ଆରଏସଏସର ସାଧାରଣ ସମ୍ପାଦକ ଦତ୍ତାତ୍ରେୟଙ୍କ ବିବାଦୀୟ ବୟାନ, କହିଲେ ମୁସଲମାନ ନଦୀକୁ ପୂଜା କରନ୍ତୁ…
ନୂଆଦିଲ୍ଲୀ,୧୮।୧୨: ଡିସେମ୍ବର ୧୭, ୨୦୨୫ ରେ, ଗୋରଖପୁରର ଖୋରାବାରରେ ଥିବା ମାଲବ୍ୟ ନଗର ଶ୍ରୀରାମ ବସ୍ତି ଖେଳପଡ଼ିଆରେ ଏକ ହିନ୍ଦୁ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (RSS)ର ସାଧାରଣ ସମ୍ପାଦକ ଦତ୍ତାତ୍ରେୟ ହୋସାବଲେ ସମାବେଶକୁ ସମ୍ବୋଧିତ କରିଥିଲେ।...
ମୁସଲମାନ ଗୃହମନ୍ତ୍ରୀଙ୍କ ପାଇଁ ବ୍ରିଟେନରୁ ବାହାରିବେ ଲକ୍ଷ ଲକ୍ଷ ମୁସଲମାନ! ଭାରତ ଉପରେ କେମିତି ପଡ଼ିବ ପ୍ରଭାବ ଜାଣନ୍ତୁ
ଲଣ୍ଡନ,୧୫।୧୨: ବ୍ରିଟେନର ଏକ ନୂଆ ରିପୋର୍ଟରେ ଚେତାବନୀ ଦିଆଯାଇଛି ଯେ ବର୍ତ୍ତମାନର ଆଇନ ଅନୁଯାୟୀ, ପ୍ରାୟ ୯ ନିୟୁତ ଲୋକ, ଅର୍ଥାତ ଦେଶର ଜନସଂଖ୍ୟାର ୧୩ ପ୍ରତିଶତ, ସେମାନଙ୍କର ବ୍ରିଟିଶ ନାଗରିକତା ହରାଇପାରନ୍ତି। ଏହି ରିପୋର୍ଟ ଦୁଇଟି ସଂଗଠନ, ରନନିମେଡ...
ମୁସଲମାନଙ୍କୁ ‘ନମକ ହରାମ’ କହି ଫସିଗଲେ ଗିରିରାଜ!
ନୂଆଦିଲ୍ଲୀ,୧୯।୧୦: କେନ୍ଦ୍ରମନ୍ତ୍ରୀ ଏବଂ ଭାଜପାର ଫାୟାରବ୍ରାଣ୍ଡ ନେତା ଗିରିରାଜ ସିଂହ ତାଙ୍କର ସ୍ପଷ୍ଟବାଦୀ ଶୈଳୀ ପାଇଁ ଜଣାଶୁଣା। ତାଙ୍କର ବକ୍ତବ୍ୟ ପ୍ରାୟତଃ ଗଣମାଧ୍ୟମର ଶିରୋନାମା ହୋଇଥାଏ। ଏଥର ସେ ମୁସଲମାନମାନଙ୍କ ସମ୍ପର୍କରେ ଏକ ବିବାଦୀୟ ବୟାନ ଦେଇଥିଲେ। ବିହାରର ଆରୱାଲରେ...
ନୀତୀଶ କୁମାରଙ୍କ ପ୍ରଥମ ତାଲିକାରେ ଜଣେ ବି ନାହାନ୍ତି ମୁସଲମାନ ପ୍ରାର୍ଥୀ, ଜାଣନ୍ତୁ କେଉଁମାନେ ଅଛନ୍ତି ସାମିଲ…
ପାଟ୍ନା,୧୫ା୧୦: ଶାସକ ଦଳ ଜେଡିୟୁ ବୁଧବାର ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଛି। ଜେଡିୟୁ ମୋଟ୍ ୫୭ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ତାଙ୍କ ଦଳର ପ୍ରଥମ ତାଲିକାରେ ଜାତି...
ବିଶ୍ୱର ସବୁଠୁ ବଡ଼ ମୁସଲମାନ ଦେଶ ହୋଇଯିବ ଭାରତ! ଜାଣନ୍ତୁ ହିନ୍ଦୁମାନଙ୍କ ସ୍ଥିତି କୋଉଠି
ନୂଆଦିଲ୍ଲୀ,୧୨।୭: ବିଶ୍ୱରେ ମୁସଲମାନ ସମ୍ପ୍ରଦାୟ ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଧାର୍ମିକ ଗୋଷ୍ଠୀ ଭାବରେ ଉଭା ହୋଇଛି। ବିଶ୍ୱରେ ଖ୍ରୀଷ୍ଟିଆନ ଜନସଂଖ୍ୟା ହ୍ରାସ ପାଇଛି। ପ୍ୟୁ ରିସର୍ଚ୍ଚ ସେଣ୍ଟର ଦ୍ୱାରା ଏକ ସାମ୍ପ୍ରତିକ ରିପୋର୍ଟରେ ପ୍ରକାଶିତ ହୋଇଛି। ଏହି...
ଦ୍ରୁତଗତିରେ ଏହି ଧର୍ମ ଛାଡ଼ୁଛନ୍ତି ଲୋକେ: ଜାଣନ୍ତୁ ହିନ୍ଦୁ ଧର୍ମର ସ୍ଥିତି କେଉଁଠି
ନୂଆଦିଲ୍ଲୀ,୨୭।୬: ବିଶ୍ୱରେ ଅନେକ ଧର୍ମର ଲୋକ ବାସ କରନ୍ତି। ମିଳିତ ଜନସଂଖ୍ୟା ୮୦୦ କୋଟିରୁ ଅଧିକ। ୱାଲର୍ଡମିଟର ରିପୋର୍ଟ ଅନୁଯାୟୀ, ଏହି ୮୦୦ କୋଟି ଲୋକଙ୍କ ମଧ୍ୟରେ ସର୍ବାଧିକ ଜନସଂଖ୍ୟା ଇସଲାମ ଏବଂ ଖ୍ରୀଷ୍ଟିଆନ ଧର୍ମରେ ବିଶ୍ୱାସ କରୁଥିବା ଲୋକଙ୍କର।...
ପାକିସ୍ତାନ ବିରୋଧରେ ବାହାରିଲା ମୁସ୍ଲିମ୍ ଅଞ୍ଜୁମାନ କମିଟି, ନାରାରେ କମ୍ପୁଛି ଜୟପୁର
ଜୟପୁର,୨୫ା୪: ଜୟପୁର ବ୍ରହ୍ମାସାହି ନିକଟ ମସ୍ଜିଦ୍ରେ ଶୁକ୍ରବାର ଅବସରେ ନାମଜ ପରେ ନିଷ୍ପତ୍ତି ନିଆଯାଇଥିଲା। ସେହି ନିଷ୍ପତ୍ତି ଅନୁଯାୟୀ ମୁସଲିମ ଅଞ୍ଜୁମାନ କମିଟିର ସଦସ୍ୟମାନେ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ହିନ୍ଦୁସ୍ତାନ ଜିନ୍ଦାବାଦ୍ ପାକିସ୍ତାନ ମୁର୍ଦ୍ଦାବାଦ୍ ନାରା ଦେଇଛି। ପହଲଗାମ୍...
‘ହିନ୍ଦୁମାନେ ମୁସଲମାନ ଏବଂ ଖ୍ରୀଷ୍ଟିଆନଙ୍କଠାରୁ ନୁହେଁ ବରଂ ଏମାନଙ୍କଠାରୁ ବିପଦରେ ଅଛନ୍ତି’: ହିମନ୍ତ ବିଶ୍ୱ ଶର୍ମା
ନୂଆଦିଲ୍ଲୀ,୨।୩: ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି ଯେ ହିନ୍ଦୁମାନେ ମୁସଲମାନ ଏବଂ ଖ୍ରୀଷ୍ଟିଆନଙ୍କଠାରୁ ନୁହେଁ ବରଂ ବାମପନ୍ଥୀ...
Archives


