Tag Archives: murdered

ଘରେ ଚାଲିଥିଲା ନୂଆଖାଇ ପର୍ବ ପାଳନ, ଏପଟେ ଯୁବକଙ୍କୁ ନିର୍ମମ ହତ୍ୟା କଲେ ଦୁର୍ବୃତ୍ତ, ଉତ୍ତ୍ୟକ୍ତ ଲୋକେ ରାସ୍ତାକୁ ଓହ୍ଲାଇ…

ବରଗଡ଼/ସୋହେଲା,୨୮ା୮(ପ୍ରେମାନନ୍ଦ ଖମାରୀ/ଅଶ୍ୱିନୀ ପାତ୍ର): ଗୁରୁବାର ପଶ୍ଚିମ ଓଡ଼ିଶାରେ ଘରେଘରେ ନୂଆଖାଇ ପର୍ବ ବେଶ୍‌ ଆନନ୍ଦ ଉଲ୍ଲାସରେ ପାଳିତ ହେଉଥିବା ବେଳେ ବରଗଡ଼ ଜିଲା ସୋହେଲା ହଳଦୀପାଲି ନିକଟ ପେଟ୍ରୋଲ ପମ୍ପରେ ଏକ ହତ୍ୟାକାଣ୍ଡ ଘଟିଛି। ପେଟ୍ରୋଲ ପମ୍ପ ପରିସରରେ ହଲଦୀପାଲିର...

ବୃଦ୍ଧ ବାପାଙ୍କୁ ନିର୍ମମ ଭାବେ ହତ୍ୟା କରି ଗାତରେ ଫିଙ୍ଗିଦେଲେ ପୁଅ, ଦୁଇଦିନ ପରେ…

ଦେବଗଡ଼,୨୧ା୮(ଶଶାଙ୍କ ଶେଖର ଝାଙ୍କର): କୁଣ୍ଢେଇଗୋଲା ଥାନା ଗୋହଡ଼ା ଜାମୁନାଳୀ ଗ୍ରାମରେ ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଚି। ଜଣେ ବୃଦ୍ଧ ବାପାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ସଇତାନ ପୁଅ। ଘର ପଛ ପଟେ ଥିବା ଏକ ଗାତରୁ ଗୁରୁବାର...

ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ: ଟାଙ୍ଗିଆରେ ହାଣି ମୁଣ୍ଡଗଣ୍ଡି କରିଦେଲେ ଅଲଗା

ଭବାନୀପାଟଣା,୧୬ା୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ତଳଜାରିଙ୍ଗ ପଞ୍ଚାୟତର ଚେରମହୁଲ ଗ୍ରାମରୁ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ଟିକିଏ କଥା କଟାକଟିକୁ ନେଇ ଏକ ହତ୍ୟାକାଣ୍ଡ ଘଟିଛି। ତଲଜାରିଙ୍ଗ ଗ୍ରାମର ରଥ...

ଠେଙ୍ଗାରେ ପିଟିପିଟି ସ୍ତ୍ରୀଙ୍କୁ ମାରିଦେଲେ ସ୍ବାମୀ, ମା’ଙ୍କ ମୃତଦେହ ଦେଖି ପୁଅ…

ରାୟଗଡ଼ା,୭ା୮(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଶେଷଖାଲ ଥାନା ଅଧୀନସ୍ଥ ଗାଜିଗାଁ ପଞ୍ଚାୟତ ଅନ୍ତର୍ଗତ ଗଣ୍ଡାବାଲସା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟିପିଟି ଜୀବନରେ ମାରି ଦେଇଛନ୍ତି ସ୍ବାମୀ। ମୃତ ମହିଳା ଜଣକ ହେଲେ ସିନ୍ଧେ...

ସ୍ତ୍ରୀଙ୍କୁ ହତ୍ୟା କଲେ ସ୍ବାମୀ, ଘଟଣାସ୍ଥଳରୁ ମିଳିଲା…

ବାସୁଦେବପୁର,୨୭ା୭(କାଳୀପଦ ରାୟ): ଭଦ୍ରକ ଜିଲା କଷିଆ ସାମୁଦ୍ରିକ ଥାନା ଅଧୀନ ବିଦେଇପୁର ପଞ୍ଚାୟତରେ ପାରାପୋଖରୀ ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଟଙ୍କା ପାଇଁ ସ୍ତ୍ରୀ ଗୁରୁବାରୀ ଜେନା (୪୫ )ଙ୍କୁ ତାଙ୍କ ସ୍ବାମୀ ଗୋପୀନାଥ...

ପରକୀୟା ପ୍ରୀତିର କରୁଣ ପରିଣତି: ସ୍ତ୍ରୀଙ୍କୁ ହତ୍ୟା କରି ନଦୀକୁ ଫିଙ୍ଗିଦେଲେ, ଥାନାରେ ଆତ୍ମସମର୍ପଣ କରି କହିଲେ ପୂରା ଘଟଣା…

ବଣାଇଁ,୨୦ା୭(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ବଣାଇଁ ଉପଖଣ୍ଡ ଗୁରୁଣ୍ଡିଆଥାନା ଅନ୍ତର୍ଗତ ପଙ୍କଡ଼ିହି ଅଙ୍ଗନଓ୍ବାଡ଼ିରେ କର୍ମୀ ଥିବା ଜୟନ୍ତୀ କୁଜୁର୍‌ଙ୍କୁ ପରକିୟା ପ୍ରୀତି ସନ୍ଦେହରେ ସ୍ବାମୀ ଲକ୍ଷ୍ମଣ ଓରାମ ହତ୍ୟା କରି ଏକ ଅଖାରେ ପୂରାଇ ନଦୀରେ ଫୋପାଡ଼ି ଥିବା ବିଷୟ...

