ଜେଲ୍ରୁ ଫେରି ରକ୍ତମୁଖା: ବଡ଼ଭାଇଙ୍କୁ କାଠରେ ପିଟିପିଟି ହତ୍ୟା କଲେ ସାନଭାଇ
ପାଟଣାଗଡ଼,୧୪ା୧୧(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନା ଅନ୍ତର୍ଗତ ବାଲିପଟା ଗାଁରେ ଶନିବାର ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି। ସାମାନ୍ୟ କଥାକୁ କେନ୍ଦ୍ର କରି ସାନ ଭାଇ କାଠରେ ପିଟି ପିଟି ବଡ଼ ଭାଇଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ…

