ଗୋଟିଏ ରକେଟ ଲଞ୍ଚ କରିବା ବେଳେ ୧୯ ଲକ୍ଷ ଲିଟର ପାଣି ଖର୍ଚ୍ଚ କରେ ନାସା, କାରଣ ଜାଣିଲେ ଚକିତ ହେବେ
ଫ୍ଲୋରିଡା: ଯେତେବେଳେ NASAର କୌଣସି ବଡ଼ ରକେଟ ଯେମିତି Space Launch System (SLS) କିମ୍ବା ପୂର୍ବରୁ ସ୍ପେସ ଶଟଲ ଲଞ୍ଚ ହୁଏ, ସେତେବେଳେ ଲଞ୍ଚ ପ୍ୟାଡ ଉପରେ ଲକ୍ଷାଧିକ ଲିଟର୍ ପାଣିର ବର୍ଷା ଦେଖାଯାଏ। ଏହି ପାଣି ରକେଟର ବେଗକୁ…
୪ ମହାକାଶଚାରୀଙ୍କୁ ଫେରାଇ ଆଣିଲା ନାସା
ଓ୍ବାଶିଂଟନ,୧୫ା୧: ନାସା ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନ (ISS)ରୁ ପ୍ରଥମ ଥର ପାଇଁ ୪ ମହାକାଶଚାରୀଙ୍କୁ ଫେରାଇ ଆଣିଛି। ଜଣେ ମହାକାଶଚାରୀଙ୍କୁ ଚିକିତ୍ସା ଆବଶ୍ୟକ ଥିବାରୁ ବୁଧବାର ୪ କ୍ରୁ ମେମ୍ବର ସ୍ପେସଏକ୍ସ କ୍ରୁ ଡ୍ରାଗନ କ୍ୟାପସୁଲରେ ଷ୍ଟେଶନ ଛାଡ଼ିଥିଲେ। ନାସାର କମାଣ୍ଡର…
୨୦୨୬ରେ ଲେଖା ହେବ ମହାକାଶ ବିଜ୍ଞାନର ନୂଆ ଅଧ୍ୟାୟ: ଭାରତ, ଆମେରିକା ରଚିବେ ଇତିହାସ
ନୂଆଦିଲ୍ଲୀ,୧।୧: ୨୦୨୬ ବର୍ଷଟି ବିଶ୍ୱ ମହାକାଶ ଇତିହାସରେ ଏକ ନୂତନ ଯୁଗର ସୂତ୍ରପାତ କରିବାକୁ ଯାଉଛି। ଭାରତର ‘ଇସ୍ରୋ’ ଏବଂ ଆମେରିକାର ‘ନାସା’ ଦୁଇଟି ଭିନ୍ନ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ମିଶନ ଜରିଆରେ ମାନବଜାତିର ମହାକାଶ ଯାତ୍ରାକୁ ଏକ ନୂଆ ଦିଗ ଦେବାକୁ…
Pakistan Nostradamus: ୨୦୨୫ରେ ଧ୍ୱଂସ ହେବ ପୃଥିବୀ? ପାକସ୍ତାନୀ ନୋଷ୍ଟ୍ରାଡାମସଙ୍କୁ ନେଇ ଲୋକେ ଭୟଭୀତ! ଜାଣନ୍ତୁ କ’ଣ କହୁଛି ନାସା
ନୂଆଦିଲ୍ଲୀ,୨୭।୧୧: ବିଶ୍ୱପ୍ରସିଦ୍ଧ ରହସ୍ୟବାଦୀ ରିଆଜ ଅହମ୍ମଦ ଗୌହର ଶାହୀଙ୍କ ନାମରେ ଏକ ପୁରୁଣା ଭବିଷ୍ୟବାଣୀ ଆଜିକାଲି ସୋସିଆଲ ମିଡିଆରେ ଦ୍ରୁତ ଗତିରେ ପ୍ରସାରିତ ହେଉଛି। ଦାବି କରାଯାଉଛି ଯେ ସେ ପ୍ରାୟ ୨୦-୨୫ ବର୍ଷ ପୂର୍ବରୁ ସତର୍କ କରାଇଥିଲେ ଯେ ୨୦୨୫…