ଘରକୁ ଡାକି ସାଙ୍ଗକୁ ହତ୍ୟା କଲେ ସାଙ୍ଗ

ଦେବଗଡ଼,୧୯ା୭(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଥାନା ଅଧୀନ ନୂଆଗାଁରେ ହତ୍ୟାକାଣ୍ଡ। ଶୁକ୍ରବାର ବିଳମ୍ବିତ ରାତିରେ ଘର ଭିତରକୁ ଡାକି ହତ୍ୟା କରିଛନ୍ତି ଜଣେ ଅଭିଯୁକ୍ତ। ହତ୍ୟା ପରେ ଦେବଗଡ଼ ଥାନାରେ ଆତ୍ମସମର୍ପଣ କରିଛନ୍ତି ହତ୍ୟାକାରୀ। ରତନ ପ୍ରଧାନଙ୍କୁ ହତ୍ୟା କରିଛନ୍ତି...

ମା’ଙ୍କୁ ଲୁହା ପାଇପ୍‌ରେ ପିଟିପିଟି ହତ୍ୟା କଲେ ପୁଅ, ଘରେ କେହି ନ ଥିବା ବେଳେ…

ଦିଗପହଣ୍ଡି,୨୬ା୬(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ କରବାଲୁଆ ଗ୍ରାମ ବନ୍ଧ ସାହିର ଉଲି ବେହେରା(୫୫)ଙ୍କୁ ଗୁରୁବାର ମଧ୍ୟାହ୍ନରେ ତାଙ୍କ ପୁଅ ସନ୍ତୋଷ ବେହେରା(୩୯) ଲୁହା ପାଇପ୍‌ରେ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବରପାଇ...

ଠେଙ୍ଗାରେ ପିଟିପିଟି ବାପାଙ୍କୁ ହତ୍ୟା କଲେ ପୁଅ, ଚାଷଜମିରେ ମୃତଦେହ ଛାଡ଼ି…

ନୂଆପଡ଼ା,୨୨ା୬(ମକାରୁ ବେମାଲ): ପୁଅର ଠେଙ୍ଗାମାଡ଼ରେ ଚାଲିଯାଇଛି ଜନ୍ମତାତା ବାପାଙ୍କ ଜୀବନ। ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲା ବେଳଟୁକୁରି ଥାନା କୁରୁମୁଣ୍ଡା ଗାଁରେ। ମୃତକ ଜଣକ ୬୦ ବର୍ଷୀୟ ପବନ ସିଂ ବରିହା। ସୂଚନାନୁଯାୟୀ, ଶନିବାର ମଧ୍ୟାହ୍ନରେ...

ପରକୀୟା ପ୍ରୀତିରୁ ସ୍ତ୍ରୀଙ୍କ ଗଳାକାଟି ହତ୍ୟା କଲେ ସ୍ବାମୀ

ଗଜପତି,୯ା୬(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସେରଙ୍ଗ ଥାନା ଅନ୍ତର୍ଗତ ଗାଇବା ଗାଁର ଜଣେ ମହିଳାଙ୍କ ଗଳାକାଟି ହତ୍ୟା କରିଛି ସ୍ବାମୀ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତ ମହିଳା ଜଣଙ୍କ ହେଲେ ମୋନିକା ପାଇକ। ଘଟଣାସ୍ଥଳରୁ ସ୍ବାମୀ...

ଭଉଣୀଙ୍କୁ ହତ୍ୟା କରିବା ପରେ ଡାକ୍ତରଖାନା ଆଣିଥିଲେ ହତ୍ୟାକାରୀ ଭାଇ, ହେଲେ…

ବଣାଇଁ,୯ା୬(ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ମହୁଲପଦା ଥାନାର ଜିନକଳା ଗ୍ରାମରେ ଏକ ସାଧାରଣ ଘଟଣାରୁ ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ଛି। ରବିବାର ରାତିରେ ସାନଭାଇ ବିଜୟ ମାହାନ୍ତ ଓ ତାଙ୍କ ସ୍ତ୍ରୀ ମଧ୍ୟରେ ଝଗଡ଼ା ହେଉଥିଲା।  ଏଥିରେ ବିଜୟଙ୍କ ବଡ଼ବାପା ଝିଅ...

ଗୋରୁ ଚାଲାଣ ଗାଡ଼ି ପୋଡ଼ିବା ସହ ଜଣଙ୍କୁ ହତ୍ୟା

ବାରଙ୍ଗ,୯ା୫(ଲିଙ୍ଗରାଜ ରାଉତ): ବାରଙ୍ଗ ଥାନା ଅଧିନସ୍ଥ ଗୋଡ଼ିସାହି ମୁଣ୍ଡଳି ପୁରୀ ମୁଖ୍ୟ କେନାଲ ବନ୍ଧ ରାସ୍ତାରେ ଗୁରୁବାର ବିଳମ୍ବିତ ରାତିରେ ଗୋରୁ ଚାଲାଣ କରୁଥିବା ଗୋଟିଏ କାର୍‌କୁ ପୋଡ଼ି ଦେବା ସହିତ ଜଣକୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ। ପ୍ରକାଶ ଯେ,...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri