Tag Archives: National

ଆର୍‌ଏସ୍‌ଏସ୍‌ ସଦସ୍ୟରୁ ଉପରାଷ୍ଟ୍ରପତି: ଏମିତି ଥିଲା ରାଜନୈତିକ କ୍ୟାରିୟର

ନୂଆଦିଲ୍ଲୀ,୧୦ା୯: ଚନ୍ଦ୍ରପୁରମ୍‌ ପୋନ୍ନୁସାମି ରାଧାକ୍ରିଷ୍ଣନ୍‌ ମଙ୍ଗଳବାର ଭାରତର ପଞ୍ଚଦଶ ଉପରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ସଦସ୍ୟତାରୁ ନିଜ କ୍ୟାରିୟର ଆରମ୍ଭ କରିଥିବା ନମ୍ରଭାଷୀ ରାଧାକ୍ରିଷ୍ଣନ ଦେଶର ଉପରାଷ୍ଟ୍ରପତି ହୋଇପାରିଛନ୍ତି। ରାଜନୈତିକ ଓ ପ୍ରଶାସନିକ କାର୍ଯ୍ୟରେ ତାଙ୍କର ଭଲ…

ନେପାଳ ନ ଯିବାକୁ ଭାରତୀୟଙ୍କୁ ପରାମର୍ଶ

ନୂଆଦିଲ୍ଲୀ,୧୦ା୯: ନେପାଳରେ ହିଂସା ଏବଂ ରାଜନୈତିକ ଅସ୍ଥିରତା ମଧ୍ୟରେ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟମାନଙ୍କ ପାଇଁ ଆଡ୍‌ଭାଇଜରି ଜାରି କରାଯାଇଛି। ସ୍ଥିତିରେ ଉନ୍ନତି ନ ଆସିବା ପର୍ଯ୍ୟନ୍ତ ନେପାଳ ନ ଯିବା ପାଇଁ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ସମ୍ପ୍ରତି…

ନିର୍ବାଚନରେ ଜିତିବା ପରେ ଉପରାଷ୍ଟ୍ରପତିଙ୍କୁ ମିଳିବ ଏତେ ସବୁ ସୁବିଧା, ଦରମା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ନୂଆଦିଲ୍ଲୀ,୯।୯: ଦେଶ ଆଜି ନୂତନ ଉପରାଷ୍ଟ୍ରପତି ପାଇବ। ୨୧ ଜୁଲାଇରେ ଜଗଦୀପ ଧନଖରଙ୍କ ହଠାତ୍‌ ଇସ୍ତଫା ପରେ, ଏହି ପଦବୀ ଖାଲି ପଡ଼ିଥିଲା। ଏନଡିଏ ସିପି ରାଧାକୃଷ୍ଣନଙ୍କୁ ନିଜର ପ୍ରାର୍ଥୀ କରିଥିବା ବେଳେ, ବିରୋଧୀ ଭାରତ ଆଲାୟନ୍ସ ବି. ସୁରଦର୍ଶନ ରେଡ୍ଡୀଙ୍କୁ…

ଉପରାଷ୍ଟ୍ରପତି ନିର୍ବାଚନରେ ବଡ଼ ବିପର୍ଯ୍ୟୟ! ମତଦାନରୁ ଦୂରେଇ ରହିଲେ ଏହି ୩ ଦଳ, ଜାଣନ୍ତୁ ଏହାର କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୯।୯: ଭାରତୀୟ ରାଜନୀତିରେ ଉପରାଷ୍ଟ୍ରପତି ନିର୍ବାଚନ ସର୍ବଦା ଆକର୍ଷଣୀୟ ହୋଇଆସିଛି। ଏଥର ନିର୍ବାଚନ ଆହୁରି ସ୍ବତନ୍ତ୍ର ହୋଇଯାଇଛି କାରଣ ତିନୋଟି ଗୁରୁତ୍ୱପୂର୍ଣ୍ଣ ଦଳ – BJD, BRS ଏବଂ ଅକାଳି ଦଳ (ୱାରିସ ପଞ୍ଜାବ ଦେ)ର ସାଂସଦ ସରବଜିତ ସିଂହ ଖାଲସା…

ବିନା ଗ୍ୟାରେଣ୍ଟିରେ ମିଳିବ ୯୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ, ଜାଣନ୍ତୁ ଏହା କେଉଁ ଯୋଜନା, କେମିତି ଉଠାଇବେ ଏହାର ଲାଭ

ନୂଆଦିଲ୍ଲୀ, ୫।୯: କେନ୍ଦ୍ର ସରକାର ଦେଶର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ଚଳାଇଛନ୍ତି। ଯଦି ଆପଣ ଛୋଟ ବ୍ୟବସାୟ କରନ୍ତି କିମ୍ବା ରାସ୍ତାରେ କାମ କରନ୍ତି। ତେବେ ଆପଣଙ୍କ ପାଇଁ ଏକ ଖୁସିଖବର ଅଛି। ସରକାରଙ୍କର ଏକ ସ୍ବତନ୍ତ୍ର…

ନୂଆ GST ଯୋଗୁ ଏତେ କୋଟି ଟଙ୍କା କ୍ଷତି ସହିବେ ସରକାର! ଚକିତ କଲା ଭଳି ସୂଚନା ଦେଲେ ବିଶେଷଜ୍ଞ

ନୂଆଦିଲ୍ଲୀ, ୪।୯: ଦେଶର ଅର୍ଥନୀତିକୁ ତ୍ୱରାନ୍‌ବିତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇ କେନ୍ଦ୍ର ସରକାର GSTରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି। ପୂର୍ବରୁ GST ୧.୦ ରେ ଚାରୋଟି ସ୍ଲାବ ଥିଲା, କିନ୍ତୁ ଏବେ ଏହାକୁ ମାତ୍ର ଦୁଇଟି…

ଦିଲ୍ଲୀରେ ଲୋକଙ୍କ ଘରେ ପଶିଲା ପାଣି

ନୂଆଦିଲ୍ଲୀ,୩ା୯: ସମଗ୍ର ଉତ୍ତର ଭାରତରେ ବର୍ଷା ବିତ୍ପାତ ଲାଗିରହିଥିବାବେଳେ ଜମ୍ମୁ-କଶ୍ମୀର, ପଞ୍ଜାବ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ ସମେତ ବିଭିନ୍ନ ରାଜ୍ୟରେ ବନ୍ୟା ଆସି ବ୍ୟାପକ ଧନଜୀବନ କ୍ଷତି ହୋଇଛି। ବହୁ ରାସ୍ତା ପାଣିରେ ବୁଡ଼ିରହିବା ସହ ଅନେକ ଘର ଭାସିଯାଇଛି। ବାଦଲଫଟା ବର୍ଷା…

ଆଜିଠାରୁ ଆରମ୍ଭ ହେବ GST କାଉନସିଲ ବୈଠକ: ଜାଣନ୍ତୁ କେଉଁ ଜିନିଷ ସବୁ ହୋଇପାରେ ଶସ୍ତା

ନୂଆଦିଲ୍ଲୀ, ୩।୯: ଆଜିଠାରୁ ସାମଗ୍ରୀ ଏବଂ ସେବା ଟିକସ ପରିଷଦ (GST Council Meeting)ର ବୈଠକ ଆରମ୍ଭ ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସରେ GST ଢାଞ୍ଚାରେ ଏକ ବ୍ୟାପକ ସଂସ୍କାର ଆଣିବାକୁ ଘୋଷଣା କରିଥିଲେ। ତାହାକୁ ଦୃଷ୍ଟିରେ ରଖି,…