ଇତିହାସ ପାଲଟିଯିବ ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନ! କାହିଁକି NASA ନେଲା ଏହି ନିଷ୍ପତ୍ତି; କାରଣ ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ
ନୂଆଦିଲ୍ଲୀ,୮।୮: ୪୩୦ ଟନରୁ ଅଧିକ ଓଜନର ଏକ ଫୁଟବଲ ଗ୍ରାଉଣ୍ଡ ପରି ଏକ ପରୀକ୍ଷାଗାର ଏବଂ ପୃଥିବୀଠାରୁ ପ୍ରାୟ ୪୦୦ କିଲୋମିଟର ଉଚ୍ଚ। ଘଣ୍ଟା ପ୍ରତି ୨୮ ହଜାର କିଲୋମିଟର ବେଗରେ ଘୂରୁଥିବା ଏହି ପରୀକ୍ଷାଗାରକୁ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ କୁହାଯାଏ।…
ମହାକାଶରୁ ଫେରିବା ପରେ ଏସବୁ ଜିନିଷ ଭୁଲିଯିବେ ଶୁଭାଂଶୁ ଶୁକ୍ଲା: ଖାଇବାଠାରୁ ଚାଲିବା ପର୍ଯ୍ୟନ୍ତ…
ନୂଆଦିଲ୍ଲୀ,୧୪।୭: ଭାରତର ମହାକାଶ ଅଭିଯାନରେ ଆଉ ଏକ ଐତିହାସିକ ମୁହୂର୍ତ୍ତ ଆସିବାକୁ ଯାଉଛି। ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୧୮ ଦିନ ବିତାଇବା ପରେ ପୃଥିବୀକୁ ଫେରିବାକୁ ଯାଉଛନ୍ତି। ତାଙ୍କର ପ୍ରତ୍ୟାବର୍ତ୍ତନ ଆକ୍ସିଅମ-୪ ମିଶନ ମାଧ୍ୟମରେ ଆରମ୍ଭ…
ବଜେଟ କାଟ କଲେ ଟ୍ରମ୍ପ, କର୍ମଚାରୀଙ୍କୁ ଦେଲେ ରିଟାୟରମେଣ୍ଟ ପ୍ଲାନ ଅଫର, NASAରୁ ୨୦୦୦ କର୍ମଚାରୀଙ୍କର ହେବ ଛଟେଇ!
ଓ୍ବାଶିଂଟନ,୧୦।୭: ଆମେରିକୀୟ ମହାକାଶ ସଂସ୍ଥା ନାସା ଏବେ ଏକ ବଡ଼ ପରିବର୍ତ୍ତନ ଦେଇ ଗତି କରୁଛି। ରିପୋର୍ଟ ହୋଇଛି ଯେ ନାସା ଏହାର ପ୍ରାୟ ୨୧୪୫ କର୍ମଚାରୀଙ୍କୁ ବାହାରର ରାସ୍ତା ଦେଖାଇବାକୁ ପ୍ରସ୍ତୁତ ହେଉଛି। ଆମେରିକୀୟ ଗଣମାଧ୍ୟମ ପଲିଟିକୋ ଏ ବିଷୟରେ…
ଭୂକମ୍ପରେ ଆଉ ଯିବ ନାହିଁ ଜୀବନ! ISRO ମହାକାଶକୁ ପଠାଇବ ଏମିତି ଏକ ଉପଗ୍ରହ ଯାହା ଭୂକମ୍ପ ଭଳି ପ୍ରାକୃତିକ ବିପଦ ସମ୍ପର୍କରେ ଦେବ ସୂଚନା
ନୂଆଦିଲ୍ଲୀ,୩।୭: ଭାରତ-ଆମେରିକା ମିଳିତ ମହାକାଶ ମିଶନ ‘NISAR’ ମାଧ୍ୟମରେ ପୃଥିବୀ ପୃଷ୍ଠର ନିରୀକ୍ଷଣ, ଭୂମିକମ୍ପ ଏବଂ ଭୂସ୍ଖଳନ ଭଳି ବିପର୍ଯ୍ୟୟର ସଠିକ ପୂର୍ବାନୁମାନ ଏବଂ ପରିବେଶ ପରିବର୍ତ୍ତନ ବିଷୟରେ ବିସ୍ତୃତ ସୂଚନା ଖୁବ ଶୀଘ୍ର ସମ୍ଭବ ହେବ। NASA ଏବଂ ISROର…
ଦୀର୍ଘ ପ୍ରତୀକ୍ଷାର ଅବସାନ: ଶେଷରେ ଲଞ୍ଚ୍ ହେଲା Axiom-4 ମିଶନ
ଓ୍ବାଶିଂଟନ୍,୨୫।୬: ଶେଷରେ ଦୀର୍ଘ ପ୍ରତୀକ୍ଷା ପରେ Axiom-4 ମିଶନ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ଏବଂ ଅନ୍ୟ ତିନି ଜଣ ଯାତ୍ରୀଙ୍କୁ ନେଇ ଅନ୍ତର୍ଜାତୀୟ ମହାକାଶ ଷ୍ଟେଶନ (ISS) କୁ ଉଡ଼ାଣ କରିଛନ୍ତି। ଏହି ମିଶନ ୧୨:୦୧ ରେ ଉଡ଼ାଣ ହୋଇଥିଲା।…
ସୁନୀତା ଉଇଲିୟମ୍ସଙ୍କ ସ୍ମରଣୀୟ ଅନ୍ତରୀକ୍ଷ ଯାତ୍ରା
ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହିଳା ମହାକାଶଚାରୀ ସୁନୀତା ଉଇଲିୟମ୍ସ ୨୦୨୪ ମସିହା ଜୁନ୍ ୫ ତାରିଖ ଦିନ ଆମେରିକୀୟ କମ୍ପାନୀ ବୋଇଙ୍ଗର ‘ଷ୍ଟାରଲାଇନର୍’ ଅନ୍ତରୀକ୍ଷ ଯାନରେ ପୃଥିବୀକୁ ପ୍ରଦକ୍ଷିଣ କରୁଥିବା ଇଣ୍ଟରନ୍ୟାଶନାଲ ସ୍ପେସ୍ ଷ୍ଟେଶନ (ଆଇ.ଏସ୍. ଏସ୍.) କୁ ଯାତ୍ରା କରିଥିଲେ।…
ନାସା ଆଣିଲା ଜବରଦସ୍ତ ଅଫର୍:ଟଏଲେଟ୍ ସଫା କଲେ ମିଳିବ ୨୫ କୋଟି ଟଙ୍କା
ଓ୍ବାଶିଂଟନ,୧୪।୪:ନାସା ସାରା ବିଶ୍ୱର ସୃଜନଶୀଳ ଲୋକଙ୍କ ପାଇଁ ଏକ ବିଶେଷ ଚ୍ୟାଲେଞ୍ଜ ଉପସ୍ଥାପନ କରିଛି। ଏହି ଚ୍ୟାଲେଞ୍ଜର ଲକ୍ଷ୍ୟ ହେଉଛି ଏପରି ପ୍ରଯୁକ୍ତିବିଦ୍ୟା ବିକଶିତ କରିବା ଯାହା ମହାକାଶରେ ମାନବ ମଳ ଏବଂ ମୂତ୍ରକୁ ରି-ସାଇକେଲ୍ ବା ପୁନଃଚକ୍ରିତ କରିବାରେ ସାହାଯ୍ୟ…
ସୁନୀତା ୱିଲିୟମ୍ସ ଅବତରଣବେଳେ ସମୁଦ୍ରରେ ଦେଖାଗଲା ଅଜବ ଦୃଶ୍ୟ: ଭାଇରାଲ ହେଉଛି ଭିଡିଓ
ଫ୍ଲୋରିଡା,୧୯।୩: ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ତାଙ୍କ ସହଯୋଗୀ ବୁଚ ୱିଲମୋର ୯ ମାସ ମହାକାଶରେ ରହିବା ପରେ ସୁରକ୍ଷିତ ଭାବେ ପୃଥିବୀକୁ ଫେରିଛନ୍ତି। ସ୍ପେସ୍ ଏକ୍ସ’ର ଡ୍ରାଗନ କ୍ୟାପ୍ସୁଲରେ ସୁନୀତା ଓ ବୁଚ୍ଙ୍କ ସହ ‘କ୍ରିଉ ୯’…
Archives


