ଆୟକର ବିଲ-୨୦୨୫ ପ୍ରତ୍ୟାହାର କଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ,୮।୮: କେନ୍ଦ୍ର ସରକାର ଲୋକସଭାରେ ଆୟକର ବିଲ ପ୍ରତ୍ୟାହାର କରିନେଇଛନ୍ତି। ସରକାର ଏବେ ଏହା ସ୍ଥାନରେ ଏକ ନୂତନ ବିଲ ଆଣିବେ। ଫେବୃଆରୀ ୨୦୨୫ରେ ଲୋକସଭାରେ ଉପସ୍ଥାପିତ ହେବା ପରେ, ଏହାକୁ ସିଲେକ୍ଟ କମିଟିକୁ ପଠାଯାଇଥିଲା। ସିଲେକ୍ଟ କମିଟିର ସମସ୍ତ ପରାମର୍ଶ…
ମଧ୍ୟବିତ୍ତ ପରିବାର ପାଇଁ ଖୁସିଖବର: ମୋଦି ସରକାର ନେଲେ ବଡ଼ ନିଷ୍ପତ୍ତି, ଏଣିକି…
ନୂଆଦିଲ୍ଲୀ,୮।୮: ଶୁକ୍ରବାର କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଅନ୍ତର୍ଗତ ଶସ୍ତା ଏଲପିଜି ଯୋଜନାକୁ ୨୦୨୫-୨୬ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ, ୧୨,୦୦୦ କୋଟି ମଞ୍ଜୁର…
୩୦ ସେପ୍ଟେମ୍ବର ପରେ ATMରୁ ବନ୍ଦ ହୋଇଯିବ ୫୦୦ ଟଙ୍କିଆ ନୋଟ୍! ସରକାର ଦେଲେ ଏହି ଜବାବ
ନୂଆଦିଲ୍ଲୀ,୮।୮: ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଥିଲା ଯେ ଏଟିଏମ୍ରୁ ୫୦୦ ଟଙ୍କାର ନୋଟ ବାହାରିବା ବନ୍ଦ ହୋଇଯିବ। ଅର୍ଥ ମନ୍ତ୍ରଣାଳୟ ଏ ବିଷୟରେ ସ୍ପଷ୍ଟୀକରଣ ଦେଇଛି। ସରକାରଙ୍କ ପକ୍ଷରୁ ସଂସଦରେ କୁହାଯାଇଛି ଯେ ଜନସାଧାରଣଙ୍କ କାରବାର ଆବଶ୍ୟକତାକୁ ଧ୍ୟାନରେ ରଖି,…
ଏହି ପରିଚୟପତ୍ର ବିନା ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଆଗାମୀ କିସ୍ତି ପାଇବେ ନାହିଁ, ନୂଆ ନିୟମ ବିଷୟରେ ଜାଣନ୍ତୁ…
ନୂଆଦିଲ୍ଲୀ,୮।୮: ଦେଶରେ କୋଟି କୋଟି ଚାଷୀ ଅଛନ୍ତି। ଏହି ଚାଷୀମାନଙ୍କ ମଧ୍ୟରୁ ଅନେକ ଚାଷ ମାଧ୍ୟମରେ ସେମାନଙ୍କର ଆବଶ୍ୟକତା ପୂରଣ କରିପାରୁ ନାହାଁନ୍ତି। ଭାରତ ସରକାର ଏପରି ଗରିବ ଏବଂ ଅଭାବୀ ଚାଷୀଙ୍କୁ ସହାୟତା ପ୍ରଦାନ କରନ୍ତି। ଏଥିପାଇଁ ସରକାରଙ୍କ ଦ୍ୱାରା…
ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତରେ ମୋଟ ଖର୍ଚ୍ଚ ହୁଏ ଏତେ କୋଟି, ଜାଣିଲେ ଉଡିଜିବ ହୋସ୍
ନୂଆଦିଲ୍ଲୀ,୮।୮: ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଦେଶ ଗସ୍ତ ଉପରେ ବିରୋଧୀ ଦଳଗୁଡ଼ିକ ପ୍ରତ୍ୟେକ ଥର ପ୍ରଶ୍ନ ଉଠାଇଥାନ୍ତି। ବିରୋଧୀ ଦଳ ମଧ୍ୟ ପ୍ରତ୍ୟେକ ଥର ତାଙ୍କ ବିଦେଶ ଗସ୍ତର ସମୟ ଉପରେ ପ୍ରଶ୍ନ ଉଠାଇଛନ୍ତି। ଅନେକ ଥର କଂଗ୍ରେସ ନେତା ରାହୁଲ ଗାନ୍ଧୀ…
୧୫ ଅଗଷ୍ଟ ପୂର୍ବରୁ ବଡ଼ ଷଡ଼ଯନ୍ତ୍ର! ଲାଲକିଲ୍ଲାରେ ପ୍ରବେଶ କରୁଥିଲେ ୫ ଜଣ, ଧରିଲା ପୋଲିସ, ବାଂଲାଦେଶ ସହ ରହିଛି…
ନୂଆଦିଲ୍ଲୀ,୫।୮: ୧୫ ଅଗଷ୍ଟ ପୂର୍ବରୁ ଦିଲ୍ଲୀରେ କୌଣସି ଷଡ଼ଯନ୍ତ୍ର ରଚାଯାଉଛି କି? କାରଣ ପାଞ୍ଚ ଜଣ ଅବୈଧ ବାଂଲାଦେଶୀ ଲାଲକିଲ୍ଲାରେ ବଳପୂର୍ବକ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। ଏହା ଆଶ୍ୱସ୍ତିର କଥା ଯେ ସତର୍କ ଥିବା ପୋଲିସ ସମୟ ମଧ୍ୟରେ ସେମାନଙ୍କୁ…
ତେଜସ୍ବୀ ଯାଦବଙ୍କୁ ନୋଟିସ ଜାରି କଲେ ନିର୍ବାଚନ ଆୟୋଗ
ପାଟଣା,୩।୮: ରାଷ୍ଟ୍ରୀୟ ଜନତା ଦଳ (RJD) ନେତା ଏବଂ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ ସମସ୍ୟା ବଢ଼ିପାରେ। ସେ ଦାବି କରିଥିଲେ ଯେ ତାଙ୍କ ନାମ ବିହାରର ଡ୍ରାଫ୍ଟ ଭୋଟର ତାଲିକାରେ ନାହିଁ। ତେଜସ୍ବୀଙ୍କ ଅନୁଯାୟୀ, ସେ ଯେଉଁ EPIC…
ଆର୍ମି ଅଫିସରଙ୍କ ହାଇଡ୍ରାମା: ବିମାନବନ୍ଦରରେ କର୍ମଚାରୀଙ୍କୁ ମାରିଲେ ବିଧା-ଗୋଇଠା , ଭାଙ୍ଗିଦେଲେ ହାଡ଼, ଏବେ…
ଶ୍ରୀନଗର,୩।୮: ଶ୍ରୀନଗରରୁ ଦିଲ୍ଲୀ ଯାଉଥିବା ସ୍ପାଇସ୍ ଜେଟ୍ ବିମାନ ନମ୍ବର SG-୩୮୬ର ବୋର୍ଡିଂ ଗେଟ୍ରେ ଜଣେ ଯାତ୍ରୀଙ୍କ ହାଇଡ୍ରାମା ଦେଖିବାକୁ ମିଳିଛି। ଯାତ୍ରୀଜଣଙ୍କ ସ୍ପାଇସ୍ ଜେଟ୍ର ଚାରିଜଣ କର୍ମଚାରୀଙ୍କ ଉପରେ ଗୁରୁତର ଆକ୍ରମଣ କରିଛନ୍ତି। ଶ୍ରୀନଗର ବିମାନବନ୍ଦରରେ ଘଟିଥିବା ଏହି ଘଟଣାକୁ…
ପୂର୍ବତନ CJIଙ୍କୁ ମିଳିଲା ନୂଆ ଠିକଣା, ଅବସର ନେବାର ୨୬୫ ଦିନ ପରେ ଖାଲି କଲେ ସରକାରୀ ବଙ୍ଗଳା
ନୂଆଦିଲ୍ଲୀ,୩।୮: ଭାରତର ପୂର୍ବତନ ମୁଖ୍ୟ ବିଚାରପତି (CJI) ଡି.ଓ୍ବାଇ ଚନ୍ଦ୍ରଚୂଡ଼ ଜାତୀୟ ରାଜଧାନୀରେ ଥିବା ସୁପ୍ରିମକୋର୍ଟର ମୁଖ୍ୟଙ୍କ ସରକାରୀ ବାସଭବନ ଖାଲି କରିଛନ୍ତି। ଭାରତର ୫୦ତମ ସିଜେଆଇ ଜଷ୍ଟିସ ଚନ୍ଦ୍ରଚୂଡ଼ ୮ ନଭେମ୍ବର,୨୦୨୪ରେ ଅବସର ନେଇଥିଲେ। ନିକଟରେ ନୂଆଦିଲ୍ଲୀର ୫, କୃଷ୍ଣ…
ପିଏମ୍ କିଷାନ ଟଙ୍କା ଆସିବା ପୂର୍ବରୁ ଶୀଘ୍ର କରନ୍ତୁ ଏହି କାମ, ନଚେତ୍ ଅଟକିଯିବ ପଇସା
ନୂଆଦିଲ୍ଲୀ,୧।୮: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ଦେଶର କୋଟି କୋଟି ଚାଷୀ ଲାଭ ଉଠାନ୍ତି। ଏହି ଯୋଜନା ଅଧୀନରେ, ସରକାର ବର୍ଷକୁ ୬୦୦୦ ଟଙ୍କା ଦିଅନ୍ତି। ସରକାର ତିନୋଟି କିସ୍ତିରେ ଏହି ଟଙ୍କା ପଠାନ୍ତି। ଏପର୍ଯ୍ୟନ୍ତ ଏହି ଯୋଜନାର…
ଆଜିଠୁ ପରିବର୍ତ୍ତନ ହେଲା ଏସବୁ ନିୟମ, ଜାଣନ୍ତୁ ଆପଣଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ
ନୂଆଦିଲ୍ଲୀ,୧।୮: ଅଗଷ୍ଟ ୨୦୨୫ ଆରମ୍ଭ ସହିତ, କିଛି ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କାର୍ଯ୍ୟକାରୀ ହୋଇଛି, ଯାହା ସାଧାରଣ ଲୋକଙ୍କ ପକେଟ ଏବଂ ଦୈନନ୍ଦିନ ଜୀବନ ଉପରେ ସିଧାସଳଖ ପ୍ରଭାବ ପକାଇବ। ଏହି ପରିବର୍ତ୍ତନଗୁଡ଼ିକ UPI କାରବାର, LPG ସିଲିଣ୍ଡର ମୂଲ୍ୟ ଏବଂ SBI…
UPI ୟୁଜର୍ସଙ୍କୁ ଝଟକା: ଆଜିଠୁ ହେଲା ନୂଆ ନିୟମ, ଚେକ୍ କରିନିଅନ୍ତୁ
ନୂଆଦିଲ୍ଲୀ,୧।୮: ଆଜିଠାରୁ ଏକ ନୂତନ ମାସ ଆରମ୍ଭ ହୋଇଛି। ଏହି ନୂତନ ମାସ କିଛି ପରିବର୍ତ୍ତନ ଆଣିଛି। ଯଦି ଏହି ପରିବର୍ତ୍ତନଗୁଡ଼ିକ ସିଧାସଳଖ ଆପଣଙ୍କ ଜୀବନ ସହିତ ଜଡିତ, ତେବେ ଆପଣଙ୍କ ପାଇଁ ଏହା ଜାଣିବା ଗୁରୁତ୍ୱପୂର୍ଣ୍ଣ। ୧ ଅଗଷ୍ଟରୁ UPIର…
Archives


