ଭାଜପାକୁ ଝାଡ଼ଖଣ୍ଡରେ ନିର୍ବାଚିତ ସରକାରକୁ ଭାଙ୍ଗିବାକୁ ଦେଲାନାହିଁ ‘ଇଣ୍ଡିଆ’ ମେଣ୍ଟ: ରାହୁଲ
ରାଞ୍ଚି,୩।୨: ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଚମ୍ପାଇ ସୋରେନ୍ ଶପଥ ନେଇସାରିଥିଲେ ହେଁ ରାଜନୈତିକ ଉଷ୍ମତା ଜାରି ରହିଛି। ଘୋଡ଼ାବେପାର ଆଶଙ୍କାରେ ୩୬ଜଣ ବିଧାୟକଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯାଇଛି। ଅପରପକ୍ଷେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଇଣ୍ଡିଆ ମେଣ୍ଟ ଭାଜପାକୁ...
ଜଗଦ୍ଗୁରୁ ରାମଭଦ୍ରାଚାର୍ଯ୍ୟ ଅସୁସ୍ଥ, ଛାତିରେ ଯନ୍ତ୍ରଣା ହେବା ପରେ ହସ୍ପିଟାଲ୍ରେ ଭର୍ତ୍ତି
ଆଗ୍ରା,୨।୨: ତୁଳସୀ ପୀଠାଧିଶ୍ୱର ଜଗଦ୍ଗୁରୁ ରାମଭଦ୍ରାଚାର୍ଯ୍ୟ ଅସୁସ୍ଥ ହୋଇପଡ଼ିଛନ୍ତି। ଛାତିରେ ଯନ୍ତ୍ରଣା ହେଉଥିବା ସେ ଅଭିଯୋଗ କରିବା ପରେ ତାଙ୍କୁ ଆଗ୍ରାର ପୁଷ୍ପାଞ୍ଜଳି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କୁ ଅଧିକ ଚିକିତ୍ସା ଲାଗି ବିମାନ ଜରିଆରେ ଡେରାଡୁନ୍ ନେବାକୁ...
ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲଙ୍କ ଘରେ କ୍ରାଇମ୍ବ୍ରାଞ୍ଚର ଟିମ୍
ନୂଆଦିଲ୍ଲୀ,୨।୨: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପି ମୁଖ୍ୟ ଅରବିନ୍ଦ କେଜ୍ରିୱାଲଙ୍କ ଅଡ଼ୁଆ ବଢ଼ିଛି। ଶୁକ୍ରବାର ଅପରାହ୍ନରେ ତାଙ୍କ ବାସଭବନରେ ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଟିମ ପହଞ୍ଚି ଥିଲା। ଭାଜପା ଏଏପିର କିଛି ବିଧାୟକଙ୍କୁ କିଣିବାର ଚେଷ୍ଟା କରୁଥିବା ଅଭିଯୋଗର ତଦନ୍ତ...
ଝାଡ଼ଖଣ୍ଡରେ ଚମ୍ପାଇ ସୋରେନ୍ ସରକାର ନା ହେବ ରାଜନୈତିକ ଖେଳ? କିଛି ସମୟ ପରେ ରାଜ୍ୟପାଳଙ୍କୁ ଭେଟିବେ…
ରାଞ୍ଚି,୧।୨: ହେମନ୍ତ ସୋରେନଙ୍କୁ ଗିରଫ କରାଯିବା ପରେ ଝାଡ଼ଖଣ୍ଡରେ ରାଜନୈତିକ ଅସ୍ଥିରତା ବଢ଼ିବାରେ ଲାଗିଛି। ମହାମେଣ୍ଟର ବିଧାୟକମାନଙ୍କୁ ହାଇଦ୍ରାବାଦ ସ୍ଥାନାନ୍ତର କରାଯିବ ବୋଲି କୁହାଯାଉଥିବା ବେଳେ ସ୍ବତନ୍ତ୍ର ବିମାନ ରାଞ୍ଚିରେ ପହଞ୍ଚିଛି। ବିଧାୟକମାନେ ସର୍କିଟ୍ ହାଉସ୍ରେ ଉପସ୍ଥିତ ଥିବା ବେଳେ...
ଶ୍ରୀକୃଷ୍ଣ ଜନ୍ମଭୂମି ମାମଲା: ହିନ୍ଦୁ ସେନାର ଅଧ୍ୟକ୍ଷଙ୍କୁ ହତ୍ୟା ଧମକ
ନୂଆଦିଲ୍ଲୀ,୧।୨: ଶ୍ରୀକୃଷ୍ଣ ଜନ୍ମଭୂମି ମାମଲାରେ ହିନ୍ଦୁ ସେନାର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଷ୍ଣୁ ଗୁପ୍ତାଙ୍କୁ ଜୀବନରେ ମାରିଦେବାକୁ ଧମକପୂର୍ଣ୍ଣ ଚିଠି ମିଳିଛି। ତାଙ୍କର ପୂର୍ବ ଦିଲ୍ଲୀସ୍ଥିତ ବାସଭବନକୁ କେହି ଦୁର୍ବୃତ୍ତ ଏକ ପାର୍ସଲ ପଠାଇଥିଲେ। ଏଥିରେ ଧମକପୂର୍ଣ୍ଣ ଚିଠି ସହ ତିନୋଟି...
ଆଜି ଝାଡ଼ଖଣ୍ଡ ବନ୍ଦ ଡାକରା ଦେଇଛନ୍ତି ଆଦିବାସୀ ସଂଗଠନ
ରାଞ୍ଚି,୧।୨: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିବାକୁ ବିରୋଧ କରି ଗୁରୁବାର ଅନେକ ଆଦିବାସୀ ସଂଗଠନ ପକ୍ଷରୁ ରାଜ୍ୟବନ୍ଦ ଡାକରା ଦିଆଯାଇଛି। ଏହି ବନ୍ଦରେ ୧୫-୨୦ ଆଦିବାସୀ ସଂଗଠନ ସାମିଲ ହେବେ। ଯାଞ୍ଚରେ ସୋରେନ୍ ସହଯୋଗ...
୩୧ ବର୍ଷ ପରେ ଜ୍ଞାନବାପିରେ ହେଲା ମଙ୍ଗଳ ଆଳତି, ଅଦାଲତଙ୍କ ରାୟ ପରେ ହିନ୍ଦୁ ଆବେଦନକାରୀ କଲେ ପୂଜା
ପ୍ରୟାଗରାଜ,୧।୨: ଉତ୍ତରପ୍ରଦେଶର ବାରାଣସୀ ଜିଲା ଅଦାଲତଙ୍କ ଆଦେଶ ପରେ ୩୧ ବର୍ଷ ପରେ ଜ୍ଞାନବାପୀ ମସ୍ଜିଦ୍ ପରିସରରେ ଥିବା ‘ବ୍ୟାସ୍ କା ତେଖାନା’ରେ ଗୁରୁବାର ପୂଜାପାଠ କରାଯାଇଛି। ବିଶ୍ୱନାଥ ମନ୍ଦିରର ମୁଖ୍ୟ ପୂଜାରୀ ଓମ ପ୍ରକାଶ ମିଶ୍ର ଏବଂ ଅଯୋଧ୍ୟାରେ...
ବିହାରରେ ରାହୁଲଙ୍କୁ କୁନି ବାଳକ ପଚାରିଲେ- ଆପଣ ବିବାହ କେବେ କରିବେ? ଜବାବରେ…
ପାଟନା,୩୧।୧: ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ରେ ରାହୁଲ ଗାନ୍ଧୀ ବିହାରରେ ପହଞ୍ଚିଛନ୍ତି। ଏଠାରେ ତାଙ୍କୁ ଜଣେ ୬ ବର୍ଷର ୟୁଟ୍ୟୁବର୍ ବିବାହ କେବେ କରିବେ ବୋଲି ପ୍ରଶ୍ନ ପଚାରିଥିଲେ। ଏହାର ଜବାବରେ ଏବେ ମୁଁ କାମ କରୁଛି। ଯେବେ କାମ...
