ ବୟ: ହାସଲ କଲେ ବଡ଼ କାରନାମା

ଦୋହା, ୧୭ା୫:ଭାରତର ତାରକା ଆଥଲେଟ୍‌ ନୀରଜ ଚୋପ୍ରା ଏଠାରେ ଅନୁଷ୍ଠିତ ଡାଇମଣ୍ଡ ଲିଗ୍‌ ମିଟିଂରେ ପ୍ରଥମ ଥର ୯୦ମିଟରରୁ ଊର୍ଦ୍ଧ୍ୱ ଜାଭେଲିନ୍‌ ଥ୍ରୋ କରି ଇତିହାସ ରଚିଛନ୍ତି। ଏହି ସଫଳତା ହାସଲ କରିବାରେ ସେ ଭାରତର ପ୍ରଥମ, ଏସିଆର ୩ୟ ଏବଂ…

ଗୋଲଡେନ୍ ବଏ ନୀରଜ ଚୋପ୍ରାଙ୍କୁ ଭାରତୀୟ ସେନାରେ ମିଳିଲା ଏକ ବଡ଼ ପଦବୀ

ନୂଆଦିଲ୍ଲୀ,୧୪।୫: ଭାରତର ଗୌରବ ଏବଂ ଦୁଇଥରର ଅଲିମ୍ପିକ୍ ପଦକ ବିଜେତା ନୀରଜ ଚୋପ୍ରାଙ୍କୁ ଭାରତୀୟ ସେନାର ଟେରିଟୋରିଆଲ ଆର୍ମୀରେ ‘ଲେଫ୍ଟିନେଣ୍ଟ କର୍ଣ୍ଣେଲ’ ପଦବୀରେ ସମ୍ମାନିତ କରାଯାଇଛି। ଏହି ସମ୍ମାନ ତାଙ୍କୁ ତାଙ୍କର କ୍ରୀଡ଼ା କ୍ଷେତ୍ରରେ ଅସାଧାରଣ ପ୍ରଦର୍ଶନ ଏବଂ ଦେଶ ପାଇଁ…

ଭଙ୍ଗା ହାତରେ ବ୍ରୁସେଲ୍ ଡାଇମଣ୍ଡ ଲିଗ୍ ଖେଳିଲେ ନୀରଜ, କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୫।୯: ଭାରତର ତାରକା ଜାଭେଲିନ୍ ଫିଙ୍ଗାଳି ନୀରାଜ ଚୋପ୍ରା ପୁଣି ଆହତ ହୋଇଛନ୍ତି। ବ୍ରୁସେଲ୍ ଡାଇମଣ୍ଡ ଲିଗରେ ଲଗାତାର ଦ୍ୱିତୀୟ ଥର ପାଇଁ ରନର୍ସ ଅପ୍ ହୋଇଥିବା ନୀରଜ ଏହି ଖୁଲାସା କରିଛନ୍ତି। ରବିବାର ଏକ୍ସ’ରେ ଏକ ପୋଷ୍ଟ କରି ସେ…

ଡାଇମଣ୍ଡ ଲିଗ୍‌ ୨୦୨୪ ଫାଇନାଲ୍‌ରେ ପଛରେ ପଡ଼ିଲେ ନୀରଜ

ନୂଆଦିଲ୍ଲୀ, ୨୩।୦୮: ଭାରତ ପାଇଁ ଅଲିମ୍ପିକ୍‌ରେ ସ଼୍ବର୍ଣ୍ଣ ଏବଂ ରୌପ୍ୟ ପଦକ ଆଣିଥିବା ଜଭେଲିନ୍‌ ଷ୍ଟାର ନୀରଜ ଚୋପ୍ରା ୨୨ ଅଗଷ୍ଟରୁ ଲୁସାନେ ଡାଇମଣ୍ଡ ଲିଗ୍‌ରେ ଭାଗ ନେଇଛନ୍ତି । ନୀରଜଙ୍କୁ ଏହି ଲିଗ୍‌ରେ ପୁଣିଥରେ ଆକ୍ସନ ମୋଡ୍‌ରେ ଦେଖିବାକୁ ମିଳିଛି…

ଇଞ୍ଜୁରୀକୁ ଚିନ୍ତାରେ ନୀରଜ; ଡାକ୍ତରଙ୍କ ପରାମର୍ଶ ପାଇଁ ଗଲେ ଜର୍ମାନୀ

ନୂଆଦିଲ୍ଲୀ, ୧୨ା୮: ପ୍ୟାରିସ୍‌ ଅଲିମ୍ପିକ୍ସରେ ରୌପ୍ୟ ଜିତିଥିବା ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ସ୍ବଦେଶ ନ ଫେରି ଜର୍ମାନୀ ଗସ୍ତ କରିଛନ୍ତି। ସେଠାରେ ସେ ତାଙ୍କର ଅସ୍ତ୍ରୋପଚାର ସମ୍ଭାବନାକୁ ନେଇ ଡାକ୍ତରୀ ପରାମର୍ଶ ନେବେ। ତା’ପରେ ଯାଇ ସେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri