ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତ ପରେ ଲଗାତାର ଦ୍ୱିତୀୟ ଦିନ ଗୁଗୁଲ୍ ଟପ୍-ସର୍ଚ୍ଚରେ ଲାକ୍ଷାଦ୍ଵୀପ
ନୂଆଦିଲ୍ଲୀ,୫।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାକ୍ଷାଦ୍ଵୀପ ଗସ୍ତରେ ଯାଇଥିବା ବେଳେ ଏହାର ସୌନ୍ଦର୍ଯ୍ୟର ପ୍ରେମରେ ପଡିଛନ୍ତି। ଏଥିସହ ବିଦେଶ ଭ୍ରମଣରେ ଯାଉଥିବା ସମସ୍ତ ଭାରତୀୟଙ୍କୁ ଲାକ୍ଷାଦ୍ଵୀପ ଆସି ବୁଲିଯିବାକୁ ଅପିଲ୍ କରିଥିଲେ। ନିକଟରେ ପ୍ରଧାନମନ୍ତ୍ରୀ ଏହି ଗସ୍ତ ପରେ ସୋସିଆଲ ମିଡିଆରେ…
ମିଛର ହୋଲସେଲର୍ ହେଉଛନ୍ତି ପ୍ରଧାନମନ୍ତ୍ରୀ ମୋଦି: ତେଜସ୍ବୀ
ପାଟନା,୩।୧: ଆଜି ରାମ ମନ୍ଦିରକୁ ନେଇ ରାଜନୀତି ଜୋର ଧରିଛି। ଏହି କ୍ରମରେ ସାମିଲ ହୋଇଛନ୍ତି ଆରଜେଡି ନେତା ତେଜସ୍ବୀ ଯାଦବ। ସେ କହିଛନ୍ତି,ଭଗବାନ ରାମଙ୍କୁ ମୋଦି ଜୀ ଦରକାର କି ବୋଲି ସେ ପ୍ରଶ୍ନ କରିଛନ୍ତି। ପ୍ରଭୁ ରାମ ଚାହିଁଲେ…
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଋଷ ଯିବାକୁ ନିମନ୍ତ୍ରଣ କଲେ ଭ୍ଲାଦିମିର ପୁଟିନ
ନୂଆଦିଲ୍ଲୀ,୨୭ା୧୨: ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ବୁଧବାର ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମସ୍କୋରେ ସାକ୍ଷାତ କରିଛନ୍ତି। ବୈଠକ ସମୟରେ ପୁଟିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଋଷ ଯିବାକୁ ନିମନ୍ତ୍ରଣ କରିଥିବା ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ୫ ଦିନିଆ ଋଷ…
ୟୁଟ୍ୟୁବ୍ରେ ବିଶ୍ୱର No1 ନେତା ପାଲଟିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ନୂଆଦିଲ୍ଲୀ,୨୬।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ନଂ୧ ନେତା ଭାବେ ୟୁଟ୍ୟୁବ୍ ଚ୍ୟାନେଲରେ ୨ କୋଟି ସବସ୍କ୍ରାଇବର୍ସର ଉପଲବ୍ଧି ହାସଲ କରିଛନ୍ତି। ତାଙ୍କର ଭିଡିଓଗୁଡ଼ିକ ୪୫୦ କୋଟି ଥର ଦେଖାଯାଇଥିବା ବେଳେ ସବସ୍କ୍ରାଇବର୍ସ, ଭିଡିଓ ଭ୍ୟୁ ଏବଂ ରାଜନୈତିକ ନେତାମାନଙ୍କ ଦ୍ୱାରା…
ବାରାଣସୀରୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଲଢ଼ି ପାରନ୍ତି ନୀତିଶ କୁମାର, ପ୍ରିୟଙ୍କା ଗାନ୍ଧୀ!
ନୂଆଦିଲ୍ଲୀ,୨୦।୧୨: ପ୍ରଧାନମନ୍ତ୍ରୀଙ୍କୁ ଉତ୍ତରପ୍ରଦେଶର ବାରାଣସୀରୁ କେଉଁ ବଡ଼ ନେତା ଚ୍ୟାଲେଞ୍ଜ କରିବେ ସେ ଚିନ୍ତା କରୁଛି ବିରୋଧୀଙ୍କ ଇଣ୍ଡିଆ ବ୍ଲକ୍। ୧୯୯୧ ପରଠାରୁ ୨୦୦୪ ବ୍ୟତୀତ ବାରାଣସୀରେ ଭାଜପା ଭାଜପା ଜିତି ଆସିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ଏବଂ ୨୦୧୯…
୨୦୧୪ ପରଠାରୁ ୧୪ ଟି ଦେଶର ସର୍ବୋଚ୍ଚ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ଭୁବନେଶ୍ୱର,୧୫।୧୨: ବିଶ୍ୱ ସ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ସର୍ବାଧିକ। ନିକଟରେ ହୋଇଥିବା ଏକ ସର୍ଭେରେ ତାଙ୍କୁ ସବୁଠାରୁ ଲୋକପ୍ରିୟ ନେତା ଭାବେ ଘୋଷଣା କରାଯାଇଥିଲା। କେବଳ ଏତିକି ନୁହେଁ ଅନେକ ଦେଶ ତାଙ୍କୁ ସର୍ବୋଚ୍ଚ ପୁରସ୍କାରରେ ସମ୍ମାନିତ କରିଛନ୍ତି। ବୈଦେଶିକ…
”ସମସ୍ତଙ୍କ ପ୍ରୟାସରେ ଭାରତ ହେବ ବିକଶିତ”: ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାର୍ତ୍ତା
ନୂଆଦିଲ୍ଲୀ,୯।୧୨: କେନ୍ଦ୍ର ସରକାରଙ୍କର ବିକଶିତ ଭାରତ ସଂକଳ୍ପ ଯାତ୍ରା କାର୍ଯ୍ୟକ୍ରମ ଅଧିନରେ ବର୍ତ୍ତମାନ ସମଗ୍ର ଦେଶରେ ଲୋକମାନଙ୍କୁ ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ସଚେତନ କରିବା ଲାଗି କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି । ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ…
ଗରିବଙ୍କ ପାଇଁ ଜେଲ ଯିବାକୁ ପ୍ରସ୍ତୁତ: ମୋଦି
ଜୟପୁର,୧୮।୧୧: ବିଧାନସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନର ଭରତପୁରରୁ ହୁଙ୍କାର ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶନିବାର ମୋଦି ଭରତପୁରରୁ ଏକ ରାଜନୈତିକ ସମାବେଶକୁ ସମ୍ବୋଧିତ କରିଛନ୍ତି। ସମ୍ବୋଧନ ସମୟରେ ମୋଦି କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ମୋଦି କହିଛନ୍ତି, କଂଗ୍ରେସ ରାଜସ୍ଥାନ ମହିଳାଙ୍କ…
ବିଶ୍ୱକପ ଫାଇନାଲ ୨୦୨୩: ଯୋଗଦେବେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ!
ନୂଆଦିଲ୍ଲୀ, ୧୭।୧୧: ଚାଲିଥିବା ଦିନିକିଆ ବିଶ୍ୱକପ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଦୁଇ ହେଭିୱେଟ୍ ଫାଇନାଲିଷ୍ଟ ଭାରତ ଏବଂ ଅଷ୍ଟ୍ରେଲିଆ ରବିବାର ଦିନ ଅହମ୍ମଦାବାଦରେ ମୁହାଁମୁହିଁ ହେବେ। ଏହି ହାଇଭୋଲ୍ଟେଜ୍ ମୁକାବିଲାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବାକୁ ଥିବାବେଳେ ଅଷ୍ଟ୍ରେଲିଆ…
ଦଙ୍ଗା ଏବଂ ଗୁଣ୍ଡାରାଜ କଂଗ୍ରେସର ସ୍ଵଭାଵ: ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ, ୧୪।୧୧: ଚାଲିଥିବା ବିଧାନସଭା ନିର୍ବାଚନ ମଧ୍ୟରେ ପ୍ରଚାର ସରଗରମ ହୋଇଛି। ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସକୁ ସିଧାସଳଖ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଦଙ୍ଗା ଏବଂ ଗୁଣ୍ଡାରାଜ କରିବା କଂଗ୍ରେସର ସ୍ଵଭାଵ ଅଟେ। ମଧ୍ୟପ୍ରଦେଶର ଶଜାପୁରରେ ରାହୁଲ…
ଫେରୁଛି ମହିଳା ଖୋ ଖୋ ଚମକ
ଭୁବନ, ୧୯।୧୧(ଡି.ଏନ୍.ଏ.): ରାଜ୍ୟ ସରକାରଙ୍କ ପ୍ରୋତ୍ସାହନ ପରେ ଲୋକାଦୃତି ହାସଲ କରିଛି ହକି, ଫୁଟ୍ବଲ ଭଳି ଲୋକପ୍ରିୟ କ୍ରୀଡ଼ା। ପୁରୁଷଙ୍କ ଭଳି ମହିଳାମାନେ ମଧ୍ୟ ଆଉଟ୍ଡୋର ଗେମ୍ରେ ଦେଖାଉଛନ୍ତି ସେମାନଙ୍କ ଦକ୍ଷତା। ଖୋ ଖୋ, କବାଡ଼ି ଭଳି ପ୍ରତିଯୋଗିତାରେ ଏବେ ସେମାନଙ୍କ…
ମୋଦିଙ୍କ କେଦାରନାଥ ଗସ୍ତକୁ ନେଇ ଆପତ୍ତି: ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହେଲା ଟିଏମ୍ସି
କୋଲକାତା, ୧୯।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେଦାରନାଥ ଓ ବଦ୍ରିନାଥ ଗସ୍ତକୁ ନେଇ ଆପତ୍ତି ଉଠାଇ ନିର୍ବାଚନ କମଶନଙ୍କ ନିକଟରେ ଫେରାଦ ହୋଇ ତୃଣମୂଳ କଂଗ୍ରେସ। ଏହା ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ କରୁଛି ଟିଏମସି ଅଭିଯୋଗ କରିଛି। ସପ୍ତମ ପର୍ଯ୍ୟାୟ…
Archives