‘ଇଭିଏମ୍ ଅଛି ତ ମୋଦି ଅଛନ୍ତି’
ନୂଆଦିଲ୍ଲୀ,୩୧।୧: ଚଣ୍ଡିଗଡ଼ ମେୟର ନିର୍ବାଚନରେ ଭାଜପାର ବିଜୟକୁ ନେଇ ଉଭୟ ଦଳ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି ଶିବସେନା ଏମ୍ପି ସଞ୍ଜୟ ରାଉତ। ଖୋଲାଖୋଲି ଭାବେ ଅନେକ ପ୍ରସଙ୍ଗରେ ପ୍ରତିକ୍ରିୟା ରଖୁଥିବା ସଞ୍ଜୟ କହିଛନ୍ତି ଯେ ଇଭିଏମ୍...
ଦୁଇଟି ଏମ୍ଫିଲ୍ କୋର୍ସର ବୈଧତା ବଢ଼ାଇଲା UGC, ଜାଣନ୍ତୁ କେଉଁ ପର୍ଯ୍ୟନ୍ତ କରିପାରିବେ ଆଡମିଶନ
ନୂଆଦିଲ୍ଲୀ,୩୧।୧: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦୁଇଟି ଏମ୍ଫିଲ୍ ପାଠ୍ୟକ୍ରମର ବୈଧତା ବୃଦ୍ଧି କରିଛି। ଏଥିରେ କ୍ଲିନିକାଲ ସାଇକୋଲୋଜି ଏବଂ ସାଇକ୍ରାଟ୍ରିକ ସୋସିଆଲ ଓ୍ବାର୍କରେ ଏମ୍ଫିଲ୍ ଅନ୍ତର୍ଭୁକ୍ତ।ଏହି ଦୁଇଟିର ବୈଧତା ୨୦୨୫-୨୦୨୬ ଶିକ୍ଷାବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମଙ୍ଗଳବାର ଆୟୋଗ...
ତେଜସ୍ବୀ ଯାଦବଙ୍କୁ ୮ ଘଣ୍ଟା ଯାଏ ପଚରାଉଚରା କଲା ଇଡି, ୬୦ ପ୍ରଶ୍ନର ଉତ୍ତର ମାଗିଲା…
ପାଟନା,୩୦।୧: ଆର୍ଜେଡି ନେତା ତେଜସ୍ବୀ ଯାଦବଙ୍କୁ ‘ଲ୍ୟାଣ୍ଡ ଫର୍ ଜବ୍ ସ୍କାମ୍’ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ୮ ଘଣ୍ଟା ଧରି ପଚରାଉଚରା କରିଛି। ମନି ଲଣ୍ଡରିଂ ଆଇନ ଅନୁଯାୟୀ ପଚରାଉଚରା କରାଯିବା ପରେ ମଙ୍ଗଳବାର ଅପରାହ୍ନରେ ସେ ବାହାରିଥିଲେ। ଆର୍ଜେଡି ମୁଖ୍ୟ...
ବିଶ୍ୱ କ୍ରିକେଟରେ ଚାଲିବ ଜୟ ଶାହାଙ୍କ ଦବ୍ଦବା? ଖୁବ୍ଶୀଘ୍ର ବିସିସିଆଇ ସଚିବଙ୍କୁ ମିଳିପାରେ ବଡ଼ ପଦବୀ
ନୂଆଦିଲ୍ଲୀ,୩୦।୧: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)ର ସର୍ବୋଚ୍ଚ ପଦରେ ପୁଣିଥରେ ଏକ ଭାରତୀୟଙ୍କୁ ଦେଖାଯାଇପାରେ। ଭାରତରେ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ସଚିବ ଜୟ ଶାହା ଚଳିତ ବର୍ଷ ଶେଷ ସୁଦ୍ଧା ଆଇସିସି ଅଧ୍ୟକ୍ଷଙ୍କ ଦାୟିତ୍ୱ ତୁଲାଇପାରନ୍ତି। ଆଗାମୀ କିଛି ଘଣ୍ଟା ମଧ୍ୟରେ...
Archives