ବିଆର୍‌ଏସ୍‌ରୁ କେ.କବିତା ସସ୍‌ପେଣ୍ଡ, ଦଳ ବିରୋଧୀ କାର୍ଯ୍ୟ ପାଇଁ…

ହାଇଦ୍ରାବାଦ,୨।୯: ଭାରତୀୟ ରାଷ୍ଟ୍ର ସମିତି (BRS) ମଙ୍ଗଳବାର କେ. କବିତାଙ୍କୁ ଦଳରୁ ନିଲମ୍ବିତ କରିଛି। କବିତାଙ୍କ ଉପରେ ଦଳ ବିରୋଧୀ କାମ କରିବାର ଅଭିଯୋଗ ଆସିଛି। ତେଲଙ୍ଗାନାର ପୂର୍ବତନ ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଝିଅ କବିତାଙ୍କୁ ନିଲମ୍ବିତ କରିବାର ସବୁଠାରୁ…

ଆଜିଠୁ ବଦଳିଲା ଏସବୁ ବଡ଼ ନିୟମ: କେଉଁଥିରେ ମିଳିବ ଲାଭ, କ’ଣ ପଡିବ ପ୍ରଭାବ, ଜାଣନ୍ତୁ…

ନୂଆଦିଲ୍ଲୀ,୧।୯: ଆଜି ଅର୍ଥାତ୍‌ ୧ ସେପ୍ଟେମ୍ବରଠାରୁ ସାରା ଦେଶରେ ଅନେକ ବଡ଼ ପରିବର୍ତ୍ତନ ଆସିଛି। ସାଧାରଣ ଲୋକଙ୍କ ପାଇଁ ଏହା ଜାଣିବା ଗୁରୁତ୍ୱପୂର୍ଣ୍ଣ। ଏହି ମାସଟି ମଧ୍ୟ ବିଶେଷ ହେବାକୁ ଯାଉଛି କାରଣ ୩ ସେପ୍ଟେମ୍ବରରୁ GST ପରିଷଦ ବୈଠକ ଅନୁଷ୍ଠିତ…

ବଡ଼ କାମ କରିଦେଲେ ପ୍ରଧାନମନ୍ତ୍ରୀ ମୋଦି: ଆଗାମୀ ପୀଢିଙ୍କ ପାଇଁ …

ନୂଆଦିଲ୍ଲୀ,୩୦।୮: ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍‌ ଯୁଦ୍ଧ ମଧ୍ୟରେ ନିଯୁକ୍ତି ପ୍ରସଙ୍ଗ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି। ଆମେରିକା ସରକାର ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍‌ ଲାଗୁ କରିଛନ୍ତି, ଯାହା ରପ୍ତାନି କ୍ଷେତ୍ର ପ୍ରଭାବିତ ହେବା ସ୍ବାଭାବିକ। କୁହାଯାଉଛି ଯେ ଏହା ନିଯୁକ୍ତିକୁ…

ଭୂସ୍ଖଳନ ଯୋଗୁ ବ୍ୟାପକ କ୍ଷୟକ୍ଷତି: ୩ ଜଣଙ୍କ ମୃତଦେହ ଉଦ୍ଧାର, ଅନେକ ଲୋକ ନିଖୋଜ

ଶ୍ରୀନଗର,୩୦।୮: ଜମ୍ମୁର ରିଆସି ଜିଲାର ମାହୋରରେ ମଧ୍ୟ ଏକ ବଡ଼ ଭୂସ୍ଖଳନ ହୋଇଛି, ଯାହା ଫଳରେ ଅନେକ ଘର ଭାସି ଯାଇଛି। ପ୍ରାୟ ସାତ ଜଣ ନିଖୋଜ ଥିବା ସୂଚନା ମିଳିଛି। ସେହିପରି ରାମବାନ ଜିଲାର ରାଜଗଡ଼ ଅଞ୍ଚଳରେ ମଧ୍ୟ ଭୂସ୍ଖଳନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri